ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

FIFA World Cup 2022

ଫିଫା ବିଶ୍ବକପ୍‌ ଫାଇନାଲ୍‌ : ଟାଇଟଲ…

ଦୋହା : ୧୯୭୮ ଓ ୧୯୮୬ରେ ଚାମ୍ପିଅନ ହୋଇଥିବା ଆର୍ଜେଣ୍ଟିନା, ୧୯୯୮ ଓ ୨୦୧୮ରେ ଟାଇଟଲ ଜିତିଥିବା ଫ୍ରାନ୍ସ ମଧ୍ୟରେ ଏଠାରେ ୨୦୨୨ ଫିଫା ବିଶ୍ୱକପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯିବ। ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଓ ହୁଗ ଲୋରିସ୍‍ଙ୍କ ନେତୃତ୍ୱରେ ଫ୍ରାନ୍ସ ଯଦି ଏଠାରେ ଟାଇଟଲ…

ଆଜି ଫିଫା ବିଶ୍ୱକପ୍‍ର ଗ୍ରାଣ୍ଡ୍‌…

ଦୋହା: କତାରରେ ଚାଲିଥିବା ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଅନ୍ତିମ ସୋପାନରେ ପହଞ୍ଚିଛି। ଆଜି ସ୍ଥାନୀୟ ଲୁସେଲ ଷ୍ଟାଡିୟମରେ ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଓ ପୂର୍ବତନ ଚାମ୍ପିଅନ ଆର୍ଜେଣ୍ଟିନା ମୁହାଁମୁହିଁ ହେବେ। ଟାଇଟଲ ପାଇଁ ଲାଟିନ ଆମେରିକା ଓ ୟୁରୋପର ଦୁଇ ଫୁଟବଲ…

ଫିଫା ବିଶ୍ୱକପ ୨୦୨୨: ଏଥର ପୁରସ୍କାର…

ଦୋହା : କତାରରେ ଚାଲିଥିବା ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଅନ୍ତିମ ସୋପାନରେ ପହଞ୍ଚିଛି। ରବିବାର ଆର୍ଜେଣ୍ଟିନା ଓ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପାଖାପାଖି ଗୋଟିଏ ମାସ ଧରି ଚାଲିଥିବା ଏହି ବିଶ୍ୱକପ୍‍ରେ ୫ଟି କନ୍‍ଫେଡେରେସନର ୩୨ଟି ଦଳ ଅଂଶଗ୍ରହଣ…

ଆଜିଠୁ ଫିଫା ବିଶ୍ୱକପ୍‍ ସେମିଫାଇନାଲ :…

ଆଲ୍‍ ଖୋର୍‍, ଦୋହା : ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ନେମାରଙ୍କର ଫିଫା ବିଶ୍ୱକପ୍‍ ଜିତିବା ଆଶା ଧୂଳିସାତ କରିଛି କ୍ରୋଏସିଆ। କ୍ୱାର୍ଟର ଫାଇନାଲରେ ଏହି ୨୦୧୮ ରନର୍ସ ଅପ୍‍ ବ୍ରାଜିଲକୁ ୪-୨ ପେନାଲ୍ଟି ସୁଟ୍‍ଆଉଟରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯିବାକୁ ଥିବା ପ୍ରଥମ…

ଫିଫା ବିଶ୍ୱକପ୍‍: ଇତିହାସ ରଚିଲା…

କତାର: ଫିଫା ବିଶ୍ୱପକରେ ଇତିହାସ ରଚିଲା ମୋରୋକ୍କୋ । ପର୍ତ୍ତୁଗାଲକୁ ହରାଇ ଐତିହାସିକ ବିଜୟ ହାସଲ କରିଛି ମୋରୋକ୍କୋ । ରୋମାଞ୍ଚକ ମ୍ୟାଚରେ ପର୍ତ୍ତୁଗାଲକୁ ୧-୦ ଗୋଲରେ ହରାଇ ଫିଫା ବିଶ୍ୱକପର ଇତିହାସରେ ପ୍ରଥମ ଆଫ୍ରିକୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ମୋରୋକ୍କୋ । ସେପଟେ ପର୍ତ୍ତୁଗାଲ…

ଫିଫା ବିଶ୍ୱକପ୍: ସେମିଫାଇନାଲ୍‌ରେ…

ଦୋହା: ଚଳିତ ବିଶ୍ୱକପ୍‌ରେ କ୍ରୋଏସିଆ ଓ ଆର୍ଜେଣ୍ଟିନା ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଉଭୟ ଦଳ ଶୁକ୍ରବାର ପେନାଲ୍ଟି ବଳରେ ବିଜୟ ହାସଲ କରିଥିଲେ । କ୍ରୋଏସିଆ ୪-୨ (୧-୧) ପେନାଲ୍ଟି ଗୋଲ୍‌ରେ ୫ଥର ବିଶ୍ୱକପ୍‌ ଚାମ୍ପିଅନ୍‌ ବ୍ରାଜିଲ୍‌କୁ ବିଦା କରିଥିଲା । ସେହିପରି ଆର୍ଜେଣ୍ଟିନା ୪-୩(୨-୨)…

ଫିଫା ବିଶ୍ୱକପରେ ବଡ଼ ବିପର୍ଯ୍ୟୟ :…

ଦୋହା : କତାରରେ ଚାଲିଥିବା ଫିଫା ବିଶ୍ୱକପ ୨୦୨୨ର ୩ୟ ଦିନରେ ଦେଖିବାକୁ ମିଳିଛି ବଡ ବିପର୍ଯ୍ୟୟ। ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳି ଲିଏନେଲ ମେସିଙ୍କ ନେତୃତ୍ବାଧିନ ଆର୍ଜେଣ୍ଟିନାକୁ ପରାସ୍ତ କରିଛି ସାଉଦିଆରବ। ଆଜି ଲୁସେଲ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ ସି ମୁକାବିଲାରେ ସାଉଦିଆରବ ଆର୍ଜେଣ୍ଟିନାକୁ…