ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Ganja Seized

୫ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ,…

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପକ୍ଷରୁ ଏକ ପିକ୍ଅପ ଗାଡ଼ି ସହ ବ୍ୟାପକ ଗଞ୍ଜେଇ ଜବତ କରାଯାଇଛି। ସୂଚନା ଅନୁସାରେ, ସାଢିଙ୍ଗିଆ ଅଞ୍ଚଳରେ ଭୁବନେଶ୍ୱର ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଫିରିଙ୍ଗିଆର…

ବରମୁଣ୍ଡା ବସଷ୍ଟାଣ୍ଡରେ ଅବକାରୀ ବିଭାଗର…

ଭୁବନେଶ୍ୱର: ନିଶା କାରବାରର ହବ୍‌ ପାଲଟିଛି ରାଜଧାନୀ ଭୁବନେଶ୍ୱର। ପୁଳା ପୁଳା ପରିମାଣରେ ଗଞ୍ଜେଇ ଏବଂ ବ୍ରାଉନସୁଗାର ଜବତ ହେବାରେ ଲାଗିଛି। ଦୋଷୀଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରୁଛି। କିନ୍ତୁ ସୁଧୁରୁ ନାହାଁନ୍ତି ନିଶା ବେପାରୀ। ରାଜଧାନୀ ଭୁବନେଶ୍ୱରରୁ ପୁଣି ମଙ୍ଗଳବାର ବିପୁଳ ପରିମାଣର ଗଞ୍ଜେଇ…

ରାଜଧାନୀରେ ସ୍ୱିଗି ବୟ କରୁଥିଲେ ଗଞ୍ଜେଇ…

ଭୁବନେଶ୍ବର: ଅଭିନବ ଉପାୟରେ ଚାଲାଣ ହେଉଛି ଗଞ୍ଜେଇ । ଭିନ୍ନଭିନ୍ନ ଉପାୟ ଆପଣାଉଛନ୍ତି ଚାଲାଣକାରୀ । କେତେବେଳେ ଆମ୍ବୁଲାନ୍ସ, ପରିବା , ଅଦା ବୋଝେଇ ଟ୍ରକ, କଦଳୀ ଓ ପଇଡ ବୋଝେଇ ଟ୍ରକରେ ଚାଲାଣ ହେଉଛିତ ଆଉ କେତେବେଳେ କୋରିୟର ମାଧ୍ଯମରେ । ଏବେ ପୁଣି ଏକ ନୂଆ ଟ୍ରେଣ୍ଡରେ ରାଜଧାନୀରେ ଗଞ୍ଜେଇ କାରବାର…

୫୦କେଜି ଗଞ୍ଜେଇ ଜବତ, ୩ ଗିରଫ

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ପୋଲିସ ୫୦ କେଜିର ଗଞ୍ଜେଇ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି।ସୁଚନା ଅନୁସାରେ, ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ଏକ ସ୍ବତନ୍ତ୍ର ପୋଲିସ ଟିମ୍…

କଦଳୀ ବୋଝେଇ ଗାଡ଼ିରୁ ୧ ଟନ୍ ଗଞ୍ଜେଇ…

କୋରାପୁଟ: ଅଭିନବ ଉପାୟରେ ଚାଲାଣ ହେଉଛି ଗଞ୍ଜେଇ । ଆମ୍ବୁଲାନ୍ସ, ପରିବା ଓ ଅଦା ବୋଝେଇ ଟ୍ରକ ପରେ ଏଥର କଦଳୀ ଟ୍ରକରେ ଚାଲାଣ ହେଉଥିଲା ଟନ ଟନ ଗଞ୍ଜେଇ । କୋରାପୁଟ ଜିଲ୍ଲା ଜୟପୁରରୁ କଦଳୀ ବୋଝେଇ ଗାଡ଼ିରୁ ଜବତ ହୋଇଛି ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ । ବାହାରେ କଦଳୀ ଭିତରେ ଥିଲା ପୁଳାପୁଳା ଗଞ୍ଜେଇ । …

