ଭୁବନେଶ୍ବରରେ ଇ-ବସ୍ର ଶୁଭାରମ୍ଭ କଲେ…
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା ଇ-ବସ୍ ସେବା। ମୋ ବସ୍’ର ସଫଳତା ପରେ ରାଜ୍ୟରେ ପ୍ରଥମଥର ପାଇଁ ରାଜଧାନୀରେ ଇ-ବସ୍ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଟେରି ଚାଲିତ ‘ମୋ ବସ୍’ ଏବଂ ‘ଅଟୋ ରିକ୍ସା’ର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।…