ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

durga puja

ଆଜି ପୀଠେ ଦଶହରା, ମଣ୍ଡପରେ ମହାନବମୀ…

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା। ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ଶକ୍ତିପୀଠରେ ଆଜି ଦଶହରା ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ…

ପୂଜା ଭିଡ଼ରେ ବମିଖାଲ ମଣ୍ଡପରୁ ମହିଳାଙ୍କ…

ଭୁବନେଶ୍ୱର: ସାବଧାନ ! ପୂଜା ମଣ୍ଡପରେ ମାତିଛନ୍ତି ଚେନ ଲୁଟେରା । ଭିଡର ସୁଯୋଗ ନେଇ ମହିଳାଙ୍କ ବେକରୁ ସୁନା ଅଳଙ୍କାର ଲୁଟି ନେଉଛନ୍ତି ଦୁର୍ବୃତ୍ତ । ମା’ଙ୍କ ଦର୍ଶନ ପାଇଁ ମଣ୍ଡପଗୁଡିକରେ ଲୋକଙ୍କ ଭିଡ ଲାଗୁଥିବାବେଳେ ଶ୍ରଦ୍ଧାଳୁଙ୍କୁ ଲୁଟିବାକୁ ଭିଡ଼ରେ ବୁଲୁଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ ।…

ଦଶହରା ପାଇଁ ରାଜଧାନୀରେ କଡା ସୁରକ୍ଷା…

ଭୁବନେଶ୍ୱର: ଦଶହରା ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ । ଷଷ୍ଠୀରୁ ଭସାଣୀ, ରାଜଧାନୀ ହେବ ପୋଲିସ ଛାଉଣୀ । ମୁତୟନ ହେବେ ୩୧ ପ୍ଲାଟୁନ ଫୋର୍ସ, ସିସିଟିଭି ନଜରରେ ରହିବ ରାସ୍ତାଘାଟ ଓ ଗଳିକନ୍ଦି । ରାଜଧାନୀରେ ଏଥର ୧୮୮ ଟି ମେଢ଼ ପୂଜା ପାଇବେ । ୬ଟି କଣ୍ଟ୍ରୋଲ ରୁମ ଜରିଆରେ ତଦାରଖ…

ନବରାତ୍ରୀରେ ଘରକୁ ଆଣନ୍ତୁ ଏହିସବୁ…

ନବରାତ୍ରୀ ମା’ ଦୁର୍ଗାଙ୍କର ଏକ ମହାନ ପର୍ବ। ଆଶ୍ୱିନ ମାସର ନବରାତ୍ରୀକୁ ଶାରଦୀୟ ନବରାତ୍ରୀ କୁହାଯାଏ। ଏହି ସମୟରେ କିଛି ଜିନିଷ ଘରକୁ ଆଣିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଏବଂ ମା’ଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ।ନବରାତ୍ରୀର ପ୍ରଥମ ଦିନରେ ମା’ ଦୁର୍ଗାଙ୍କ ମୂର୍ତ୍ତି…

ଆସୁଛନ୍ତି ମା’; ସହିଦ ନଗର ପୂଜା…

ଭୁବନେଶ୍ୱର: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା। ଏଥିପାଇଁ ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଭିନ୍ନ ଡିଜାଇନ୍‌‌ର ତୋରଣ ତଥା ଆଖିଝଲସା ସାଜସଜ୍ଜା ଉପରେ ସବୁ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଗୁରୁତ୍ୱ ଦେଉଥିବା ବେଳେ ସହିଦ ନଗର ପୂଜା ମଣ୍ଡପ ପକ୍ଷରୁ ମଧ୍ୟ ଏଥର…

ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର…

ଭୁବନେଶ୍ୱର: ଦୁର୍ଗାପୂଜା ପାଇଁ କମିସନରେଟ୍ ପୁଲିସର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶାନ୍ତିଶୃଙ୍ଖଳାର ସହ ଦୁର୍ଗାପୂଜା ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ । ଭୁବନେଶ୍ୱରରେ ଚଳିତବର୍ଷ ଦୁର୍ଗାପୂଜାରେ ରାତି ୧୨ଟା ଯାଏଁ ଜାରି ରହିବ ମେଲୋଡ଼ି । ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ…

