ବିଧାନସଭାରେ ତେଲ ତାତି : ବିରୋଧୀ ଦଳ…
ଭୁବନେଶ୍ବର : ଦେଶରେ ହୁ ହୁ ହୋଇ ତେଲ ଦର ବୃଦ୍ଧି ପାଉଛି। ଲଗାତର ତୈଳ ଦର ବୃଦ୍ଧି କାରଣରୁ ଦେଶରେ ପ୍ରବଳ ଅସନ୍ତୋସ ଦେଖାଦେଇଥିବା ବେଳେ ରାଜ୍ୟ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ତେଲ ଦରକୁ ନେଇ ବିତଣ୍ଡା ଯୁକ୍ତି କରିଛନ୍ତି। ଆଜି ବିଧାନସଭାରେ ଗଣମାଧ୍ୟମ ପ୍ରତିନିଧୀମାନଙ୍କ ତେଲ ଦର ବୃଦ୍ଧି ନେଇ ତାଙ୍କ…