ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Entertainment

ପୁଣି ଚର୍ଚ୍ଚାରେ କିଆରା…

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କ ଇଦ୍‌ ପାର୍ଟିରେ ବଲିଉଡ୍‌ର ବହୁ ନାମୀଦାମୀ ହସ୍ତୀ ଯୋଗ ଦେଇଥିଲେ। ଇଦ୍‌ ପାର୍ଟିର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା। କାରଣ ନିକଟରେ ଉଭୟଙ୍କର ବ୍ରେକ୍‌ଅପ୍‌ ଖବର ସୋସିଆଲ ମିଡିଆରେ…

ଖୁବଶୀଘ୍ର ନୂଆ ଅନ୍ଦାଜରେ ବଡ଼ ପରଦାକୁ…

ମୁମ୍ବାଇ: ପୁଣିଥରେ ସିଲଭର ସ୍କ୍ରିନକୁ ଫେରୁଛି ଶକ୍ତିମାନ । ପାପ ଉପରେ ପୁଣି ଥରେ ହେବ ସତ୍ୟର ବିଜୟ । ୯୦ ଦଶକରେ ସମସ୍ତଙ୍କ ପ୍ରଥମ ପସନ୍ଦ ସାଜିଥିବା ସୁପର ହିରୋ ଶକ୍ତିମାନ ନୂଆ ଅନ୍ଦାଜରେ ଆସିବ ବଡ଼ ପରଦାକୁ । ପୁଣି ଆକାଶରେ ଉଡି ସମସ୍ୟାରେ ପଡିଥିବା ଲୋକଙ୍କୁ ଉଦ୍ଧାର କରିବେ ଶକ୍ତିମାନ । ଶକ୍ତିମାନ…

ବିବାଦରେ ସନ୍ନି ଲିଓନିଙ୍କ ନୂଆ ଆଲବମ…

ନୂଆଦିଲ୍ଲୀ: ବିବାଦରେ ବଲିଉଡ୍ ଅଭିନେତ୍ରୀ ତଥା ଫ୍ୟାଶନ କୁଇନ୍‌ ସନ୍ନି ଲିଓନ । ବିବାଦ ଘେରକୁ ଆସିଛି ତାଙ୍କର ଏକ ଆଲବମ ଭିଡିଓ ଯାହା କି ସଦ୍ୟ ରିଲିଜ୍‌ ହୋଇଛି । ତାଙ୍କ ନୂଆ ଆଲବମ୍ ’ମଧୁବନ ମେ ରାଧିକା ନାଚେ’ ଗୀତକୁ ନେଇ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ସନ୍ନି । ଭିଡିଓ ଆଲ୍‌ବମ୍‌ରେ ଥିବା ଏହି ଗୀତରେ…

ଚଳିତବର୍ଷ ଗୁଗଲରେ ଅଧିକ ସର୍ଚ୍ଚ…

୨୦୨୧ ବର୍ଷ ମେଲାଣି ନେବାକୁ ବସିଲାଣି । ଲୋକେ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହେଲେଣି । ନିକଟରେ ଗୁଗଲ୍ ପକ୍ଷରୁ 'ଇୟର୍ ଇନ୍ ସର୍ଚ୍ଚ' ତାଲିକା ଜାରି କରାଯାଇଛି । ଚଳିତବର୍ଷ ଭାରତୀୟମାନେ ଶାହାରୁଖ୍ ଖାନ୍‌ଙ୍କ ପୁଅ ଆର୍ୟନ୍ ଖାନ୍ ଓ ବିଗ୍‌ବସ୍‌-୧୩ର ଚର୍ଚ୍ଚିତ ପ୍ରତିଯୋଗୀ ଶେହନାଜ୍…

ଓଃ ମାଇ ଗଡ- ୨ ଫିଲ୍ମର ଫାର୍ଷ୍ଟ ଲୁକ୍…

ମୁମ୍ବାଇ: ଓଃ ମାଇ ଗଡ- ୨ ଫିଲ୍ମର ଆଜି ଫାର୍ଷ୍ଟ ଲୁକ୍ ଜାରି ହୋଇଛି । ଫିଲ୍ମର ହିରୋ ଅକ୍ଷୟ କୁମାର ଏ ସମ୍ପର୍କରେ ଆଜି ଟ୍ବିଟ କରି ସୂଚନା ଦେଇଛନ୍ତି । ଏଥିରେ ଅକ୍ଷୟଙ୍କୁ ଭଗବାନ ଶିବଙ୍କ ରୂପରେ ଦେଖିବାକୁ ମିଳିଛି । ପୋଷ୍ଟର ଶେୟାର କରିବା ସହ କ୍ୟାପ୍ସନ ଲେଖିଥିଲେ ଯେ, କର୍ତା କରେ ନ କର ସକେ ଶିବ କରେ…

