ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

gangster-hyder

ପୋଲିସ ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ପରେ…

କେନ୍ଦ୍ରାପଡା : ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ହାଇଦରର ମୃତ୍ୟୁ ପରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ସହରରେ ୧୪୪ ଧାରା ଲାଗୁ କରାଯାଇଛି । ୪ଟି ପଞାୟତ ରେ ମଧ୍ୟ ୧୪୪ ଧାରା ଜାରି କରିଛି ପ୍ରଶାସନ । କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳକୁ ଆଶଙ୍କା କରି…

ରିକ୍ସା ଚାଳକରୁ ଅପରାଧ ଜଗତର ବାଦଶାହା,…

କେନ୍ଦ୍ରାପଡା: ଅପରାଧ ଜଗତର ବାଦଶାହା ବୋଲାଉଥିବା ସେଖ ହାଇଦର ଆଜି ବାଲେଶ୍ଵର ସ୍ଥିତ ସିମୁଳିଆଠାରେ ପରିସ୍ରା ନାଁରେ ପୋଲିସକୁ ଚକମା ଦେଇ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟର କରାଯାଇ ପଣ୍ଡ କରାଯାଇଛି । ହାଇଦର ପେଟରେ ଗୁଳି ବାଜିବାରୁ ସେ ମୃତ୍ୟୁବରଣ କରିଛି । ତେବେ ଗତ ଏପ୍ରିଲ ମାସରେ କଟକ…

ଗାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର

ଭୁବନେଶ୍ୱର: ଗାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର । ପୋଲିସ ଏନକାଉଣ୍ଟର କରିଥିବା ସୂଚନା । ଗାଙ୍ଗଷ୍ଟର ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ପୋଲିସ ନେଉଥିବା ସମୟରେ ଖସି ଯିବାକୁ ଚେଷ୍ଟା କରୁଥିବାରୁ ପୋଲିସ ଏନକାଉଣ୍ଟର କରିଛି । ଏନକାଉଣ୍ଟର ରେ ହାଇଦର ଗୁରୁତର ଆହତ ହୋଇଛି । ହାଇଦରକୁ ଧରିବା ପାଇଁ…

ଫେରାର୍‌ ପାଇଁ ଜାତୀୟ ରାଜପଥକୁ‌…

କଟକ : ଏପ୍ରିଲ  ୧୦ ତାରିଖରେ  କଟକ ବଡମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ହାଇଦରକୁ ଗତକାଲି ତେଲେଙ୍ଗାନାରୁ ଗିରଫ ପରେ ଆଜି ହାଇଦରକୁ ଓଡିଶା ଅଣାଯାଇଛି । ତେଲେଙ୍ଗାନା ପୁଲିସର ସହାୟତାରେ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ହାଇଦରକୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ ।…

ଓଡ଼ିଶା ପୁଲିସର ‘ଅପରେସନ୍‌ ହାଇଦର’ :…

ଭୁବନେଶ୍ୱର : କୁଆଡେ ଗଲା କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର ହାଇଦର ? ସମସ୍ତଙ୍କୁ ଚକମା ଦେଇ କିପରି ମେଡିକାଲରୁ ଚମ୍ପଟ ମାରିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ରାଜ୍ୟ ପୁଲିସର ନିଦ ମଧ୍ୟ ହଜିଯାଇଛି। ହାଇଦରକୁ ଯଥାଶିଘ୍ର ଠାବ କରିବା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ବେଳେ ସମସ୍ତ ଜିଲ୍ଲାର…