ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Family Violence

ପାରିବାରିକ କଳହକୁ କେନ୍ଦ୍ର କରି…

ଜଳେଶ୍ୱର: ସ୍ତ୍ରୀକୁ ଅତି ନିର୍ମମ ଭାବେ ହାଣିଲା ନୃଶଂସ ସ୍ୱାମୀ । ପାରିବାରିକ କଳହର କରୁଣ ପରିଣତି। ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁବରଣ କରିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣକ ହେଉଛନ୍ତି ଲିଲି ଦଣ୍ଡପାଟ । ଅଭିଯୁକ୍ତ…

ପାରିବାରିକ କଳହର କରୁଣା ପରିଣତି,…

ଭଦ୍ରକ: ଉଗ୍ର ହେଲା ପାରିବାରିକ କଳହ । ସ୍ତ୍ରୀକୁ କଟୁରିରେ ହାଣି ମାରିବା ପରେ ନିଜେ ଗଛରେ ଝୁଲି ପଡିଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ମୌଲାନା ସାହି ଠାରେ । ଗତ କାଲି ରାତିରେ ପାରିବାରିକ କଳହ ଯୋଗୁ ଭାସ୍କର ସାମଲ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ସସ୍ମିତାକୁ…

ପାରିବାରିକ କଳହର କରୁଣ ପରିଣତି; ମଦ୍ୟପ…

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଅଧୀନ କାୟାଲମ୍ବା ଗାଁ କ୍ରାଣ୍ଡିବାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି I ଜଣେ ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ୍ୟୁବରଣ କରିଛି I ମୃତକ ଜଣକ ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହା ଗାଁର ମିନତୀ କହଁର…

ଦମ୍ପତିଙ୍କ ମଧ୍ୟରେ ବୁଝାମଣାର ଅଭାବରୁ…

ଭୁବନେଶ୍ୱର: ରାଜଧାନୀରେ ପାରିବାରିକ କଳହ ଉତ୍କଟ ରୂପ ନେଲାଣି। ଛୋଟ ଛୋଟ କଥାକୁ କେନ୍ଦ୍ରକରି ହାତଧରି ବିବାହ କରିଥିବା ପତ୍ନୀର ଜୀବନ ନେଉଛି ସ୍ୱାମୀ। କେବଳ ପତ୍ନୀ ନୁହେଁ ଛୋଟ ଶିଶୁ ଏବଂ ତାଙ୍କ ସମ୍ପର୍କୀୟଙ୍କ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। ଗତ କିଛି ବର୍ଷ ହେବ ରାଜଧାନୀରେ ଏଭଳି ଘଟଣା…