ରାଜଧାନୀ ଉପକଣ୍ଠରୁ ୪୨ କେ.ଜି ଗଞ୍ଜେଇ…
ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଧଉଳି ଥାନା ପୋଲିସ । ଭୁବନେଶ୍ୱରର କେସୁରା ପଟୁ ଦୟା ନଦୀ ବନ୍ଧରେ ଏକ କାରରେ ୩ ଜଣ ଆସୁଥିବାବେଳେ ମାଡ଼ି ବସିଲା ପୋଲିସ । ସେମାନଙ୍କ ପାଖରୁ ପ୍ରାୟ ୪୨ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି ଧଉଳି ଥାନା ପୋଲିସ ।…