ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

earthquake

ତାଇୱାନରେ ଶକ୍ତିଶାଳୀ ଭୂକମ୍ପ: ରିକ୍ଟର…

ନୂଆଦିଲ୍ଳୀ: ବୁଧବାର ଦିନ ତାଇୱାନରେ ରିକ୍ଟର ସ୍କେଲରେ ୭.୪ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ହୋଇ ଜାପାନର ୟୋନାଗୁନି ଦ୍ୱୀପରେ ସୁନାମି ସୃଷ୍ଟି ହୋଇଛି। ତାଇୱାନରେ ଆଜି ସକାଳେ ଅନୁଭୂତ ହୋଇଥିବା ଏହି ଶକ୍ତିଶାଳୀ ଭୂକମ୍ପରେ ସମଗ୍ର ଦ୍ୱୀପକୁ ଦୋହଲି ଯାଇଛି। ଜାପାନ ଦକ୍ଷିଣ ଦ୍ୱୀପ ଗୋଷ୍ଠୀ ଓକିନାୱା ପାଇଁ…

ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ରିକ୍ଟର…

ମୁମ୍ୱାଇ: ଆଜି ସକାଳୁ ଭୂକମ୍ପରେ ଥରିଲା ମହାରାଷ୍ଟ୍ରର ହିଂଗୋଲ । ୧୦ ମିନିଟରେ ଲଗାତାର ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି।  ରିକ୍ଟର  ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଓ ୩.୬ ଥିଲା । ଭୂକମ୍ପର ପ୍ରଥମ ଝଟକା ସକାଳ ୬ଟା ୮ ମିନିଟରେ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫…

ଚୀନରେ ଶକ୍ତିଶାଳୀ ଭୂମିକମ୍ପ: ରିକ୍ଟର…

ନୂଆଦିଲ୍ଲୀ: ଚୀନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ସୋମବାର ବିଲମ୍ବିତ ରାତିରେ ଏହି ଝଟକା ଲାଗିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ୭.୨ ରେକର୍ଡ କରାଯାଇଛି । ଏହି ଭକମ୍ପ ଝଟକା ରାଜଧାନୀ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳି ନେପାଳ-ଚୀନ ସୀମାନ୍ତ ଅଞ୍ଚଳ ବୋଲି…

ଆଫଗାନିସ୍ତାନ, ପାକିସ୍ତାନ ଓ…

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ବି ଭୂକମ୍ପ ଝଟାକ ଅନୁଭବ ହୋଇଛି । ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ଫୈଜାବାଦରେ ଥିବା ଜଣାପଡିଛି । ଏହାର ତୀବ୍ରତା ୬.୨ ରହିଛି । ଆଫଗାନିସ୍ତାନ ଏବଂ ପାକିସ୍ତାନରେ ଭୂକମ୍ପ ଯୋଗୁଁ ଅଧିକ କ୍ଷତି ନେଇ…

ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା, ରିକ୍ଟର…

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌‌କା ଅନୁଭୂତ ହୋଇଛି । ତଲାଉଡ୍‌‌ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍‌) ରିପୋର୍ଟ କରିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୭ ରହିଛି । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା…

ଜାପାନ: ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ ରେକର୍ଡ । ଜାପାନର ଉତ୍ତର-ପଶ୍ଚିମ ତଟବର୍ତ୍ତୀ ଇସିକାଓ୍ବା ଅଞ୍ଚଳରେ ଝଟକା ଲାଗିଛି । ଭୂକମ୍ପ ପରେ ସେଠାରେ ସୁନାମୀ ଚେତାବନୀ ଜାରି କରାଯାଇଥିଲା । ତେବେ ଭୂକମ୍ପ ପରେ ସମୁଦ୍ରରେ ୧ ମିଟର ଉଚ୍ଚତାର ଜୁଆର ଉଠିଥିବା…

ଚୀନରେ ବଡ଼ଧରଣର ଭୂକମ୍ପ: ରିକ୍ଟର…

ବେଜିଂ: ଚୀନର ଗାଂସୁ ପାନ୍ତରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ରହିଛି । ଚୀନର ଭୂକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ସୋମବାର ୧୧ଟା ୫୯ ମିନିଟରେ ଉତ୍ତର ପଶ୍ଚିମୀ ଚୀନର ଗାଂସୁ ପ୍ରାନ୍ତରେ ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି ।ଏହାର…

ଲଦାଖର କାରଗିଲ୍‌ରେ ଭୂକମ୍ପ ଝଟକା,…

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖର କାରଗିଲ୍‌ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରହିଛି। ଅପରାହ୍ନ ୩.୪୮ ସମୟରେ ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ଯାଏଁ କୌଣସି କ୍ଷୟକ୍ଷତିରେ ସୂଚନା ନାହିଁ ।

ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା, ରିକ୍ଟର…

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା । ରିକ୍ଟର ସ୍କେଲରେ ୬.୯ ତୀବ୍ରତା ରେକର୍ଡ । ବର୍ତ୍ତମାନ ଯାଏଁ କୌଣସି କ୍ଷୟକ୍ଷତିରେ ସୂଚନା ନାହିଁ । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ମୁତାବକ, ଇଣ୍ଡୋନେସିଆରେ ୬.୯ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସକାଳ ୧୦.୨୩ ସମୟରେ ବାନ୍ଦା ସାଗରେ ଏହି…

ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା,…

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ । ତିନି ଦିନରେ ଦ୍ୱିତୀୟ ଥର ଭୂକମ୍ପ ଝଟକା ଲାଗିଛି । ନେପାଳରେ ଭୂକମ୍ପ ଝଟକା ଲାଗିଛି । ଯାହାର ତୀବ୍ରତା ୫.୬ ରହିଛି । ଅପରାହ୍ନ ୪.୧୬ ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛି ।…