ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Flood Water

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି…

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆଜି ସକାଳ ୮ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୬ ଲକ୍ଷ ୪୯ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ନରାଜ ଦେଇ ନିଷ୍କାସିତ ହେଉଛି ୩ ଲକ୍ଷ ୧୬ହଜାର ଜଳ। ଯୋବ୍ରା ବ୍ୟାରେଜ ଦେଇ ୨ଲକ୍ଷ ୭୯ ହଜାର କ୍ୟୁସେକ ଜଳ ନିଷ୍କାସିତ…

ସାଳନ୍ଦୀ ନଦୀରେ ସୃଷ୍ଟି ହେଲା ୨ଟି ଘାଇ,…

ଭଦ୍ରକ: ସାଳନ୍ଦୀ ନଦୀରେ ସୃଷ୍ଟି ହେଲା ଦୁଇଟି ଘାଇ । ତିହିଡି ବ୍ଲକ ଅଧିନସ୍ଥ ତଳ ଗୋପବିନ୍ଧା ପଞ୍ଚାୟତରେ ପଦା ସାହିରେ ସାଳନ୍ଦୀ ନଦୀବନ୍ଧରେ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି । ଦୋମଣୀ ମାହାରା ପାଖରେ ୧୫ ଫୁଟର ଆଉ ଏକ ଘାଇ ସୃଷ୍ଟି ହୋଇଛି । ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଛି…

ମହାନଦୀର ମୁଣ୍ଡଳୀଠାରେ ଚାଲିଛି ସର୍ବାଧିକ…

କଟକ: ମୁଣ୍ଡଳୀରେ ମହାନଦୀ ଜଳସ୍ତର ବୃଦ୍ଧି ପାଇଛି। ବର୍ତ୍ତମାନ ମହାନଦୀ ମୁଣ୍ଡଳୀ ଠାରେ ପିକ୍ ଫ୍ଲୋରେ ବନ୍ୟା ପାଣି ପ୍ରବାହିତ ହେଉଛି। ଏବେ ମୁଣ୍ଡୁଳିରେ ୯.୨୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି । ଅପରାହ୍ନ ୪ଟାରୁ ପିକ୍ ଜଳ ପ୍ରବାହିତ ହେଉଛି । ଆସନ୍ତା ୮ ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ଜଳ…

ରାସ୍ତା ଉପରେ ୧୦ ଫୁଟ୍‌ର ପାଣି :…

ଅନୁଗୁଳ : ଉଛୁଳୁଛି ମହାନଦୀ , ଆଠମଲ୍ଲିକ , ଟିକରପଡାରେ ଜଳସ୍ତର ବିପଦ ସଂକେତ ଟପିଛି । ଅନୁଗୁଳ ଟିକରପଡା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ। ପାଣି ଘେରରେ ରହିଛି ଆଠମଲ୍ଲିକ ବ୍ଲକର କୁଦଗାଁ ବିନକେଇ ଓ ଦେଉଳଝରି ମନ୍ଦିର । ସେହିପରି ଜାମୁଡୋଲି ପଂଚାୟତ କୁ ସଂଯୋଗ କରୁଥିବା ରାସ୍ତାର ଏକ ନାଳ ଉପରେ ପାଞ୍ଚ…

ବନ୍ୟା ପାଣିରେ ଭାସିଗଲା କାର୍‌, ଅଳ୍ପକେ…

ଆଠଗଡ଼: ବନ୍ୟାଜଳରେ ଭାସିଗଲା କାର୍। ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ। ପୁରୁଣାକଟକ-ସମ୍ବଲପୁର ରାସ୍ତା ନିଧିପୁରଗଡ଼ାରେ ଯାଉଥିବା ବେଳେ କାର୍‌ଟି ଭାସିଯାଇଥିଲା। ଦୀର୍ଘ ୪ ଘଣ୍ଟା ପାଣିରେ ଫସିବା ପରେ ବିଳମ୍ବିତ ରାତିରେ ୪ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକ ଓ ଅଗ୍ନିଶମବାହିନୀ। ଆଠଗଡ…