ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

ECMO Machine

ଏସ୍‌ସିବିରେ ପହଞ୍ଚିଲା ୪ ଏକମୋ ମେସିନ୍,…

କଟକ: ଏସସିବି ମେଡିକାଲରେ ପହଞ୍ଚିଲା ଆଉ ୪ଟି ଏକ୍‌ମୋ ମେସିନ । ଏହାକୁ ମିଶାଇ ତିନୋଟି ପର୍ଯ୍ଯାୟରେ ମୋଟ ୯ଟି ଏକମୋ ମେସିନ ଆସିଛି । ଏଥିପାଇଁ ଆବଶ୍ୟକ ବୈଷୟିକ ଟିମ୍‌କୁ ଚୟନ କରାଯାଇ ସେମାନଙ୍କୁ ଏବେ କୋଲକାତାକୁ ଟ୍ରେନିଂ ପାଇଁ ପଠାଯାଇଛି। ପରେ ଏହି ସବୁ ମେସିନକୁ ଲଗାଯାଇ ଅଗଷ୍ଟ ୧୫ରେ ଉଦଘାଟନ କରାଯିବ।…

ଭୁବନେଶ୍ୱର ଏମ୍ସକୁ ଆସିଲା ପ୍ରଥମ ECMO…

ଭୁବନେଶ୍ୱର: ଓଡ଼ିଶା ଆସିଲା ପ୍ରଥମ ଇକମୋ( ECMO) ମେସିନ୍ । ଭୁବନେଶ୍ୱର ଏମ୍ସ ପ୍ରଥମ ECMO ମେସିନ୍ ପାଇଛି । ଏହାକୁ କାର୍ଯ୍ଯକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ଡାକ୍ତରୀ ଟିମରେ ଅଛନ୍ତି ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର…

ଖୁବଶୀଘ୍ର ଭୁବନେଶ୍ୱର ଏମ୍ସରେ ସ୍ଥାପନ…

ଆଉ ECMO ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡିବନି । ଓଡ଼ିଶା ଆସିବ ଏକମୋ ମେସିନ । କୋଭିଡ ସ୍ଥିତିରେ ଅନେକ ରୋଗୀ ଗୁରୁତର ହୋଇ ବାହାର ରାଜ୍ୟକୁ ଯାଉଥିବାବେଳେ ଭୁବନେଶ୍ୱର ଏମ୍ସକୁ ଆସିବ ଇକମୋ ମେସିନ୍ । ଭୁବନେଶ୍ୱର AIIMS ପକ୍ଷରୁ ECMO ମେସିନ ପରଚେଜ ଅର୍ଡର ଦିଆଯାଇଛି । ତେଣୁ ଆସନ୍ତା ଦିନରେ…

ବିଦେଶରୁ ଓଡ଼ିଶା ଆସିବ ECMO ମେସିନ୍,…

କରୋନାରେ ସଂକ୍ରମିତ ହୋଇଥିବା ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡୁଛି ECMO ମେସିନ୍ । ଏବେ ରାଜ୍ୟରେ ଏହି ମେସିନର ଅଭାବ ରହିଥିବାରୁ ଗୁରୁତର ରୋଗୀ ବାହାର ରାଜ୍ୟକୁ ଅଧିକ ଚିକିତ୍ସା ପାଇଁ ଯାଉଛନ୍ତି । ଏନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଭାରତରେ ECMO ଉତ୍ପାଦନ…