Browsing Tag

GANJAM

ନିର୍ଯ୍ୟାତନା ସହି ନ ପାରି ଜୀବନ ହାରିବା…

ଗଞ୍ଜାମ: ଶଶୁର ଘର ନିର୍ଯ୍ୟାତନା ସହି ନପାରି ବିଷ ପଇଲେ ମହିଳା । ମଶାଣିକୁ ନେବାକୁ କାନ୍ଧ ଦେଲେନି ଶଶୁର ଘର ପରିବାର ଲୋକ କି ଗ୍ରାମବାସୀ । କାନ୍ଧରେ ମଶାଣୀକୁ ନେଲେ ମା ଓ ଭଓଣୀ । ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଓଡିଆ ଆଲପୁର ଗ୍ରାମରେ । ଏପରି କ୍ରୂର…

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପହଞ୍ଚିବ। ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର, ଶେରଗଡ ଓ ହିଞ୍ଜିଳିକାଟୁରେ ଗୋଟିଏ ଲେଖାଏ…

ଡିଭାଇଡ଼ରରେ ପିଟି ହେଲା ବାଇକ୍, ୨ ମୃତ

ଛତ୍ରପୁର: ଛତ୍ରପୁର ସହରର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରୋଡ ଡିଭାଇଡରରେ ପିଟିହେଲା ବାଇକ୍। ଘଟଣାସ୍ଥଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଗୁରୁବାର ସକାଳ ପ୍ରାୟ ୮ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣାଘଟିଛି । ମୃତକ ୨ଜଣ ହେଲେ ବ୍ରହ୍ମପୁର ବ୍ରହ୍ମାନଗରର…

ଗ୍ରାମାଞ୍ଚଳରେ କ୍ୱାକ୍‌ଙ୍କ ମାଳମାଳ…

ଖଲ୍ଲିକୋଟ: ରାଜ୍ୟ ସରକାର ମେଡିକାଲଗୁଡ଼ିକର ଉନ୍ନତି ପାଇଁ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ମେଡିକାଲରେ ଡାକ୍ତର ଅଭାବ କାରଣରୁ ରୋଗୀ ସେବା ବ୍ୟାହତ ହେଉଛି। ଏହାର ସୁଯୋଗ ନେଇ ନକଲି ଡାକ୍ତର ବା କ୍ୱାକମାନେ ଗାଁ ଗହଳିରେ ମାଳ ମାଳ କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା କରୁଛନ୍ତି। ଏବେ ଗାଁ ଲୋକଙ୍କ…

ବାହାଘର ଶୋଭାଯାତ୍ରା ବେଳେ ଅଘଟଣ ,…

ବନ୍ତ : ଗଂଜାମ ଜିଲା ବନ୍ତ ଥାନା ଅନ୍ତର୍ଗତ ସୁନାଗଡ଼ିଆ ଗ୍ରାମର ଅକ୍ରୁର ବାରିକଙ୍କ ପୁଅ ସହ ଏହି ଥାନା ଅନ୍ତର୍ଗତ ପଦାକଣା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଝିଅ ବାହାଘର ପାଇଁ ଆଜି ଦିନ ଧାର୍ଯ୍ୟ କରାଯାଇଥିଲା । ସୂଚନା ମୁତାବକ, ବର ବରଯାତ୍ରୀମାନଙ୍କ ସହ ପଦାକଣା ଗ୍ରାମରେ ପହଞ୍ଚି ଶୋଭାଯାତ୍ରା ଜାରି ରଖିଥିଲେ…

ଚକ୍ ଖଡ଼ିରେ ତିଆରି କଲେ ରାଜ୍ୟପାଳଙ୍କ…

ଗୋପାଳପୁର: ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଇଲେକ୍ଟ୍ରିକାଲ ବିଭାଗର ତୃତୀୟ ବର୍ଷ ଛାତ୍ର ତଥା ଇମାଜିକ୍ସ କ୍ଲବ୍ ଛାତ୍ର କେ.ବିଜୟ କୁମାର ରେଡ୍ଡୀ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ପ୍ରତିକୃତିକୁ ଚକ୍ ଖଡ଼ିରେ ତିଆରି କରିଛନ୍ତି । ଏହାର ଉଚ୍ଚତା ଏକ ସେଣ୍ଟିମିଟର ରହିଛି। ଏହାକୁ ସେ ଗୋଟିଏ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ…

ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଗଞ୍ଜାମ ତୁରୁବୁଡ଼ି ପଞ୍ଚାୟତର ପିଇଓ ରାଜେନ୍ଦ୍ର କୁମାର ବେହେରା । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଗ୍ରାମ୍ୟ ହିତାଧିକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଘର ତିଆରି ବାବଦରେ ଲାଞ୍ଚ…

ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର…

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀରେ ଅଭାବନୀୟ ଘଟଣା ଘଟିଛି। ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ୍ଯୁ ଘଟିଛି। ମୃତ ଶ୍ୱଶୁର ହେଲେ ୫୫ ବର୍ଷର ସୀମାଞ୍ଚଳ ନାୟକ । ସୀମାଞ୍ଚଳଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ । ବଡ଼ପୁଅ ବିବାହିତ ଓ ସେ ସୁରତରେ କାମ କରନ୍ତି । ସାନପୁଅ ଓ ଝିଅ ମଧ୍ୟ…

ଲାଞ୍ଚ ନେଇ ଧରାପଡ଼ିଲେ ଆସିକା ବିଇଓ ଅଫିସର…

ଆସିକା: ଆସିକା ବ୍ଲକ୍ ଅନ୍ତର୍ଗତ କେଶରାପଲ୍ଲୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ସହକାରୀ ଶିକ୍ଷକ ନବଘନ ଗୌଡ଼ ଗତ ଏପ୍ରିଲ୍ ୩୦ରେ ଅବସର ଗ୍ରହଣ କରିଛନ୍ତି। ସହକାରୀ ଶିକ୍ଷକ ଶ୍ରୀ ଗୌଡ଼ ନିଜର ୩୦ବର୍ଷିଆ ଏମ୍ଏସିପି ପ୍ରାପ୍ୟ ପାଇବା ପାଇଁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବହୁବାର ଆସି ବିଭାଗୀୟ…

ଗଞ୍ଜାମ ଜିଲ୍ଲାର ପୁରୁଣା ପୋଡ଼ାମପେଟାକୁ…

ଗଞ୍ଜାମ: ସମୁଦ୍ର ଅଶାନ୍ତ ହେବା ଫଳରେ ଗଞ୍ଜାମ ଜିଲ୍ଲାର କିଛି ଗାଁ ସମୁଦ୍ର ଗର୍ଭରେ ଲୀନ ହେବାର ପୂର୍ବରୁ ବହୁବାର ନଜିର ରହିଛି। ବିଭିନ୍ନ ସମୟରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ସମୁଦ୍ର ତଟବର୍ତ୍ତୀ ଗାଁ ଗୁଡ଼ିକ ପାଇଁ କାଳ ସାଜୁଛି। ଏଭଳି ସ୍ଥଳେ ଋଷିକୁଲ୍ୟା ମୁହାଣ ଅଞ୍ଚଳରେ ତାଣ୍ଡବ ରଚୁଛି ଅଶାନ୍ତ…