ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Gas Cylinder

୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଦେବାକୁ…

ଜୟପୁର: ରାଜସ୍ଥାନରେ ୫୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର । ଏପ୍ରିଲ ପହିଲାରୁ ରାଜସ୍ଥାନରେ ରନ୍ଧନ ଗ୍ୟାସ୍‌ ବା ଏଲ୍‌ପିଜି ଦର ୫୦୦ ଟଙ୍କା ହେବ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ସାରା ଦେଶରେ ଗ୍ୟାସ ଦର ଲୋକଙ୍କୁ କନ୍ଦାଇ ଦେଇଥିବାବେଳେ ରାଜସ୍ଥାନ ସରକାର…

ଗ୍ୟାସ୍‌ ଚୋରି ରୋକିବାକୁ ସରକାରଙ୍କ ବଡ…

ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡରରୁ ଗ୍ୟାସ୍‌ ଚୋରି ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଏଣିକି ଆପଣଙ୍କ ଘରକୁ କ୍ୟୁଆର୍ କୋଡ୍ ଥିବା ସିଲିଣ୍ଡର ଆସିବ । ଏହା ଦ୍ୱାରା ଗ୍ୟାସ୍ ଚୋରି ରୋକିବା ସହଜ ହେବ ବୋଲି କୁହାଯାଇଛି। ଯାହାର ଫାଇଦା ସାଧାରଣ ଗ୍ରାହକଙ୍କୁ ମିଳିବ। ଗ୍ରାହକ ପୁରା ପଇସା ଦେଇ ଫୁଲ…

ଉଜ୍ୱଳା ହିତାଧିକାରୀଙ୍କ ପାଇଁ ଖୁସି ଖବର,…

ନୂଆଦିଲ୍ଲୀ : ଦେଶବାସୀଙ୍କୁ ବଡ ଆଶ୍ୱସ୍ତି ଦେଇ କେନ୍ଦ୍ର ସରକାର ତେଲ ଉପରେ ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଛନ୍ତି । ତେଲ ଦର ବୃଦ୍ଧି ସହ ଦେଶବାସୀଙ୍କ ପାଇଁ ଆଉ ଆଉ ଏକ ବଡ ଚିନ୍ତା ରହିଥିଲା ମହଙ୍ଗା ଗ୍ୟାସ ସିଲିଣ୍ଡର। କାରଣ ରନ୍ଧନ ଗ୍ୟାସ ଦର ଏକ ହଜାର ପାର୍‌ କରିଯାଇଥିଲା। ଯାହା ଦେଶବାସୀଙ୍କ ପାଇଁ…

ଏଣିକି ବୁକିଂର ଦୁଇ ଘଣ୍ଟାରେ ଘରେ…

ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ ବା ଏଲ୍‌ପିଜି ସିଲିଣ୍ଡର ଗ୍ରାହକଙ୍କ ପାଇଁ ଭଲ ଖବର। ଗ୍ୟାସ ସିଲିଣ୍ଡର ପାଇଁ ଏଣିକି ଆଉ ଗ୍ରାହକଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡିବନାହିଁ । ଆଗକୁ କେବଳ ଦୁଇ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର। ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ୍…

ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ରକୁ…

ଭୁବନେଶ୍ୱର: ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ରାଜ୍ୟବ୍ୟାପୀ ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି ଜନ ସାଧାରଣ । ବିଶ୍ୱର କୌଣସି ଦେଶରେ ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ଏତେ ବେଶି ବଢ଼ି ନାହିଁ । ୨୦୧୪ ମସିହାରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ବେଳେ ଗ୍ୟାସ୍ ଦର ୪୧୪ ଟଙ୍କା ଥିଲା…

ମହଙ୍ଗା ମାଡ଼: ‘ଉଜ୍ଜ୍ୱଳା’ ଫାଙ୍କା,…

ଭୁବନେଶ୍ୱର: ମହଙ୍ଗା ମାଡ଼ରେ ସବୁ ଗଣିତ ଓଲଟପାଲଟ। ରୋଷେଇ ଘର ବଜେଟ ବିଗିଡ଼ିବା ପରେ ସାଧାରଣ ଖାଉଟିଙ୍କଠାରୁ ମଧ୍ୟବିତ୍ତଙ୍କ ପର୍ଯ୍ୟନ୍ତ ସବୁଠି ବଢ଼଼ିଛି ଅସନ୍ତୋଷ। ପ୍ରଭାବିତ ହୋଇଛି ବେପାରବଣିଜ। ନିକଟରେ ଟିକସ ହ୍ରାସ ପରେ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ଦରରୁ କିଛିଟା ଆଶ୍ୱସ୍ତି ମିଳିଛି, ତେବେ ରନ୍ଧନ…

ଗ୍ରାହକଙ୍କୁ ଝଟକା : ପୁଣିଥରେ ବଢିଲା…

ନୂଆଦିଲ୍ଲୀ : ଗୋଟେ ପଟେ କୋରୋନାରେ ଲୋକେ ଜୀବନ ଜିବିକା ସଜାଡି ପାରିନଥିବାବେଳେ ଅନ୍ୟପଟେ ଦର ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଗୋଟେପଟେ ତେଲ ଦର ଅଥୟ କରିଥିବାବେଳେ ଏପଟେ ବୃଦ୍ଧି ପାଇପାରେ ଲାଗିଛି ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଫେବୃଆରୀ ମାସରେ ଗ୍ୟାସ ଦର ୧୦୦ ଟଙ୍କା…