ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

economic crisis

ବିଗୁଡୁଛି ଚାଇନା ଅର୍ଥନୀତି,…

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଚାଇନା ଆମେରିକାକୁ ପଛରେ ପକାଇ ବିଶ୍ୱ ଶକ୍ତିରେ ପରିଣତ ହେବା ପଥରେ ଅଗ୍ରସର ହେଉଥିଲା। ସମଗ୍ର ବିଶ୍ୱରେ ଚୀନ୍ ନିଜର ଦବ୍‌ଦବା ଜାହିର କରିବାରେ ଲାଗିଛି। ହେଲେ ନିକଟରେ କିଛି ମାସ ହେବ ଏଥିରେ ଭଟ୍ଟା ପଡିଯାଇଛି। ବର୍ତ୍ତମାନ ସମୟରେ ଡ୍ରାଗନ୍ର ଅର୍ଥନୀତି ଉପରେ ସଙ୍କଟ…

ମାଡ଼ିଆସୁଛି ‘ମାନ୍ଦା ମହାମାରୀ’, କାମ…

ଭୁବନେଶ୍ୱର: କରୋନାର ପ୍ରକୋପ ଥମି ନ ଥିବାବେଳେ ସାରା ବିଶ୍ୱକୁ ମାଡ଼ିଆସୁଛି ଆଉ ଏକ ଭିନ୍ନ ମହାମାରୀ। ଏ ମହାମାରୀ କରୋନା ଭଳି କୌଣସି ମାରାତ୍ମକ ଭୂତାଣୁ ଜନିତ ନୁହେଁ। କୋଭିଡ୍ -୧୯ ଭୂତାଣୁର ପ୍ରଭାବ, ରୁଷ୍-ୟୁକ୍ରେନ ଯୁଦ୍ଧ ସାଙ୍ଗକୁ ତାପମାତ୍ରା ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଋତୁକାଳୀନ…

ବିଶ୍ୱ ବ୍ୟାଙ୍କ ମୁଖ୍ୟଙ୍କ ଚେତାବନୀ:…

ୱାଶିଂଟନ୍‌(ଏଜେନ୍ସି): ବିଶ୍ୱ ବ୍ୟାଙ୍କ ମୁଖ୍ୟଙ୍କ ଚେତାବନୀ ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଇତିମଧ୍ୟରେ ତିନି ମାସ ଟପିଗଲାଣି। ଏହି ଯୁଦ୍ଧ ଏବେ ସାରା ବିଶ୍ୱକୁ ପ୍ରଭାବିତ କରିବାକୁ ଯାଉଛି। ଯୁଦ୍ଧ ବନ୍ଦ ହେବାର ନାମ ଧରୁନାହିଁ। ଏହି ଯୁଦ୍ଧ ବିଶ୍ୱରେ ମାନ୍ଦାବସ୍ଥା ଆଣିବ ବୋଲି ବିଶ୍ୱ…

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା…

କଲମ୍ବୋ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ପଦରୁ ସୋମବାର ଇସ୍ତଫା ଦଇଛନ୍ତି ମହିନ୍ଦା ରାଜପକ୍ଷେ । ଶ୍ରୀଲଙ୍କାରେ ଜାରି ଥିବା ଆର୍ଥିକ ଜରୁରୀକାଳିନ ପରିସ୍ଥିତି ମଧ୍ୟରେ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେଇଥିବା ଜଣାପଡ଼ିଛି।ବର୍ତ୍ତମାନ ଶ୍ରୀଲଙ୍କା ସବୁଠୁ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଦେଶର…

ଶ୍ରୀଲଙ୍କା ସ୍ଥିତି ଗମ୍ଭୀର: ଇସ୍ତଫା…

କଲମ୍ବୋ: ଶ୍ରୀଲଙ୍କାରେ ସ୍ଥିତି ଅତି ଗମ୍ଭୀର ହେବାରେ ଲାଗିଛି। ଖାଦ୍ୟ, ପାନୀୟର ଉତ୍କଟ ଅଭାବକୁ ନେଇ ସରକାରଙ୍କ ପକ୍ଷରୁ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଯାଇଥିଲେ ମଧ୍ୟ ଏହାକୁ ଲୋକେ ଭ୍ରୁକ୍ଷେପ କରିନାହାନ୍ତି। ସବୁ ଦିଗରୁ ନାଚାର ହୋଇପଡ଼ିଥିବା ଶ୍ରୀଲଙ୍କାବାସୀ ଏବେ ସରକାରଙ୍କ ବିରୋଧରେ ହୁଙ୍କାର ଦେଇଛନ୍ତି।…

ଶ୍ରୀଲଙ୍କାରେ ଆର୍ଥିକ ଅନଟନ: ବଢୁଛି…

କଲମ୍ବୋ: ଦେଶର ଘୋର ଆର୍ଥିକ ଅନଟନକୁ ନେଇ ଶ୍ରୀଲଙ୍କା ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି। ଖାଦ୍ୟ, ପାନୀୟ, ପଟ୍ରୋଲ, ଡିଜେଲ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସମାଗ୍ରୀର ଘୋର ଅଭାବ ସମେତ ବିଦ୍ୟୁତକାଟ ଶ୍ରୀଲଙ୍କାର ସାଧାରଣ ନାଗରିକଙ୍କୁ ବିଚଳିତ କରିଦେଇଛି। ଯାହାକୁ ନେଇ ଶୁକ୍ରବାର ଠାରୁ ଲୋକେ ରାଜରାସ୍ତାକୁ…