କୃଷିକୁ କାଳ ଜଳବାୟୁ ପରିବର୍ତ୍ତନ
ଆଗାମୀ କୋଡ଼ିଏ ବର୍ଷରେ ଚାଷ ତଥା ଚାଷୀଭାଇଙ୍କ ଲାଗି ସୃଷ୍ଟି ହୋଇପାରେ ଏକ ବଡ଼ ସମସ୍ୟା। ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ କୃଷିକୁ ପ୍ରଭାବିତ କରିବ। ମରୁଡ଼ି ଓ ବନ୍ୟା ସମସ୍ୟା ଦେଖାଦେବା ସହ ସୋୟାବିନ୍, ଗହମ, ମକା ଉତ୍ପାଦନ ହ୍ରାସ ପାଇବ।
ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଦ୍ରୁତଗତିରେ ବୃଦ୍ଧି ପାଉଛି।…