ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

durgapuja

ମେଲାଣି ନେଉଛନ୍ତି ମା’,…

ଭୁବନେଶ୍ବର: ଚାଲିଛି ଭସାଣ ଉତ୍ସବ । ରାଜଧାନୀରେ ଲାଗିଛି ଲୋକଙ୍କ ଭିଡ଼ । ପାରମ୍ପରିକ ବାଦ୍ୟଯନ୍ତ୍ର ସାଙ୍ଗକୁ ସାଉଣ୍ଡରେ ଫାଟି ପଡ଼ୁଛି ପୁରା ପରିବେଶ । ମା’ଙ୍କ ପୂଜାରେ ନିୟୋଜିତ ପୂଜକ ଓ ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇପଡୁଛନ୍ତି। ଆଖିର ଲୁହକୁ ରୋକିପାରୁ ନାହାନ୍ତି। ଭକ୍ତମାନେ ଶୋଭାଯାତ୍ରାରେ…

ଆସୁଛନ୍ତି ମହାମାୟା: ଆଜି ପୀଠେ ସପ୍ତମୀ,…

ଭୁବନେଶ୍ବର: ଆସୁଛନ୍ତି ମହାମାୟା । ଉତ୍ସବମୁଖର ସାରା ରାଜ୍ୟ । ସଜେଇ ହୋଇସାରିଲାଣି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା ପରି ମେଢ । ଆଜି ପୀଠେ ସପ୍ତମୀ, ମଣ୍ଡପରେ ଷଷ୍ଠୀ ପୂଜା । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମା’ଙ୍କୁ ମଣ୍ଡପକୁ ଆବାହନ କରାଯିବ । ଏହି ସମୟରେ ବ୍ରତପୂଜା କରିବାର ବିଧି ରହିଛି ।…

କଟକରେ ଦଶହରା ନେଇ ବ୍ୟାପକ ବ୍ୟବସ୍ଥା:…

କଟକ: ଆସନ୍ତାକାଲି ଠାରୁ ଦୁର୍ଗାପୂଜା ଆରମ୍ଭ ହେଉ ଥିବା ବେଳେ ପୂଜା ତଥା ଭସାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଏ ନେଇ ଆଜି କଟକ ଇଣ୍ଡୋର ଷ୍ଟାଡିଅମରେ ଏକ ପୁଲିସ ବ୍ରିଫିଙ୍ଗର ଆୟୋଜନ କରାଯାଇ ଥିଲା । ଏହି ବ୍ରିଫିଙ୍ଗରେ…

କଟକର ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ମିଳିତ…

କଟକ: କଟକର ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ରବିବାର ସମସ୍ତ ୧୭୦ ପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କଟକ ମହାନଗର ଶାନ୍ତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ସହର ସବୁ ଦଳର ରାଜନେତା, ପୂଜା କମିଟିର ସଭାପତି, ସମ୍ପାଦକ, ମେୟର, ପୋଲିସ କମିଶନର, ଡିସିପି ଉପସ୍ଥିତ ରହି…

ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା:…

ଭୁବନେଶ୍ୱର:  ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା। ଏଥିପାଇଁ ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେପଟେ ବିଭିନ୍ନ ଡିଜାଇନ୍‍ର ତୋରଣ ତଥା ଆଖିଝଲସା ସାଜସଜ୍ଜା ଉପରେ ପ୍ରାୟ ସବୁ ମଣ୍ଡପର କର୍ମକର୍ତ୍ତାମାନେ ଗୁରୁତ୍ୱ ଦେଉଛନ୍ତି। ରାଜଧାନୀର ରସୁଲଗଡ଼ ଦୁର୍ଗାପୂଜା…

ଆସୁଛି ଦୁର୍ଗାପୂଜା: ମେଢ଼ ନିର୍ମାଣରେ…

କଟକ: ଆସୁଛି ଦୁର୍ଗାପୂଜା। ଚଳିତବର୍ଷ ମଧ୍ୟ କରୋନା କଟକଣା ମେଧ୍ୟରେ ଶାରଦୀୟ ପୂଜା ପାଳନ ହେବ। ମୂର୍ତ୍ତି ଉଚ୍ଚତା ନେଇ ବିବାଦ ତୁଟିବା ପରେ ଏବେ ସହରର ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂଜା ମଣ୍ଡପଗୁଡ଼ିକରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଉଛି। ଏଥିସହ ମେଢ କାରିଗରମାନେ…