ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Employment

ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ…

ନୂଆଦିଲ୍ଲୀ: ରେଲୱେରେ ଚାକିରି ସୁଯୋଗ । ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ ରହିଛି । ଆଇଆରସିଟିସି, ନର୍ଥ ଜୋନ୍ ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । କମ୍ପ୍ୟୁଟର ଅପରେଟର ଓ ଆସିଷ୍ଟାଣ୍ଟ ଅପ୍ରେଣ୍ଟିସ୍ ପଦ ପାଇଁ ଆବେଦନ କରିପାରିବେ ।…

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୮୦୪…

ଭୁବନେଶ୍ବର: ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ…

ଆଜି ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତ…

ଭୁବନେଶ୍ୱର: ଶିକ୍ଷା ରୂପାନ୍ତରଣ ପ୍ରକ୍ରିୟାରେ ସରକାର ଆଉ ଏକ ପାଦ ଆଗକୁ ବଢ଼଼ାଇଛନ୍ତି। ଗୁଣାତ୍ମକ ଶିକ୍ଷାକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଥିବା ବେଳେ ଆସନ୍ତାକାଲି ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ। ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ…

ପ୍ରଡକ୍ଟ ଡିଜାଇନରେ କ୍ଯାରିଅର କରିବାକୁ…

ଦୈନନ୍ଦିନ ଜୀବନରେ ଆମେ ବିଭିନ୍ନ ସାମଗ୍ରୀ ବ୍ୟବହାର କରିଥା’ନ୍ତି। ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଯେକୌଣସି ସାମଗ୍ରୀକୁ ପ୍ରସ୍ତୁତ କରିବାରେ ପ୍ରଡକ୍ଟ ଡିଜାଇନର୍‌ଙ୍କ ସବୁଠୁ ବଡ଼ ଭୂମିକା ରହିଥାଏ । ଏପରିକି ଏମାନଙ୍କୁ ବୈଦ୍ୟୁତିକ ସାମଗ୍ରୀ, ଖେଳନା, ପ୍ଲାଷ୍ଟିକ୍‌ ସାମଗ୍ରୀ, ଶିକ୍ଷାଉପକରଣ ଆଦି ବିଭିନ୍ନ…

ରାଜସ୍ୱ ବିଭାଗରେ ସୃଷ୍ଟିହେଲା ୧୯୮ଟି…

ଭୁବନେଶ୍ୱର: ରାଜ୍ୟରେ ଲଘୁ ଖଣିଜ ସମ୍ବଦ୍ଧୀୟ ବ୍ୟାପାରର ସୁପରିଚାଳନା ପାଇଁ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଆବଶ୍ୟକତା ଅନୁଭୂତ ହୋଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ତହସିଲ, ବନ୍ଦୋବସ୍ତ ଓ ଚକବନ୍ଦୀ ଅଫିସ, ପଞ୍ଜିକରଣ ଅଫିସ, ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ ଏବଂ ରାଜସ୍ୱ ପର୍ଷଦ ପାଇଁ…

GAIL ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ୨୮୨ଟି…

ନୂଆଦିଲ୍ଲୀ: ଗେଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ମାଧ୍ୟମରେ ୨୮୨ ବିଭିନ୍ନ ଅଣ-କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ।  ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ସମସ୍ତ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ gailonline.com ପରିଦର୍ଶନ କରି ଆବେଦନ…

ଦଶମ ଓ ଦ୍ବାଦଶ ପାସ କରିଥିବା…

ନୂଆଦିଲ୍ଲୀ: ସରକାରୀ କ୍ଷେତ୍ରରେ ଚାକିରି ପାଇବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଷ୍ଟାଫ୍ ସିଲେକସନ କମିଶନ (SSC)) ଲଦାଖର ୟୁନିଅନ୍ ଟେରିଟୋରୀରେ ଥିବା ବିଭିନ୍ନ ବିଭାଗରେ ଅଣ-ଗେଜେଟେଡ୍ ପୋଷ୍ଟ ପାଇଁ ଆବେଦନର ଆଜି ରହିଛି ଶେଷ ତାରିଖ। ଏହା ଜରିଆରେ ୭୯୭ଟି ପୋଷ୍ଟରେ…

ବମ୍ପର ନିଯୁକ୍ତି ସୁଯୋଗ: ଆଇବିପିଏସ…

ଭୁବନେଶ୍ବର: ବ୍ୟାଙ୍କିଙ୍ଗ୍ କର୍ମଚାରୀ ଚୟନ ସଂସ୍ଥା  (ଆଇବିପିଏସ୍) ବିଭିନ୍ନ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି) ରେ ଖାଲିଥିବା ପଦବୀ ପାଇଁ ବମ୍ପର ନିଯୁକ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ଅଫିସ୍ ଆସିଷ୍ଟାଣ୍ଟ (କ୍ଲର୍କ) ଏବଂ ଅଫିସର ସ୍କେଲ୍ ୧ , ୨  ଏବଂ ୩ ପାଇଁ  ବାହାରିଛି। ଏହି ନିଯୁକ୍ତି…

୭୯୬ ଏଏସ୍‌ଓ ପଦ ପାଇଁ ପରୀକ୍ଷା କରିବ…

କଟକ: ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପଦ ପୂରଣ ହେବ। ଏଥିପାଇଁ ଓଡ଼ିଶା ଲୋକସେବା ଅୟୋଗ(ଓପିଏସସି) ପରୀକ୍ଷା କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୦ ତାରିଖରୁ ଏହି ପଦଗୁଡିକ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ୧୯ ତାରିଖ ପର୍ଯ୍ୟନ୍ତ…