ଶାରଦୀୟ ଦୁର୍ଗାପୂଜାର କ’ଣ ରହିଛି…

ବିଶ୍ବର ସୃଷ୍ଟି, ସ୍ଥିତି ଓ ପ୍ରଳୟର ମୂଳ ହେଉଛି ମାତୃଶକ୍ତି। ଏହି ଦୃଷ୍ଟିରୁ ମାତୃଶକ୍ତିର ଉପାସନା ବହୁପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସୁଛି। ଯଦ୍ୟପି ବୈଦିକ ସାହିତ୍ୟରେ ମୂର୍ତ୍ତିପୂଜାର ପ୍ରମାଣ ମିଳେ ନାହିଁ, ତଥାପି ଦେବୀସୂକ୍ତ ପରି କେତେକ ସୂକ୍ତ ଓ ମନ୍ତ୍ରରେ ଶକ୍ତିଙ୍କର ଅଲୌକିକ ମହିମା ଓ…

ଜଗତ୍‌ଜନନୀ ମା’ ଦୁର୍ଗା ଧାରଣା କରିଥିବା…

ଶକ୍ତିମୟୀ ଜଗତ୍‌ଜନନୀ ଦୁର୍ଗା। ଦୁର୍ଗା ସପ୍ତଶତୀ ଅନୁସାରେ, ଅସୁରଶକ୍ତିର ବିନାଶ ପାଇଁ ଦେବତାମାନେ ଦେବୀ ଦୁର୍ଗାଙ୍କୁ ନିଜ ନିଜ ଆୟୁଧ ପ୍ରଦାନ କରିଥିଲେ। ଆସନ୍ତୁ ଜାଣିବା, କେଉଁ ଦେବତା ମା’ ଦୁର୍ଗାଙ୍କୁ କେଉଁସବୁ ଅସ୍ତ୍ର ପ୍ରଦାନ କରିଥିଲେ ଏବଂ ତାହାର ମହତ୍ତ୍ବ।ତ୍ରିଶୂଳ: ଭଗବାନ ଶିବ ଦେବୀ…

ପୂଜା ମଣ୍ଡପରେ ମାତିଛନ୍ତି ଲୁଟେରା:…

ଭୁବନେଶ୍ବର: ପାର୍ବଣରେ ମାତିଛନ୍ତି ଦୁର୍ବୃତ୍ତ। ଦୁର୍ଗାପୂଜା ଭିଡ଼ର ଉଠାଉଛନ୍ତି ଫାଇଦା ।  ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରେ ଚୋରି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଏକ ବ୍ଲେଡ୍ ଗ୍ଯାଙ୍ଗ ଠାବ ହୋଇଛି। ରାଜଧାନୀର ବିଭିନ୍ନ ଦୁର୍ଗା ମଣ୍ଡପରୁ ଚୋରି…

ରାଜଧାନୀରେ ପାର୍ବଣ ଭିଡ଼ରେ ନାକେଦମ୍‍…

ଭୁବନେଶ୍ୱର: ରାଜଧାନୀ ରାଜପଥଠାରୁ ଜନପଥ ସବୁଠି ଟ୍ରାଫିକ ସ୍ଥିତି ଅସମ୍ଭାଳ। ପୂଜା ଆରମ୍ଭ ନ ହେଉଣୁ ଆଜିଠୁ ଟ୍ରାଫିକ୍‍ ଅବ୍ୟବସ୍ଥାର ଭୟାନକ ଚିତ୍ର ଦେଖିବାକୁ ମିଳିଲାଣି। ଏମିତି ଟ୍ରାଫିକ ପରିସ୍ଥିତି ଦେଖି ଆଗକୁ ଆହୁରି ଭିଡ଼ ହେବ ବୋଲି ଅନୁମାନ କରାଯାଉଛି। ସହର ଭିଡ଼ରେ ଫସି ନାକେଦମ୍‍ ହେଲେଣି ଲୋକେ।…