ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Flood Situation

ଶ୍ରୀଲଙ୍କା ପରେ ପାକିସ୍ତାନର ସ୍ଥିତି…

ନୂଆଦିଲ୍ଲୀ: ଶ୍ରୀଲଙ୍କା ପରେ ଦିନକୁ ଦିନ ସଂଘାତିକ ହେବାରେ ଲାଗିଛି ପାକିସ୍ତାନର ସ୍ଥିତି। ବନ୍ୟା, ମୁଦ୍ରାସ୍ଫୀତି ଏବଂ ବିପୁଳ ଋଣ ଭାର ସହ ଯୁଝୁଥିବା ପାକିସ୍ତାନ ଏବେ ଭାରତ ସହିତ ପୁନର୍ବାର ବାଣିଜ୍ୟ କାରବାର ଆରମ୍ଭ ଭାରତ ସହିତ ବାଣିଜ୍ୟ ମାର୍ଗ ପୁଣି ଥରେ ଖୋଲିବାକୁ ପାକିସ୍ତାନ ସଙ୍କେତ ଦେଇଛି।…

ସୁବର୍ଣ୍ଣରେଖାରେ ମାଡି ଆସୁଛି ବଡ଼ ବନ୍ୟା,…

ଭୁବନେଶ୍ବର : ଗୋଟିଏ ପଟେ ମହାନଦୀରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରିବା ପରେ ପଶ୍ଚିମ ଓ ଉପକୂଳ ଓଡ଼ିଶାର ଲୋକ ଆଶ୍ବସ୍ତ ହୋଇଥିବା ବେଳେ ଏବେ ଉତ୍ତର ଓଡ଼ିଶାରେ ଭୟଙ୍କର ବନ୍ୟା ମାଡି ଆସୁଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରରେ ଗଭୀର ଅବପାତଜନିତ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ଉତ୍ତର ଓଡ଼ିଶାର…

ବନ୍ୟା ବିଗାଡ଼ିଲା ପରିବା ଚାଷୀଙ୍କ ଆର୍ଥିକ…

ନୟାଗଡ଼/ଗଣିଆ: ନୟାଗଡ଼ ଜିଲ୍ଲାରେ ଭୟାବହ ବନ୍ୟା ପରିସ୍ଥିତି ଗଣିଆ ବ୍ଲକର ଶହ ଶହ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। ବିଶେଷକରି ପୋଟଳ ଚାଷୀ ଗୁରୁତର ପ୍ରଭାବିତ ହୋଇଛନ୍ତି। ପ୍ରାୟ ୪ଶହ ଏକର ପୋଟଳ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଶହ ଶହ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି।…

ବନ୍ୟାଞ୍ଚଳ ପରିଦର୍ଶନ ପରେ…

ଭୁବନେଶ୍ୱର :  ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି। ଲଘୁଚାପ ବର୍ଷା ପରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଏବେ ରାଜ୍ୟର ୫ ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦିରେ ବହୁ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି।…

ଆକାଶ ମାର୍ଗରୁ ୫ ଜିଲ୍ଲାର ବନ୍ୟା ସ୍ଥିତି…

ଭୁବନେଶ୍ବର : ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି। ଲଘୁଚାପ ବର୍ଷା ପରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଏବେ ରାଜ୍ୟର ୫ ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦିରେ ବହୁ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି।…

ଲୁଣାନଦୀ ବନ୍ଧରେ ଘଳିଆ : ନଦୀକୂଳିଆ…

ଡେରାବିଶ : ମହାନଦୀ ସିଷ୍ଟମରେ ବନ୍ୟାଜଳ ବୃଦ୍ଧିପାଇବା ସହ ଏହି ବନ୍ୟାଜଳ ଶାଖାନଦୀ ଡେରାବିଶ ବ୍ଳକ ଅଧିନସ୍ଥ ଲୁଣା ଓ କରାଣ୍ଡିଆରେ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଅପରାହ୍ନରେ ବ୍ଲକ ଅଧୀନସ୍ଥ ଲୁଣାନଦୀ ବନ୍ଧରେ ଅର୍ତାମୂଳ ଠାରେ ୩ଟି ଘଳିଆ ପଡ଼ିଥିଲା। ନଦୀପାଣି ଏହି ଘଳିଆ ବାଟ ଦେଇ…

ପାଇକା ନଦୀର କାଠକୋଟ ଓ ତେରମାଣପୁରରେ…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିିତି ସଂଗୀନ ହୋଇପଡିଥିବା ଲକ୍ଷ କରାଯାଇଛି। ଗତ କାଲି କୁଜଙ୍ଗ ବ୍ଲକର ସାଇଲୋ ଓ ବଡ ବାଲିକଣିରେ ଦୁଇଗୋଟି ଘାଈ ହୋଇଥିବା ବେଳେ ଆଜି ସକାଳ ୯ଟାରେ ତେରମାଣପୁରରେ ଗୋଟିଏ ଘାଇ ହୋଇଛି । ସେହିପରି ଅପରାହ୍ନରେ ପାଇକା ନଦୀ କାଠକୋଟଠାରେ ଏକ ୫୦ ଫୁଟର ଘାଈ…

କେନ୍ଦ୍ରାପଡା ଜିଲ୍ଲାରେ ଏହି ବ୍ଲକର…

ଭୁବନେଶ୍ବର : ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ଆଡକୁ ଯାଉଛି। ମୁଖ୍ୟତଃ ୧୦ ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ପୁରୀ ଉପକୂଳବର୍ତ୍ତୀ ୫ ଜିଲ୍ଲାରେ ଅଧିକ ଦାଉ ସାଧିଛି ବନ୍ୟା। ଜଗତସିଂହପୁର କୁଜଙ୍ଗରେ ମହାନଦୀ, ଯାଜପୁର ଦଶରଥପୁରରେ କାଣି,…

ବନ୍ୟା ସ୍ଥିତି ନେଇ ଏସଆରସିଙ୍କ…

ଭୁବନେଶ୍ବର : ରାଜ୍ୟରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି । ଏବେ ବି ଅନେକ ଅଞ୍ଚଳରେ ଲୋକମାନେ ଜଳଘେରରେ ରହିଛନ୍ତି । ଏହାରି ଭିତରେ ଏସଆରସି ପ୍ରଦୀପ ଜେନା ରାଜ୍ୟରେ ବନ୍ୟା ସ୍ଥିତି ନେଇ ତାଜା ଅପଡେଟ୍ ଦେଇଛନ୍ତି । ଏସଆରସିଙ୍କ କହିବା ମୁତାବକ ରାଜ୍ୟ ପ୍ରାୟ ୨ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି…

ବଢୁଛି ବନ୍ୟା ବିପଦ : ଖୋଲିଲା ହୀରାକୁଦ…

ସମ୍ବଲପୁର : ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଯେମିତି ଯେମିତି ଜଳସ୍ତର ବଢୁଛି ସେହି ଅନୁପାତରେ ଗେଟ୍ ଖୋଲିବାରେ ଲାଗିଛି। ଆଜି ସକାଳେ ଡ୍ୟାମର ୨୬ଟି ଗେଟ୍‌ ଦେଇ ଜଳନିଷ୍କାସନ କରାଯାଉଥିଲା। କିନ୍ତୁ ଉପରମୁଣ୍ଡରୁ ପ୍ରବଳ ପାଣି ଡ୍ୟାମ ଭିତରକୁ ପ୍ରବେଶ କରୁଥିବା ବେଳେ ଆଗକୁ ଆଉ ଏକ ଲଘୁଚାପ…