ଆଜିଠୁ ଫିଫା ବିଶ୍ୱକପ୍ ଆରମ୍ଭ;…
ଦୋହା(ଏଜେନ୍ସି): ବିଶ୍ୱ ସର୍ବଶ୍ରେଷ୍ଠ ଫୁଟବଲ ମହାକୂମ୍ଭ ଫିଫା ବିଶ୍ୱକପ୍ ଆଜିଠାରୁ ଆରମ୍ଭ ହେବ। ମଧ୍ୟପ୍ରାଚ୍ୟର କ୍ଷୁଦ୍ର ଦେଶ କତାରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍ର ଏହି ୨୨ତମ ସଂସ୍କରଣ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ବିଭିନ୍ନ ଦୃଷ୍ଟିକୋଣରୁ ଏହି ବିଶ୍ୱକପ୍ ବେଶ୍ ଗୁରୁତ୍ୱ…