ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା…
ପ୍ୟାରିସ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଜଣେ ଯୁବକ ଚାପୁଡା ମାରିଛନ୍ତି। ରାଷ୍ଟ୍ରପତି ଦକ୍ଷିଣ-ପୂର୍ବ ଫ୍ରାନ୍ସ ଡୋମ୍ କ୍ଷେତ୍ର ଗସ୍ତରେ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥରେ ରାଷ୍ଟ୍ରପତି ସୁରକ୍ଷାକର୍ମୀଙ୍କ ଘେରରେ…