କିଙ୍ଗ୍ ଖାନ୍ ଶାହାରୁଖ୍ ଙ୍କ ବିଜ୍ଞାପନକୁ…

ବଲିଉଡ୍‌ରେ କରୋନା ମହାମାରୀ ପରେ ସବୁକିଛି ବଦଳି ଯାଇଛି। ଏବେ ସିନେମା ଆଉ ସିନେମାହଲ୍ ଭିତରେ ସୀମିତ ହୋଇ ରହିନାହିଁ । ବଲିଉଡ୍‌ର ବଡ କଳାକାରଙ୍କଠାରୁ ଆରମ୍ଭ କରି ଛୋଟ କଳାକାର ପର୍ଯ୍ୟନ୍ତ ସମସ୍ତେ ଓଟିଟି ପ୍ଲାଟଫର୍ମରେ ନିଜ ଭାଗ୍ୟ ପରଖୁଛନ୍ତି । ଏ ମାମଲାରେ ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହାରୁଖ୍ ଅବଶ୍ୟ…

ହ୍ୱାଟ୍ସଆପ୍ ଆଣିଲା ‘ମନି…

ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ପ୍ରତ୍ୟେକ ଉତ୍ସବରେ ବିଭିନ୍ନ ଷ୍ଟିକର ପ୍ୟାକ୍ସ ଆଣିଥାଏ । ତେବେ ସବୁଥର ଭଳି ଏଥର ମଧ୍ୟ ମେସେଜିଂ ଆପ ହ୍ୱାଟ୍ସଆପ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଡିଭାଇସ ପାଇଁ ‘ଷ୍ଟିକର ହିଷ୍ଟ’ ଷ୍ଟିକର ମାର୍କେଟକୁ ଛାଡିଛି । ଏହା ନେଟଫ୍ଲିକ୍ସର ସୁପରହିଟ୍ ସିରିଜ ‘ମନି ହିଷ୍ଟ’ର…

ବଲିଉଡ୍‌ ଅଭିନେତା ଭିକି କୌଶଲ ଓ…

ସୋସିଆଲ ମିଡିଆରେ ଏବେ ବଲିଉଡ୍‌ ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ନିର୍ବନ୍ଧ ପର୍ବ ଖବର ବେଶ୍‌ ଭାଇରାଲ୍ ହେଉଛି। କ୍ୟାଟ୍‌ ଓ ଭିକିଙ୍କ ଗଣମାଧ୍ୟମ ଅଗୋଚରରେ ନିର୍ବନ୍ଧପର୍ବ ଅନୁଷ୍ଠିତ ହୋଇଛି। କେବଳ ସେମାନଙ୍କ ବିବାହ ସମ୍ପର୍କରେ ଔପଚାରିକ ଘୋଷଣା କରିବା ବାକି ଅଛି ବୋଲି ଏବେ…

ମାଲାୟାଲାମ ଫିଲ୍ମ ‘ହେଲେନ୍’ର…

ମାଲୟାଲମ ଫିଲ୍ମ ‘ହେଲେନ୍’ର ହିନ୍ଦୀ ରିମେକ୍‌ରେ ନଜ ଆସିବେ ଅଭିନେତ୍ରୀ ଜାହ୍ନବୀ କପୁର । ହିନ୍ଦୀରେ ଏହି ଫିଲ୍ମର ନାମ ‘ମିଲି’ ରଖାଯାଇଛି । ଜାହ୍ନବୀ ଇତିମଧ୍ୟରେ ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅଗଷ୍ଟ ୪ରୁ ସେ ‘ମିଲି’ର ସୁଟିଂ ଆରମ୍ଭ କରିଛନ୍ତି। ଏହି ଫିଲ୍ମଟିର…

ଫିଲ୍ମ ‘ବେଲ୍‌ବଟମ୍‌’ରେ ଚର୍ଚ୍ଚାରେ ଲାରା…

ନିକଟରେ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବେଲ୍‌ବଟମ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମର ଲିଡ୍‌ ରୋଲ୍‌ରେ ଅକ୍ଷୟଙ୍କ ସହିତ ଲାରା ଦତ୍ତ, ବାଣୀ କପୁର, ହ୍ୟୁମା କ୍ୟୁରେଶୀଙ୍କ ପରି ପ୍ରତିଭାବନ୍‌ କଳାକାର ନଜର ଆସିବେ। ଟ୍ରେଲର୍‌ରେ କଳାକାରମାନଙ୍କ ଜବରଦସ୍ତ ଅଭିନୟ, ସଙ୍ଗୀତ ଓ ସଂଳାପ…