Browsing Tag

Employment

ବେକାରୀ ନିୟନ୍ତ୍ରଣରେ ଓଡ଼ିଶା ସରକାରଙ୍କ…

ଭୁବନେଶ୍ୱର: ବର୍ତ୍ତମାନ ଦରଦାମ ବୃଦ୍ଧି ସାଙ୍ଗକୁ ବେକାରୀ ହାର ବୃଦ୍ଧି ଦେଶବ୍ୟାପୀ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଯୁବପିଢ଼ୀଙ୍କୁ ନିଯୁକ୍ତି କେନ୍ଦ୍ର ସହ ସମସ୍ତ ରାଜ୍ୟ ସରକରଙ୍କ ପାଇଁ ଏକ ପ୍ରମୁଖ ଆହ୍ୱାନ ପାଲଟିଛି। ଦେଶରେ ବେକାରୀ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏନେଇ…

ଭଲ ଚାକିରି ପାଇବାକୁ ଚାହୁଁଥିଲେ …

ଭଲ ଚାକିରିଟିଏ ପାଇବା ପାଇଁ ଏବେ ଯୁବପିଢ଼ିଙ୍କ ଭିତରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ତେଣୁ ଏଥିରେ କୃତକାର୍ଯ୍ୟ ହେବା ପାଇଁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ତେବେ ଚାଲନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍ସ। -ବାୟୋଡାଟାରେ ବ୍ୟକ୍ତିଗତ ତଥ୍ୟକୁ ସଠିକ୍ ଭାବେ ଲେଖନ୍ତୁ। ଯଦି ଆପଣ…

ବିଭିନ୍ନ ପଦ ପୂରଣ ପାଇଁ ଏକକ ଯୋଗ୍ୟତା…

ଭୁବନେଶ୍ୱର: ନିଯୁକ୍ତି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ)। ପୂର୍ବାପେକ୍ଷା ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛ ଓ ସରଳ ହୋଇଥିବାବେଳେ ଚଳିତ ବର୍ଷରୁ ନିଯୁକ୍ତି ପଦ୍ଧତ୍ତିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ଚଳିତ ବର୍ଷରୁ ଏକକ ଯୋଗ୍ୟତା…

ଯୁବପିଢ଼ିଙ୍କୁ ମୋଦୀଙ୍କ ବଡ଼ ଉପହାର:…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଠାରୁ ଏକ ନିଯୁକ୍ତି ଡ୍ରାଇଭ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ନିଯୁକ୍ତି ଡ୍ରାଇଭରେ ୧୦ ଲକ୍ଷଙ୍କୁ ନିଯୁକ୍ତି ଦିଆଯବା ନେଇ ଲକ୍ଷ ରଖାଯାଇଛି। ଏହି ଅଭିଯାନର ନାମ ନିଯୁକ୍ତି ମେଳା ଭାବରେ ନାମିତ କରାଯାଇଛି। ପ୍ରଥମ ପର୍ଯ୍ଯାୟରେ  ପ୍ରଧାନମନ୍ତ୍ରୀ ୭୫…

ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ…

ନୂଆଦିଲ୍ଲୀ: ରେଲୱେରେ ଚାକିରି ସୁଯୋଗ । ଦଶମ ଓ ଆଇଟିଆଇ ପାସ୍ କରିଥିବା ଯୁବକ ଯୁବତୀଙ୍କ ପାଇଁ ରେଲୱେରେ ନିଯୁକ୍ତି ସୁଯୋଗ ରହିଛି । ଆଇଆରସିଟିସି, ନର୍ଥ ଜୋନ୍ ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । କମ୍ପ୍ୟୁଟର ଅପରେଟର ଓ ଆସିଷ୍ଟାଣ୍ଟ ଅପ୍ରେଣ୍ଟିସ୍ ପଦ ପାଇଁ ଆବେଦନ କରିପାରିବେ ।…

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୮୦୪…

ଭୁବନେଶ୍ବର: ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ…

ଆଜି ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତ…

ଭୁବନେଶ୍ୱର: ଶିକ୍ଷା ରୂପାନ୍ତରଣ ପ୍ରକ୍ରିୟାରେ ସରକାର ଆଉ ଏକ ପାଦ ଆଗକୁ ବଢ଼଼ାଇଛନ୍ତି। ଗୁଣାତ୍ମକ ଶିକ୍ଷାକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଥିବା ବେଳେ ଆସନ୍ତାକାଲି ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକ ନିଯୁକ୍ତି ପାଇବେ। ରାଜ୍ୟର ବିଭିନ୍ନ ସରକାରୀ ଓ ଅନୁଦାନପ୍ରାପ୍ତ…

ପ୍ରଡକ୍ଟ ଡିଜାଇନରେ କ୍ଯାରିଅର କରିବାକୁ…

ଦୈନନ୍ଦିନ ଜୀବନରେ ଆମେ ବିଭିନ୍ନ ସାମଗ୍ରୀ ବ୍ୟବହାର କରିଥା’ନ୍ତି। ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଯେକୌଣସି ସାମଗ୍ରୀକୁ ପ୍ରସ୍ତୁତ କରିବାରେ ପ୍ରଡକ୍ଟ ଡିଜାଇନର୍‌ଙ୍କ ସବୁଠୁ ବଡ଼ ଭୂମିକା ରହିଥାଏ । ଏପରିକି ଏମାନଙ୍କୁ ବୈଦ୍ୟୁତିକ ସାମଗ୍ରୀ, ଖେଳନା, ପ୍ଲାଷ୍ଟିକ୍‌ ସାମଗ୍ରୀ, ଶିକ୍ଷାଉପକରଣ ଆଦି ବିଭିନ୍ନ…

ରାଜସ୍ୱ ବିଭାଗରେ ସୃଷ୍ଟିହେଲା ୧୯୮ଟି…

ଭୁବନେଶ୍ୱର: ରାଜ୍ୟରେ ଲଘୁ ଖଣିଜ ସମ୍ବଦ୍ଧୀୟ ବ୍ୟାପାରର ସୁପରିଚାଳନା ପାଇଁ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଆବଶ୍ୟକତା ଅନୁଭୂତ ହୋଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ତହସିଲ, ବନ୍ଦୋବସ୍ତ ଓ ଚକବନ୍ଦୀ ଅଫିସ, ପଞ୍ଜିକରଣ ଅଫିସ, ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ ଏବଂ ରାଜସ୍ୱ ପର୍ଷଦ ପାଇଁ…

GAIL ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ୨୮୨ଟି…

ନୂଆଦିଲ୍ଲୀ: ଗେଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ମାଧ୍ୟମରେ ୨୮୨ ବିଭିନ୍ନ ଅଣ-କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ।  ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ସମସ୍ତ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ gailonline.com ପରିଦର୍ଶନ କରି ଆବେଦନ…