ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

East Coast Railway

ସମ୍ଭାବ୍ୟ ବାତ୍ୟାକୁ ନେଇ ୫୪ଟି…

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ୫୪ଟି ଟ୍ରେନ୍‌କୁ ବାତିଲ କଲା ପୂର୍ବତଟ ରେଳବାଇ । ବାତ୍ୟା 'ମିଚାଉଁ'କୁ ଆଖି ଆଗରେ ରଖି ଭୁବନେଶ୍ବରରୁ ଛାଡୁଥିବା ୧୨ଟି ଟ୍ରେନ୍ ବାତିଲ୍ କଲା ରେଳବାଇ । ବାତିଲ ଟ୍ରେନ୍‌ଗୁଡ଼ିକ ମଧ୍ୟରେ ରହିଛି ପୁରୀ-ଚେନ୍ନାଇ, ଭୁବନେଶ୍ୱର-ତିରୁପତି, ଭୁବନେଶ୍ୱର-ବେଙ୍ଗାଲୁରୁ ଆଦି…

ରେଳ ଧକ୍କାରୁ ହାତୀଙ୍କୁ ସୁରକ୍ଷା ଦେବ…

ଭୁବନେଶ୍ୱର: ପୂର୍ବତଟ ରେଳପଥ ଅଧୀନରେ ଥିବା ରେଳ ଲାଇନରେ ହାତୀ ମୃତ୍ୟୁ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଖୋର୍ଦ୍ଧା ରୋଡ୍‌‌ ଏବଂ ସମ୍ୱଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ହାତୀ ଗତିବିଧିର ସମ୍ୱେଦନଶୀଳ ସ୍ଥାନଗୁଡିକରେ କିପରି ହାତୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ ସେନେଇ ପୂର୍ବତଟ…

ରାଜ୍ୟର ୧୫ ଷ୍ଟେସନ୍‍ରେ ଆରମ୍ଭ ହେବ…

ଭୁବନେଶ୍ୱର : ପୂର୍ବତଟ ରେଳପଥ ଅଧୀନରେ ଥିବା ୧୫ଟି ରେଳ ଷ୍ଟେସନ୍‍ରେ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଦେଶର ସମୁଦାୟ ୭୫୬ ରେଳ ଷ୍ଟେସନକୁ ଭିଡିଓ ସର୍ଭିଲାନ୍ସ ପ୍ରକଳ୍ପରେ ସାମିଲ କରାଯାଇ ଥିବା ବେଳେ ଏଥିରେ ଓଡ଼ିଶାର ୧୫ଟି ପ୍ରମୁଖ ରେଳ ଷ୍ଟେସନ୍‍ ସ୍ଥାନ ପାଇଛି। ରେଳମନ୍ତ୍ରୀ…

୨୦୨୨- ୨୩ ରେଳ ବଜେଟ : ଓଡ଼ିଶାକୁ ରେଳବାଇ…

ଭୁବନେଶ୍ବର: ୨୦୨୨-୨୩ କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ  ୫୮୦୨.୬୫ କୋଟି ଟଙ୍କାର ଅନୁଦାନ ମିଳିଛି। ୯ଟି ନୂଆ ରେଳ ଲାଇନ ପାଇଁ ୬୫୫ କୋଟି ଟଙ୍କା ମଞ୍ଜୁରୀ ମିଳିଛି। ରେଳ ବଜେଟରେ ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି।- ଅନୁଗୁଳ-ସୁକିନ୍ଦା ରୁଟ୍‌…

ଟ୍ରେନ୍‌ରେ ବାଣ ପରିବହନ ଉପରେ ଲାଗିଲା…

ଭୁବନେଶ୍ୱର: ଆସୁଛି ଦୀପାବଳି । ଏହାକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ୍‌ରେ ବାଣ ପରିବହନ ଉପରେ କଟକଣା ଲଗାଯାଇଛି । ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରାସିନି ଆଦି ଜ୍ୱଳନ୍ତ ତଥା ବିସ୍ଫୋରକ ସାମଗ୍ରୀ ପରିବହନ କରିବାକୁ ବାରଣ…

ସମ୍ଭାବ୍ଯ ବାତ୍ଯା ‘ଗୁଲାବ’…

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଗୁଲାବ’  ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ୨୮ଟି ଟ୍ରେନ୍ ବାତିଲ କରିଥିବା ବେଳେ ଆଉ ୫ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଆସନ୍ତା ୨୬ ଓ ୨୭ ତାରିଖ ଦିନ ଟ୍ରେନ୍ ବାତିଲ ରହିବ ।ହସ୍ତଗତ ସୂଚନା ଅନୁସାରେ; ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର,…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ଟି…

ଭୁବନେଶ୍ୱର: ମହାମାରୀ କୋଭିଡ୍ ପାଇଁ ଚାଲୁଥିବା ୫ଯୋଡ଼ା ବିଶେଷ ଟ୍ରେନକୁ ବାତିଲ୍ କରାଯାଇଛି । ଯାତ୍ରୀ ନହେବା ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି କଟକଣା ପାଇଁ ପୂର୍ବତଟ ରେଳପଥ ୫ଟି ଟ୍ରେନକୁ ବାତିଲ୍ କରିଛି ।ଟ୍ରେନ୍ ନମ୍ବର 08417/08418 ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ୍ ପୁରୀରୁ ମେ’ ୫…