ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

FIH Hockey World Cup 2023

ହକି ବିଶ୍ୱକପ୍ ଆୟୋଜନ ପାଇଁ…

ଭୁବନେଶ୍ବର: ହକି ବିଶ୍ବକପ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ସାଉଥ ସୁପରଷ୍ଟାର କମଲ ହାସନ । FIH ପୁରସ୍କାର ପାଇଁ ୫ଟି ସଚିବଙ୍କୁ କମଲ ହାସନ ପ୍ରଶଂସା କରିଛନ୍ତି । କ୍ରମାଗତ ଭାବେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛୁଛନ୍ତି ଓଡ଼ିଶାବାସୀ । ସଫଳ ନେତୃତ୍ବଙ୍କୁ…

ହକି ବିଶ୍ବକପ୍‌ ୨୦୨୩ : ବେଲଜିୟମ୍‌କୁ…

ଭୁବନେଶ୍ବର : ବିଶ୍ବ ଚାମ୍ପିଅନ୍‌ ହେଲା ଜର୍ମାନି। ଓଡ଼ିଶାରେ ଖେଳାଯାଉଥିବା ୨୦୨୩ ହକି ପୁରୁଷ ବିଶ୍ବକପ୍‌ରେ ୨୦୧୮ ଚାମ୍ପିଅନ୍‌  ବେଲଜିୟମ୍‌କୁ ସୁଟ୍‌ଆଉଟ୍‌ରେ ପରାସ୍ତ କରି ବିଶ୍ବ ଚାମ୍ପିଅନ୍‌ ହୋଇଛି ଜର୍ମାନି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ବେଲଜିୟମ୍‌ ଓ ଜର୍ମାନି…

ହକି ବିଶ୍ବକପ୍‌ ୨୦୨୩ : ସୁଟ ଆଉଟରେ…

ଭୁବନେଶ୍ବର : ହକି ବିଶ୍ବକପ୍‌ ୨୦୨୩ରେ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଜର୍ମାନି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା କ୍ବାଟର ଫାଇନାଲ ମ୍ୟାଚରେ ଜର୍ମାନି ପେନାଲ୍ଟି ଶୁଟ ଆଉଟ୍ ରେ ୪-୩ ଗୋଲରେ ଇଂଲଣ୍ଡକୁ ହରାଇ ସେମି ଫାଇନାଲରେ ନିଜ ଜାଗା ପକ୍କା କରିଛି।ଆଜି ଖେଳାଯାଉଥିବା ହକି…

ପୁରୁଷ ହକି ବିଶ୍ବକପ୍‌-୨୦୨୩:…

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ବେଲଜିୟମ ୨ୟ ଦଳ ଭାବେ ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜି ବେଲଜିୟମ ୨-୦ ଗୋଲ୍‌ରେ ନ୍ୟୁଜିଲାଣ୍ତକୁ ପରାସ୍ତ କରି ୨ୟ ଦଳ ଭାବେ ସେମି ଫାଇନାଲକୁ ପ୍ରବେଶ କରିଛି। ବେଲଜିୟମ୍‌ ଆସନ୍ତା ୨୭ ତାରିଖରେ ସେମିଫାଇନାଲ…

ହକି ବିଶ୍ବକପ ୨୦୨୩: ଆଜିଠୁ କ୍ବାର୍ଟର…

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ୍‌‌ର ପ୍ରଥମ ପର୍ଯ୍ୟାୟ ନକ୍‌‌ଆଉଟ ମୁକାବିଲା ବା କ୍ରସ୍‌‌ଓଭର ଖେଳ ଶେଷ ହୋଇଛି। ଏଥିସହ ନକ୍‌‌ଆଉଟର ଦ୍ୱିତୀୟ ପର୍ଯ୍ୟାୟ ବା କ୍ୱାର୍ଟର ଫାଇନାଲରେ କିଏ କାହା ସହ ଖେଳିବେ ତାହା ସ୍ଥିର ହୋଇଯାଇଛି। ଆଜି କଳିଙ୍ଗ ଷ୍ଟାଡିୟମ୍‌‌ରେ…

