ଜୋଇଁ ହତ୍ୟାକାରୀ ଶ୍ୱଶୁର, ଡାକ୍ତରଖାନାରୁ…
ବାରିପଦା : ସ୍ଥାନୀୟ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ବାରିପଦା ମଣ୍ଡଳକାରାଗାରର ଜଣେ ବିଚାରାଧୀନ ବନ୍ଦୀ ଫେରାର ଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲେ ହେଁ ରିପୋର୍ଟ…