୭୯ ବର୍ଷରେ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା:…
ଢେଙ୍କାନାଳ: ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣମୀଠାରୁ ଆରମ୍ଭ ହୋଇ ଥିବା ବେଳେ ଚଳିତ ବର୍ଷ ଏହି ପୂଜା ୭୯ ବର୍ଷରେ ପଦାର୍ପଣ କରିଛି । ଗତ ୨ବର୍ଷ ଧରି କରୋନା ମହାମାରୀ ଯୋଗୁ ପୂଜା ନରାଡମ୍ବରରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମହାସମାରୋହ ସହ ପୂଜା ଅନୁଷ୍ଠିତ ହେବାକୁ ଯାଉଛି ।…