ପ୍ରଥମ ମହିଳା ପ୍ରିମିୟର ଲିଗ୍…
ମୁମ୍ବଇ: ବିସିସିଆଇ ଆନୁକୂଲ୍ୟରେ ୫ଟି ଦଳକୁ ନେଇ ମାର୍ଚ୍ଚ ୪ରୁ ମୁମ୍ବଇରେ ଚାଲିଥିବା ପ୍ରଥମ ମହିଳା ପ୍ରିମିୟର ଲିଗ୍ କ୍ରିକେଟ ଆଜି ଶେଷ ହୋଇଛି। ବ୍ରାବର୍ଣ୍ଣ ଷ୍ଟାଡିୟମ୍ରେ ରବିବାର ଅନୁଷ୍ଠିତ ଫାଇନାଲରେ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି। ଏହି ମ୍ୟାଚ୍ରେ…