ଗଞ୍ଜେଇ ଚାଲାଣକାରୀଙ୍କ ନୂଆ ଉପାୟ:…

ଭୁବନେଶ୍ୱର: ଅଭିନବ ଉପାୟ ଅପାଣାଉଛନ୍ତି ଗଞ୍ଜେଇ ଚୋରା ଚାଲାଣକାରୀ।  କେତେବେଳେ କଣ୍ଟେନର ତ କେତେ ବେଳେ ବାଉଁଶ ଭିତରେ ଭର୍ତ୍ତି କରି ଆଉ କେତେବେଳ ପଇଡ ବୋଝେଇ ଗାଡିରେ କରୁଛନ୍ତି ଗଞ୍ଜେଇ ଚୋରା ଚାଲାଣ। ଏବେ ପୁଣି ଏକ ନୂଆ ପନ୍ଥା ଅପଣାଇଛନ୍ତି ଗଞ୍ଜେଇ ଚୋରା ଚାଲାଣକାରୀ। କୋରିଅରରେ ଜରିଆରେ ଅନ୍ୟ ଜିନିଷ…

ଚାଲାଣକାରୀଙ୍କ ନୂଆ ଶୈଳୀ: ପଇଡ଼ ବୋଝେଇ…

ଲମତାପୁଟ: ରାଜ୍ୟରେ ଚାଲାଣକାରୀ ମାନେ ଆପଣାଉଛନ୍ତି ଗଞ୍ଜେଇ ଚାଲାଣର ନୂଆ ନୂଆ ଶୈଳୀ। ଆଜି ଏକ ପଇଡ ବୋଝେଇ ଟ୍ରକରୁ ଜବତ ହେଉଛି ଗଞ୍ଜେଇ। ଏହି ପଇଡ଼ ବୋଝେଇ ଟ୍ରକ୍‌ରୁ ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ସାତ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ମାଛକୁଣ୍ଡ ପୋଲିସ ଜବତ…

୧ କ୍ୱିଣ୍ଟାଲ ଗଞ୍ଜେଇ ସହ କାର ଓ ୯୫ ହଜାର…

ନୟାଗଡ଼: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପୁଲିସ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ରାଉତପଡ଼ା ଗ୍ରାମର ଅର୍ଜ୍ଜୁନ କୁମାର ଜେନା ବୋଲି ଜଣାଯାଇଛି । ଅନ୍ୟ ଜଣଙ୍କ ପରିଚୟ ଗୋପନ ରଖାଯାଇଛି । ଚାନ୍ଦପୁର ଥାନା ଅଞ୍ଚଳରେ ଦୀର୍ଘଦିନ…

ଆଲମାରୀ ବୋଝେଇ ଗାଡ଼ିରୁ ୮୦ ଲକ୍ଷ ଟଙ୍କାର…

କୋରାପୁଟ: ପୋଲିସ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ଯେତେପ୍ରକାର ପନ୍ଥା ଆପଣେଇଲେ ମଧ୍ୟ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଛନ୍ତି ଚାଲାଣକାରୀ । ଆଲମାରୀ ବୋଝେଇ ଗାଡ଼ିରୁ ୧୬୦ ପକେଟ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି କୋରାପୁଟ ପୋଲିସ । ପୋଲିସ ଆଖିରେ ଧୁଳି ଦେଇ ଅଭିନବ ଉପାୟରେ…

୩ କୁଇଣ୍ଟାଲ ଗଞ୍ଜେଇ ଜବତ: ୨ ଗିରଫ

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ବ୍ୟାପକ ଗଞ୍ଜେଇ ଜବତ କରିବା ସହ ଦୁଇ ମାଫିଆକୁ ଗିରଫ କରିଛି ପୁଲିସ। ସୁଚନା ଅନୁସାରେ ଶ୍ରିପଲା ନିକଟସ୍ଥ ପଟାକିଲୁ ଗ୍ରାମର ରାସ୍ତା କଡ଼ରେ ଅପରାହ୍ନ ସମୟରେ ଗଞ୍ଜେଇ ଗଛିତ ରଖି ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି ସୁତ୍ରରୁ…