ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Flood in mahanadi

କାଲିଠୁ ରାଜ୍ୟରେ ଲଗାତାର ୩ ଦିନ ବର୍ଷା…

ଭୁବନେଶ୍ବର : ରାଜ୍ୟରେ ଲଗାତର ଲଘୁଚାପ ପ୍ରଭାବରେ ରାଜ୍ୟବାସୀ ବନ୍ୟା ଦୁର୍ଦ୍ଦଶା ଭୋଗୁଥିବା ବେଳେ ପୁଣି ଆସିଛୁ ଆଉ ଏକ ଲଘୁଚାପ। ମିଆଁମାର ଉପକୂଳରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନ ଠାରୁ ୪.୫ କିଲୋମିଟରରୁ ୫.୮ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଏହାର…

୪ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ :…

ଭୁବନେଶ୍ବର : ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଆଜି ସକାଳେ ଅବପାତରେ ପରିଣତ ହୋଇଥିବା ବେଳେ ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ। ଆଜି ସଂଧ୍ୟାରେ ଏହା ବାଲେଶ୍ୱର ଏବଂ ସାଗର ଦ୍ୱୀପ ମଧ୍ୟରେ ଗଭୀର ଅବପାତ ଭାବେ ଉପକୂଳ ଅତିକ୍ରମ କରିବାର…

ବନ୍ୟାଞ୍ଚଳ ପରିଦର୍ଶନ ପରେ…

ଭୁବନେଶ୍ୱର :  ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି। ଲଘୁଚାପ ବର୍ଷା ପରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଏବେ ରାଜ୍ୟର ୫ ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦିରେ ବହୁ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି।…

ଆକାଶ ମାର୍ଗରୁ ୫ ଜିଲ୍ଲାର ବନ୍ୟା ସ୍ଥିତି…

ଭୁବନେଶ୍ବର : ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି। ଲଘୁଚାପ ବର୍ଷା ପରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଫଳରେ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଏବେ ରାଜ୍ୟର ୫ ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦିରେ ବହୁ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି।…

ହୀରାକୁଦ ଡ୍ୟାମ୍‌ରେ ବନ୍ଦ ହେଲା ଆଉ ୪…

ଭୁବନେଶ୍ବର/ସମ୍ବଲପୁର :  କମୁଛି ହୀରାକୁଦର ଜଳସ୍ତର। ଗତକାଲି ଠୁ ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ। ଯାହା ଫଳରେ ଉପରମୁଣ୍ଡରୁ ଜଳପ୍ରବେଶ ପୂର୍ବ ତୁଳନାରେ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ଦିନ ୩ଟାରେ ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଜଳଭଣ୍ଡାରରୁ ଏହି ୪ଟି…

ପାଇକା ନଦୀର କାଠକୋଟ ଓ ତେରମାଣପୁରରେ…

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିିତି ସଂଗୀନ ହୋଇପଡିଥିବା ଲକ୍ଷ କରାଯାଇଛି। ଗତ କାଲି କୁଜଙ୍ଗ ବ୍ଲକର ସାଇଲୋ ଓ ବଡ ବାଲିକଣିରେ ଦୁଇଗୋଟି ଘାଈ ହୋଇଥିବା ବେଳେ ଆଜି ସକାଳ ୯ଟାରେ ତେରମାଣପୁରରେ ଗୋଟିଏ ଘାଇ ହୋଇଛି । ସେହିପରି ଅପରାହ୍ନରେ ପାଇକା ନଦୀ କାଠକୋଟଠାରେ ଏକ ୫୦ ଫୁଟର ଘାଈ…

୪ଟି ଜିଲ୍ଲାରେ ପିକ୍ ଫ୍ଲଡ କମିବା ଆରମ୍ଭ…

ଭୁବନେଶ୍ବର : ମୁଣ୍ଡୁଳିରେ କମୁଛି ବନ୍ୟା ଜଳ। ଆଜି ସକାଳେ ୧୨ ଲକ୍ଷ ୧ ହଜାର କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିଲା, ସନ୍ଧ୍ୟା ୭ଟା ବେଳେ ୧୦ ଲକ୍ଷ ୪୯ ହଜାର ଥିଲା ଏବେ ଅର୍ଥାତ ୮.୩୦ରେ ୧୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି। ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଏହା ଆହୁରି କମିି ୯ ଲକ୍ଷ ପର୍ଯ୍ୟନ୍ତ…

କେନ୍ଦ୍ରାପଡା ଜିଲ୍ଲାରେ ଏହି ବ୍ଲକର…

ଭୁବନେଶ୍ବର : ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ଆଡକୁ ଯାଉଛି। ମୁଖ୍ୟତଃ ୧୦ ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ପୁରୀ ଉପକୂଳବର୍ତ୍ତୀ ୫ ଜିଲ୍ଲାରେ ଅଧିକ ଦାଉ ସାଧିଛି ବନ୍ୟା। ଜଗତସିଂହପୁର କୁଜଙ୍ଗରେ ମହାନଦୀ, ଯାଜପୁର ଦଶରଥପୁରରେ କାଣି,…

ବନ୍ୟା ସ୍ଥିତି ନେଇ ଏସଆରସିଙ୍କ…

ଭୁବନେଶ୍ବର : ରାଜ୍ୟରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି । ଏବେ ବି ଅନେକ ଅଞ୍ଚଳରେ ଲୋକମାନେ ଜଳଘେରରେ ରହିଛନ୍ତି । ଏହାରି ଭିତରେ ଏସଆରସି ପ୍ରଦୀପ ଜେନା ରାଜ୍ୟରେ ବନ୍ୟା ସ୍ଥିତି ନେଇ ତାଜା ଅପଡେଟ୍ ଦେଇଛନ୍ତି । ଏସଆରସିଙ୍କ କହିବା ମୁତାବକ ରାଜ୍ୟ ପ୍ରାୟ ୨ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି…

୧୦ ଜିଲ୍ଲାରେ ଗମ୍ଭୀର ହେଉଛି ବନ୍ୟା…

ଭୁବନେଶ୍ବର : ରାଜ୍ୟରେ ବନ୍ୟା ପରିସ୍ଥିତି ବଢ଼ିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ଦ୍ରୁତତାର ସହ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରାଯିବା ସହ ସ୍ଥାନାନ୍ତର କରାଯାଉଛି । ଆସନ୍ତା ଗୁରୁବାର ମଧ୍ୟାହ୍ନ ସୁଦ୍ଧା ବନ୍ୟା ସ୍ଥିତି ଲାଗି ରହିବ । ସମସ୍ତଙ୍କୁ ସେପର୍ୟ୍ୟନ୍ତ ସୁଦ୍ଧା ସତର୍କ ରହିବାର ଆବଶ୍ୟକତା ରହିଛି…