ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Earth

ଆଜି ବି ମହାକାଶରେ ଦେଖାଯିବ ମହାଜାଗତିକ…

ଭୁବନେଶ୍ୱର: ଆଜି ମଧ୍ୟ ମହାକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ମାର୍ଚ୍ଚ ୨ ତାରିଖ ସନ୍ଧ୍ୟାରେ ଦୁଇ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଏବଂ ବୃହସ୍ପତି ପୃଥିବୀର ଖୁବ୍‌‌ ନିକଟରେ ଦୃଶ୍ୟମାନ ହେବେ। ମାର୍ଚ୍ଚ ୧ ତାରିଖ ସନ୍ଧ୍ୟାରେ ଦୁଇ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଏବଂ ବୃହସ୍ପତି ଖୁବ୍‌‌ ନିକଟରେ ଦେଖାଯାଇଥିବା…

୫୯ ବର୍ଷ ପରେ ପୃଥିବୀର ନିକଟବର୍ତ୍ତୀ…

ନ୍ୟୂୟର୍କ: ପ୍ରାୟ ଛଅ ଦଶନ୍ଧି ପରେ ସୌର ଜଗତର ସର୍ବବୃହତ ଗ୍ରହ ବୃହସ୍ପତି ପୃଥିବୀ ନିକଟବର୍ତ୍ତୀ ହୋଇଛି। ଏହାପୂର୍ବରୁ ୧୯୬୩ ମସିହାରେ ବୃହସ୍ପତି ପୃଥିବୀ ନିକଟବର୍ତ୍ତୀ ହୋଇଥିଲା। ସେହି ସମୟରେ ବୃହସ୍ପତି ପୃଥିବୀଠାରୁ ଆନୁମାନିକ ୩୬ କୋଟି ୭୦ ଲକ୍ଷ କୋଷ ଦୂରରେ ଦୃଶ୍ୟମାନ ହୋଇଥିଲା । ସାଧାରଣତଃ…

ଦୀର୍ଘ ୭୦ବର୍ଷ ପରେ ପୃଥିବୀର ନିକଟତର ହେବ…

ନୂଆଦିଲ୍ଲୀ : ଗତ ଦୁଇବର୍ଷ ତଳେ ସୌରମଣ୍ଡଳର ସବୁଠାରୁ ବଡ଼ ଗ୍ରହ ବୃହସ୍ପତି ଏବଂ ଶନି ଗ୍ରହ ପୃଥିବୀର ସରଳରେଖାରେ ରହି ଏକ ବିରଳ ମହାଜାଗତିକ ଦୃଶ୍ୟ ସୃଷ୍ଟି କରିଥିଲେ। ଏହାର ଠିକ୍‍ ଦୁଇ ବର୍ଷ ପରେ ପୁଣି ଥରେ ବୃହସ୍ପତି ଗ୍ରହ ପୃଥିବୀର ନିକଟତର ହେବାକୁ ଯାଉଛି। ଗତ ପ୍ରାୟ ୭୦ବର୍ଷ ମଧ୍ୟରେ ଏହା ପୃଥିବୀର…

ମନୁଷ୍ୟ ସମାଜ ପାଇଁ ନୂଆ ବିପଦ: ୪୦ ଲକ୍ଷ…

ୱାଶିଂଟନ: ମନୁଷ୍ୟ ସମାଜ ପାଇଁ ନୂଆ ବିପଦ ସୃଷ୍ଟି ହୋଇଛି। ବେଳ ଥାଇଁ ନ ଚେତିଲେ ଭୟଙ୍କର ସଙ୍କଟ ସୃଷ୍ଟିହେବାର ସମ୍ଭାବନା ରହିଛି। ପୃଥିବୀରେ ଅଙ୍ଗାରକାମ୍ଳ ସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏହା ମେ’ ମାସରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ଏହା ୪୦ ଲକ୍ଷ ବର୍ଷର ରେକର୍ଡକୁ ଭାଙ୍ଗିଦେଇଛି।…

ପୃଥିବୀର କକ୍ଷପଥ ଆଡକୁ ଦ୍ରୁତ ଗତିରେ…

ନ୍ୟୁୟର୍କ: ପୃଥିବୀର କକ୍ଷପଥ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଛି ଏକ ବଡ ଗ୍ରହାଣୁ ଯାହାର ଆକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ତିନି ଗୁଣ ବଡ଼ ହେବ ବୋଲି ସୂଚନା ମିଳିଛି । ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା ଏହି ଗ୍ରହାଣୁ ଉପରେ ନଜର ରଖିଛି । ବୈଜ୍ଞାନିକମାନେ ଏହି ଗ୍ରହାଣୁକୁ ‘୨୦୨୧ ଏନ୍ଓ୍ବାଇ’ ଭାବରେ…

ଦୁନିଆର ଏପରି ଏକ ବୃକ୍ଷ ଯାହାକୁ ଛୁଇଁଲେ…

ସାଧାରଣତଃ ବୃକ୍ଷ ପରିବେଶକୁ ସବୁଜ ରଖିବା ସହିତ ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଲକୁ ସନ୍ତୁଳନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରକୃତି ପ୍ରଦତ୍ତ ଅନେକ ବୃକ୍ଷ ଆମକୁ ଫଳ, ଫୁଲ ଓ ଖାଦ୍ୟ ଆଦି ଯୋଗାଇଥାନ୍ତି, କିନ୍ତୁ କିଛି ବୃକ୍ଷ ଆମର କ୍ଷତି ମଧ୍ୟ ଘଟାଇଥାନ୍ତି। ତେବେ ଆପଣ…