ହକି ବିଶ୍ବକପ ୨୦୨୩: କ୍ରସଓଭର ମ୍ୟାଚରେ…

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ମାଲେସିଆ ଓ ସ୍ପେନ୍‌ ମଧ୍ୟରେ ରବିବାର ହକି ବିଶ୍ବକପ୍‌ରେ କ୍ରସ୍‌ ଓଭର ମ୍ୟାଚ୍‌ ଖେଳାଯାଇଥିଲା। ମାଲେସିଆ ଓ ସ୍ପେନ୍‌ ମଧ୍ଯରେ ଏକ ରୋମାଞ୍ଚକର ମ୍ଯାଚ ଦେଖିବାକୁ ମିଳିଥିଲା।  ସୁଟ୍‌ଆଉଟ୍‌ରେ ମାଲେସିଆକୁ ସ୍ପେନ୍‌ ପରାସ୍ତ କରିବା ସହ ପ୍ରଥମ ଟିମ୍‌ ଭାବେ…

ଆଜି ସୁପରସଣ୍ଡେର ହାଇଭୋଲଟେଜ ମ୍ୟାଚ୍‌ :…

ଭୁବନେଶ୍ୱର : ପ୍ଲେ ମେକର ହାର୍ଦ୍ଦିକ ସିଂ ଆହତ ଯୋଗୁ ଦଳରୁ ବାଦ୍‌‌। ପେନାଲ୍ଟି କର୍ଣ୍ଣରରୁ ଗୋଲ କରିବାରେ ଭାରତୀୟ ଖେଳାଳିଙ୍କ ଅସାମର୍ଥ୍ୟତା। ୱେଲ୍ସଠାରୁ ଶେଷ ଲିଗ୍‌‌ ମ୍ୟାଚ୍‌‌ରେ ଦୁଇଟି ଗୋଲ ବରଣ କରିବା ପରେ ରକ୍ଷଣଭାଗର ଦୁର୍ବଳତା ମଧ୍ୟରେ ଭାରତ କଳିଙ୍ଗ ଷ୍ଟାଡିୟମ୍‌‌ରେ ରବିବାର ନ୍ୟୁଜିଲାଣ୍ଡ ସହ…

ହକି ବିଶ୍ୱକପରେ ଆଜିଠୁ କ୍ରସ ଓଭର…

ଭୁବନେଶ୍ୱର: ଏଫ୍‌‌ଆଇଏଚ୍‌‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌‌ରେ ଆଜିଠୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ୍ । ବିଶ୍ୱକପ୍‌‌ର ପୁଲ ପର୍ଯ୍ୟାୟ ମ୍ୟାଚ୍‌‌ ଶେଷ ହୋଇଯାଇଛି। ୪ଟି ଟିମ୍ କ୍ୱାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କ୍ରସ ଓଭରରୁ ଅବଶିଷ୍ଟ ୪ଟି ଦଳ କ୍ୱାର୍ଟରକୁ ଉନ୍ନୀତ ହେବେ । ତେବେ ଆଜି ଭାରତ…

ସରିଲା ହକି ବିଶ୍ବକପ୍‌ର ପୁଲ୍‌ ପର୍ଯ୍ୟାୟ…

ଭୁବନେଶ୍ବର : ଚଳିତ ପୁରୁଷ ହକି ବିଶ୍ୱକପ୍‌‌ ୧୫ତମ ସଂସ୍କରଣର ପୁଲ୍‌ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ହୋଇଛି। ଆଜି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶେଷ ୪ଟି ପୁଲ୍‌ ପର୍ଯ୍ୟାୟ ମ୍ୟାଚ ଖେଳାଯାଇଥିଲା। ଆଜିର ୪ଟି ମ୍ୟାଚ ପରେ ୪ଟି ଦଳ ଚଳିତ ବିଶ୍ବକପ୍‌ରେ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ…

ହକି ବିଶ୍ବକପ୍‌ ୨୦୨୩ : ୭-୨ ଗୋଲ୍‌ରେ…

ରାଉରକେଲା : ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଶେଷ ପୁଲ୍‌ ମ୍ୟାଚ୍‌ରେ କୋରିଆ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଜର୍ମାନୀ। ଆଜିର ମ୍ୟାଚରେ ପ୍ରଥମରୁ ଜର୍ମାନୀ କୋରିଆ ବିପକ୍ଷରେ ଆଟାକିଂ ଖେଳ ପଦର୍ଶନ କରିବା ସହ ୭-୨ ଗୋଲ୍‌ରେ ବିଜୟୀ ହୋଇଛି। ୱେଲେନ୍‌ ନିକଲାସ ଜର୍ମାନି…