Browsing Tag

ED

ଅଡୁଆରେ ‘ଲାଇଗର’ର ନିର୍ମାତା;…

ନୂଆଦିଲ୍ଲୀ: ବିଜୟ ଦେବରକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ‘ଲାଇଗର’ ଚଳଚ୍ଚିତ୍ରରେ ବିଦେଶୀ ପାଣ୍ଠି ଲାଗିଥିବା ସନ୍ଦେହ କରାଯାଉଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ପୁରୀ ଜଗନ୍ନାଧ ଏବଂ ନିର୍ମାତା ଚାର୍ମି କୌରଙ୍କୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଛି।…

ଅଫିସ ଅଫ ପ୍ରଫିଟ ମାମଲା: ଇଡି ଅଫିସରେ…

ରାଞ୍ଚି: ଇଡି ଅଫିସରେ ହାଜର ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅବୈଧ ଖଣି ଖନନ ମାମଲାରେ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଥିଲା । ଇଡିରେ ହାଜର ହେବା ପୂର୍ବରୁ ସୋରେନ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ । ମାଇନିଂ ମାମଲାରେ ତାଙ୍କୁ ଫସାଯାଉଥିବା ସୋରେନ କହିଛନ୍ତି ।…

ଇଡି ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ…

ରାଞ୍ଚି: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ଦଳ ପ୍ରବର୍ତ୍ତନ ନିର୍ଦ୍ଦେଶାଶୟ ମୁହାଁମୁହିଁ  ହୋଇଛନ୍ତି। ଇଡିରୁ ନୋଟିସ ଆସିବା ସ୍ୱତେ କାର୍ଯ୍ୟାଳୟରେ ହାଜର ହେଉ ନାହାଁନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ବେଆଇନ୍‌ ଖଣି ଖନନ ମାମଲାରେ ଝାଡଖଣ୍ଡରେ ଇଡିର ଖୋଲତାଡ ଜାରି…

ମନି ଲଣ୍ଡରିଂ ମାମଲା: ବଲିଉଡ୍‌…

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ଜାମିନ ଅବଧି ନଭେମ୍ବର ୧୦ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଅଭିନେତ୍ରୀଙ୍କ ଜାମିନ ଆବେଦନର ଶୁଣାଣି କରି ପଟିୟାଲା ହାଉସ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି…

ଇଡିର ରେଡ୍‌ ବେଳେ ଝାଡଖଣ୍ଡ…

ରାଞ୍ଚି: ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରେ ଚଢାଉ କରିଥିଲା। ଏହି ସମୟରେ ତାଙ୍କ ଘରର ଆଲମିରାରୁ ୨ଟି ଏକେ-୪୭ ମିଳିଛି। ଏଥିସହ ବିପୁଳ ପରିମାଣର ଅଫୁଟା ଗୁଳି ମଧ୍ୟ ଜବତ କରାଯାଇଛି। ସେ ବେଆଇନ ଭାବେ…

ଆପ୍‌କୁ ଛାଡି ଆମ ସହ ସାମିଲ ହୁଅ,…

ନୂଆଦିଲ୍ଲୀ : ନୂଆ ଅବକାରୀ ନୀତିରେ ଦୁର୍ନୀତି ନେଇ ସିବିଆଇ ରାଡାରରେ ଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଚାଞ୍ଚଲ୍ୟକର ଦାବି କରିଛନ୍ତି । ସିସୋଦିଆ ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍)କୁ ଭାଙ୍ଗିବା ପାଇଁ ବିଜେପି ତାଙ୍କୁ ମେସେଜ୍ ପଠାଇଛି । ଏବଂ ଏପରି କଲେ ତାଙ୍କ ବିରୋଧରେ ସବୁ…

ଇଡି ହେପାଜତକୁ ଗଲେ ଶିବସେନା ନେତା ତଥା…

ନୂଆଦିଲ୍ଲୀ:  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ହେପାଜତକୁ ନେଇଛି। ମହାରାଷ୍ଟ୍ରରେ ୧୦୦ କୋଟିରୁ ଅଧିକ ମୂଲ୍ୟର ପାତ୍ର ଚାୱାଲ୍ ଜମି ସ୍କାମ ମାମଲାରେ ଇଡି ଟିମ୍ ସଞ୍ଜୟ ରାଉତଙ୍କୁ ପଚରାଉଚରା କରିଥିଲେ। ଜୁଲାଇ ୨୭ରେ ତାଙ୍କୁ ଇଡି ଡକାଯାଇଥିଲା।…

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡି…

ମୁମ୍ବାଇ : ପଶ୍ଚିମବଙ୍ଗ ପରେ ଏବେ ମହାରାଷ୍ଟ୍ରରେ ସକ୍ରିୟ ହୋଇଛି ପ୍ରବର୍ତ୍ତନ ନିଦ୍ଦେଶାଳୟ(ଇଡି) । ରବିବାର ସକାଳୁ ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତଙ୍କ ଘରେ ଇଡି ପକ୍ଷରୁ ଚଢାଉ କରାଯାଇଛି । ପାତ୍ର ଚାୱଲା ଜମି ଦୁର୍ନିତି ମାମଲାରେ ଏହି ଚଢାଉ କରାଯାଉଛି । ଏହାରି ଭିତରେ ସଞ୍ଜୟ ରାଉତ…

ଇଡି ହାତରେ ଲାଗିଲା ପାର୍ଥ ଅର୍ପିତାଙ୍କ…

କୋଲକାତା: ଖୋଲୁଛି କଳାଧନର କୁଇନ୍ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ଓ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗୁମର । ଗହଣା କିଣିବାକୁ ଅର୍ପିତାଙ୍କୁ ସୁନା ଦୋକାନ ନେଇଥିଲେ ପାର୍ଥ । ଯାହାର ଏକ ଫଟୋ ଏବେ ଇଡି ହାତରେ । ପଶ୍ଚିମବଙ୍ଗ ୨୪ ପ୍ରଗଣାର ଏକ ନାମୀଦାମୀ ସୁନା ସୋ ରୁମକୁ ଯାଇଥିଲେ ପାର୍ଥ ଚାଟାର୍ଜୀ ଓ…

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ମନି…

ନୂଆଦିଲ୍ଳୀ: ମନି ଲଣ୍ଡରିଂ ଆକ୍ଟ (PMLA) ଉପରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ଇଡିର ଅଧିକାରୀମାନେ ପୁଲିସ୍ ନ‌ ହୋଇଥିଲେ ବି ଅର୍ଥ ‌ହେରଫେର ମାମଲାରେ ଅଭିଯୁକ୍ତକୁ ଗିରଫ କରିପାରିବେ ଓ ଗିରଫ ସମୟରେ କାରଣ ପ୍ରକାଶ କରିବାକୁ ସେମାନେ ବାଧ୍ୟ ନୁହନ୍ତି। ସେମାନେ ଅଭିଯୁକ୍ତକୁ ଇସିଆଇଆର୍‌…