ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

ElephantAttack

ବିଲରେ କାମ କରୁଥିବା ବେଳେ ଦଳିଦେଲା ହାତୀ

ପାଲଲହଡା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ବନଖଣ୍ଡ ଅନ୍ତର୍ଗତ ବାରକୋଟିଆ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ରବିବାର ଘନ ମୁଣ୍ଡା ନାମକ ଜଣେ ଚାଷୀ ବିଲକୁ କାମ କରିବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ଦଳି ଦେବାରୁ…

ତେଲକୋଇ ରେଞ୍ଜରେ ଥମୁନି ଗୋଠଛଡା ଦନ୍ତାର…

ତେଲକୋଇ: ତେଲକୋଇ ବନାଞ୍ଚଳରେ ଗୋଠ ଛଡ଼ା ଦନ୍ତାର ଉତ୍ପାତ କମୁନାହିଁ। ଗୁରୁତ୍ୱର ସକାଳେ ପୁଣି ୪ ଜଣଙ୍କୁ ଆକ୍ରମଣ କରିଛି ଗୋଠଛଡା ଦନ୍ତା। ଦନ୍ତା ଆକ୍ରମଣ 4ଜଣକ ମଧ୍ଯରୁ ଦୁଇ ଗୁରୁତର ଆହତ ହୋଇଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ରେ।ଗୁରୁତର ଆହତ ହେଲେ କୁଣ୍ଡେଇହତା…

ହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ

ହିନ୍ଦୋଳ: ହିନ୍ଦୋଳ ଉପଖଣ୍ଡରେ ହାତୀ ଆକ୍ରମଣ ରେ ଜନସାଧାରଣ ମୃତ୍ୟୁ ହେବା ଏବେ ନିତିଦିନିଆ ଘଟଣା ଘଟିଯାଇଛି,ସଞ୍ଜ ନଇଁଲେ ଉପଖଣ୍ଡ ର କିଛି ଅଂଚଳରେ ହାତୀ ଭୟରେ ତାଟି କବାଟ ପଡିଯାଉଛି । ହେଲେ ଆଗରୁ ରାତିରେ ହାତୀ ଭୟ ଥିବା ବେଳେ ଏବେ ସ୍ପଷ୍ଟ ଦିବା ଲୋକରେ ଗୋଡେଇ ଗୋଡେଇ ନିରୀହ ଜନସାଧାରଣଙ୍କୁ ହାତୀ…

ହିନ୍ଦୋଳରେ ହାତୀ ନେଲା ଆଉ ଏକ ଜୀବନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା  ହିନ୍ଦୋଳର ହାତୁରା ପଞ୍ଚାୟତ ଯତନ ନଗର ଠାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ଯୁ ଘଟିଛି। ମୃତ ବ୍ଯକ୍ତିଙ୍କ ନାଁ ଟଙ୍କ ଭୋଇ ବୋଲି ଜଣାପଡ଼ିଛି। ସେ ଭୋର ସମୟରେ ନିତ୍ୟକର୍ମ ସାରିବା ପାଇଁ ବାହାରକୁ ଆସିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀଟି ତାଙ୍କୁ ଘୋଷାଡ଼ି…

ଥମୁନି ହାତୀ ଉପଦ୍ରବ: ଗୋଟିଏ ରାତିରେ…

ଚମ୍ପୁଆ: ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ନିୟମିତ ଭାବେ ଲାଗି ରହିଛି। କେତେବେଳେ ଗୋଟିକିଆ ହାତୀ ତାଣ୍ଡବ କରୁଛି ତ କେତେବେଳେ ହାତୀ ଗୋଠ ଉପଦ୍ରବ କରି ଘର ଓ ଫସଲ ନଷ୍ଟ କରିଚାଲିଛନ୍ତି। ମାତ୍ର ଗତରାତିରେ ୨ ଗୋଟି ହାତୀ ପତଳା ଓ ଗମ୍ଭାରିଆ ଅଞ୍ଚଳରେ ୬ ଗୋଟି ଘର ଭାଙ୍ଗି ଧାନଚାଉଳ ଖାଇଦେଇଥିବା ଯଣାଯାଇଛି।…

ଟ୍ୟୁସନ ଶିକ୍ଷକଙ୍କୁ ଦଳିଦେଲା ଦନ୍ତା

ନିରାକାରପୁର : ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ନିରାକାରପୁର ବିଦ୍ୟୁତ୍ କାର୍ଯ୍ୟାଳୟ ପଛପାଖ ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ, ନିରାକାରପୁର ଥାନା ଦିଆ ପଞ୍ଚାୟତ ଭୋଇସାହି ଗ୍ରାମର ବିଜୟ କୁମାର ପଟ୍ଟନାୟକ ୫୫ । ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ…

ହାତୀ ଦଳି ଦେବାରୁ ଜଣଙ୍କର ମୃତ୍ୟୁ

ବାରିପଦା : ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଥମିବାର ନାମ ନେଉନି ହାତୀ ଆତଙ୍କ। ହାତୀ ଆକ୍ରମଣରେ ପୁଣି ଆଉଏକ ଜୀବନ ଗଲା। ଆଜି ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଭଦୁଆଶୋଳ ଗ୍ରାମରେ। ଆଜି ଭୋରରୁ ଗ୍ରାମର ଅର୍ଜୁନ ହାଁସଦା ନିଜ ବିଲ୍କୁ ଯାଇଥିବା ବେଳେ…