ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

elephant attck

ଗାଁରେ ପଶି ଜଣକୁ ଦଳିଦେଲା ହାତୀ,…

ବାଙ୍କୀ: ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ । ବାଙ୍କୀ ଡମପଡା ବ୍ଲକ ଗୟଳବାଙ୍କ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ଗୟଳବାଙ୍କ ଗାଁର ମନୋରଞ୍ଜନ ସାହୁ । ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ସହ ବନ ବିଭାଗକୁ ଅଟକ ରଖିଥିଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ…

ଘର କାନ୍ଥ ଭାଙ୍ଗି ଦୁଇ ଜଣଙ୍କୁ ଦଳିଦେଲା…

ଦେବଗଡ଼: ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ ଅଘଟଣ। ଟିପିରିସିଙ୍ଗା ଗ୍ରାମରେ ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା ହାତୀ। ଘଟଣା ସ୍ଥଳରେ ଜଣେ ଯୁବତୀ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ସୁରୁବାଲି କିସାନ ଓ ଖଇରି କିସାନ ବୋଲି ଜଣାପଡ଼ିଛି। ବିଳମ୍ବିତ ରାତି କାନ୍ଥ ଭାଙ୍ଗି ଘର ଭିତରେ…

ହାତୀ ଆକ୍ରମଣରେ ଦୁଇ ଚାଷୀ ମୃତ

ଖୋର୍ଦ୍ଧା/କାଳୁପଡାଘାଟ: ହାତୀ ଆକ୍ରମଣରେ ଗଲା ଦୁଇ ଚାଷୀଙ୍କ ଜୀବନ। ବାତ୍ୟା ଆସୁଥିବାରୁ ଧାନକୁ ସୁରକ୍ଷା ଦେବା ପାଇଁ ଦୁଇ ଚାଷୀ ଯାଇଥିଲେ ଜମିକୁ । ଦୁଇ ମୃତ ଚାଷୀ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମଚନ୍ଦ୍ର ପୁର ପଞ୍ଚାୟତ ବରିକୋ ଗ୍ରାମର ଲକ୍ଷ୍ମୀଧର ବେହେରା (୭୦ ବର୍ଷ)ଓ ଅନ୍ୟ ଜଣେ ହେଲେ ପାରି…

ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରି ପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ସୋମବାର ସକାଳେ ପୁଣି ଥରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁ ଘଟିଛି।ସୂଚନା ମୁତାବକ, ସୋମବାର ଭୋର ସମୟରେ ପୁଞ୍ଜିଆମା ଗ୍ରାମର ପାଣ୍ଡବ ପ୍ରଧାନଙ୍କ ସ୍ତ୍ରୀ ରଞ୍ଜନା ପ୍ରଧାନ ଘର ପଛ ପାର୍ଶ୍ବ ଜମିକୁ ଶୌଚ…

ହାତୀ ଆକ୍ରମଣରେ ଭିନ୍ନକ୍ଷମ ଯୁବତୀଙ୍କ…

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଶିରିଆ ବାହାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିଦେଶୀ ପେଣ୍ଠେଇ ଙ୍କ ଝିଅ ଶଶୀକା ପେଣ୍ଠେଇ (୩୦) । ଶଶୀକା ଆଜି ଭୋରୁ ନିକଟସ୍ଥ ସମରସିଂହା ଜଙ୍ଗଲକୁ ଛତୁ ଓ ଟୁଲ ସଂଗ୍ରହ କରିବାକୁ ଯାଇଥିବାବେଳେ ମୁଣ୍ଡିଆ…

ହାତୀ ଆକ୍ରମଣରେ ୨ ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନଖଣ୍ଡ ବଡ଼କନ୍ତକୁଳ ଗାଁରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଦ୍ୱୟ ହେଲେ ମୂଳି ପ୍ରଧାନ (୪୫) ଓ ଗୌରୀ ରାଉଳ।ଖବର ଅନୁଯାୟୀ ମୂଳି ଓ ଗୌରୀ ଆଜି ସକାଳେ ନିକଟସ୍ଥ ଆମ୍ବ ବଗିଚାକୁ ଯାଇଥିଲେ। ଏହି ସମୟରେ ଉଭୟ ଏକ ଦନ୍ତା…

ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତାହାତୀ…

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ବଣକାଟି ପଞ୍ଚାୟତର ଜାମଦାପାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଗ୍ରାମର ରାମ ବେହେରାଙ୍କ ପୁଅ ରଥ ହେରା (୩୦)।ସୂଚନାନୁଯାୟୀ, ଶୁକ୍ରବାର ସକାଳ ସମୟରେ ଜାମଦାପାଳ ଗ୍ରାମ ନିକଟରେ ଥିବା…

ମଦଭାଟିରେ ହାତୀପଲ ଆକ୍ରମଣ: ଶୋଇଥିବା…

ବାରିପଦା: ବାରିପଦା ସହର ନିକଟ ମଞ୍ଚାବନ୍ଧା ଠାରେ ୧୪ଟିକିଆ ହାତୀ ପଲର ଶିକାର ହୋଇଛନ୍ତି ଜଣେ ଯୁବକ । ଯୁବକ ଜଣଙ୍କ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧୀରଜ କୁମାର ସିଂ। ସେ ବାରିପଦାରେ ରହି ଏକ ମଦ ଦୋକାନରେ କାର୍ଯ୍ୟ କରୁଥିଲେ। ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ହାତୀ ଆତଙ୍କ…

ଘରେ ପଶି ୫ ବର୍ଷର ଶିଶୁକୁ କଚାଡ଼ି…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ମହୁଲଡଗର ଗାଁରେ ବିଳମ୍ବିତ ରାତିରେ ଘରେ ପଶି ୫ ବର୍ଷର ଶିଶୁକୁ କଚାଡ଼ି ମାରିଲା ଦନ୍ତା ହାତୀ।  ଅଳ୍ପକେ ବର୍ତ୍ତିଲେ ବାପା- ମାଅ। ମୃତ ଶିଶୁ ଜଣଙ୍କ ହେଇଛନ୍ତି ରସାନନଦ ଯେରେଇଙ୍କ ପୁଅ ରିଷି ଜେରେଇ।ସୂଚନା ଅନୁଯାୟୀ, ରସାନନଦ ତାଙ୍କ…

ଘରେ ପଶି ମହିଳାଙ୍କୁ କଚାଡ଼ି ମାରିଲା…

ଢେଙ୍କାନାଳ: ଘରେ ପଶି ମହିଳାଙ୍କୁ କଚାଡ଼ି ମାରିଛି ଦନ୍ତା ହାତୀ। ଏହିଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମୋହନପଶୀ ଗ୍ରାମର କେନ୍ଦୁମୁଣ୍ଡା ସାହିରେ ।ସୂଚନା ମୁତାବକ, ମୃତ ମହିଳା ଜଣକ ହେଲେ ସେହି ଗ୍ରାମର ଶୁକାନ୍ତି ହେମ୍ବ୍ରମ। ସେ ଆଜି ଭୋର୍ ଘରେ ଥିବା ବେଳେ ଦନ୍ତା…