ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Encounter

ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ…

ମୁମ୍ବାଇ: ମୁମ୍ବାଇ ପୁଲିସର ପୂର୍ବତନ ଏନକାଉଣ୍ଟର ଷ୍ପେସାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ବମ୍ବେ ହାଇକୋର୍ଟ ମଙ୍ଗଳବାର ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଚାକିରି ଜୀବନକାଳରେ ପ୍ରଦୀପ ୧୧୨ଜଣ ଗ୍ୟାଙ୍ଗଷ୍ଟରଙ୍କୁ ଏନକାଉଣ୍ଟରରେ ନିପାତ କରିଥିବା କୁହାଯାଉଛି। ୨୦୦୬ରେ ଏକ ମିଥ୍ୟା ଏନକାଉଣ୍ଟରରେ ଛୋଟା ରାଜନ…

ଛତିଶଗଡ଼ ବିଜାପୁରରେ ଏନ୍‌କାଉଣ୍ଟର: ୪…

ମାଲକାନଗିରି: ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଥିବା ଜଣାଯାଇଛି। ଜାଂଗଲା ଥାନା ଅନ୍ତର୍ଗତ ଛୋଟେ ତୁଙ୍ଗାଲି ଜଂଗଲରେ ଯବାନଙ୍କ ଗୁଳିରେ ୪ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ମାଓବାଦୀମାନଙ୍କ ଶବ ଉଦ୍ଧାର କରାଯାଇଛି। ଏହାଛଡ଼ା ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ…

ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି…

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଏନକାଣ୍ଟର। ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି। ବୁର୍କାଲଙ୍କା ଜଙ୍ଗଲରେ ମାଓବାଦୀ ମାନେ ଏକ କ୍ୟାମ୍ପା କରି ରହିଥିବା ନେଇ ପୁଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା।…

ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁକୁ…

ପୁରୀ: ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବାରିକ ଓରଫ (ସନ୍ତୁ)କୁ ଏନକାଉଣ୍ଟର କରିଛି ପୁଲିସ । ଗିରଳ ଜଙ୍ଗଲରେ ଲୁଚିଥିଲା ଅପରାଧୀ ସନ୍ତୁ ବାରିକ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୁରୀ ପୁଲିସ । ଏହି ସମୟରେ ଖସିବାକୁ ଉଦ୍ୟମ କରିଥିଲା ସନ୍ତୁ। ପରେ ପୁଲିସ ସହ ଗୁଳି ବିନିମୟ ବେଳେ ଅପରାଧୀ…

ଆତଙ୍କୀ ହମଲାରେ ସେନା ଅଧିକାରୀ ଓ ଜଣେ…

ନୂଆଦିଲ୍ଲୀ: ବୁଧବାର ଜାମ୍ମୁ କାଶ୍ମୀରର ରଜୌରୀରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଆତଙ୍କୀ ହମଲାରେ ଦୁଇ ଜଣ ସେନାଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ସେନା ଅଧିକାରୀ ଥିବା ସୂଚନା। ମୃତ ଅଧିକାରୀ 63 ରାଷ୍ଟ୍ରିୟ ରାଇଫଲର ଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଜମ୍ମୁ-କଶ୍ମୀର…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୩…

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁଲଗାମ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଗୁଳିବିନିୟମରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ୩ ଆତଙ୍କବାଦୀ ଲସ୍କର-ଏ-ତୈୟବା ସହ ଜଡିତ ବୋଲି ଜଣାପଡିଛି। ଅନ୍ୟ…

ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର:…

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ରିଆସି ଜିଲ୍ଲାରେ ଆଜି ବଡ଼ଧରଣର ଏନକାଉଣ୍ଟର ହୋଇଛି। ସର୍ଚ୍ଚ ଅପରେସନସମୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କୀ ନିହତ ହୋଇଛି। ସେହିପରି ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଏନକାଉଣ୍ଟର ସ୍ଥଳରୁ ଏୟାରଲିଫ୍ଟ କରି ସେନା ହସ୍ପିଟାଲକୁ ସ୍ଥାନାନ୍ତର…

ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ପିନୁ…

ଭୁବନେଶ୍ବର: ପୁରୀରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ବରାଳକୁ ଏନକାଉଣ୍ଟର । ଲୋକନାଥ ରୋଡ ଶଙ୍ଖେଶ୍ବର ଜଙ୍ଗଲରେ ଏନକାଉଣ୍ଟର । ଅଭିଯୁକ୍ତ ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ମେଡିକାଲରେ ଦୁର୍ଦ୍ଦାନ୍ତ ଅପରାଧୀକୁ  ଭର୍ତ୍ତି କରାଯାାଇଛି । ଅଭିଯୁକ୍ତଠୁ ଗୋଟିଏ ପିସ୍ତଲ,୨ ରାଉଣ୍ଡ…

ଏନ୍‌କାଉଣ୍ଟରରେ ୨ ପାକିସ୍ତାନୀ…

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଞ୍ଚର ବାଲାକୋଟେ ଗ୍ରାମ ନିକଟସ୍ଥ ଏଲଓ୍ସିରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସେନା ନିପାତ କରିଛି। ପ୍ରତିରକ୍ଷା ବିଭାଗର ପିଆରଓ ଏହି ସୂଚନା ଦେଇଛନ୍ତି। ଏଲ୍ଓସିରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ସୂଚନା ମିଳିବା ପରେ ସେନା ତଲାସୀ ଅଭିଯାନ…

କୁଲଗାମରେ ଆତଙ୍କବାଦୀ ଓ ସୁରକ୍ଷା…

ଜମ୍ମୁ କଶ୍ମୀର: ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି।ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ,…