ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Dubai

୪୧ ହଜାର କୋଟି ଟଙ୍କାରେ…

ଦୁବାଇ(ଏଜେନ୍ସି): ଦୁବାଇ ମାଟିକୁ ଚାନ୍ଦ ଆଣିବାକୁ ପ୍ରସ୍ତୁତି କରାଯାଉଛି। ଏଥିପାଇଁ ୪୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। କାନାଡା ଉଦ୍ୟୋଗୀ ମାଇକେଲ ହ୍ୟାଣ୍ଡର୍ସନ ୯୦୦ ଫୁଟର ଚନ୍ଦ୍ରର ମଡେଲକୁ ଆକାର ଦେବେ। ଶହେ ଫୁଟ ଉଚ୍ଚ କୋଠା ଉପରେ ଏହି ଚାନ୍ଦ ନିର୍ମାଣ କରାଯିବ। ସୂଚନାଯୋଗ୍ୟ ଯେ ସୁଉଚ୍ଚ…

ଦୁବାଇ ଯିବେ ମୟୂରଭଞ୍ଜ ମହିଳା ସ୍ୱୟଂ…

ବାରିପଦା: ମୟୂରଭଞ୍ଜର ବୁଢ଼ୀ ଅପା ଯିବ ଦୁବାଇ । ମୟୂରଭଞ୍ଜ ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ ବିଷ୍ଣୁପ୍ରୀୟା ଦାସଙ୍କ ପ୍ରୀୟ ନାମ ବୁଢୀ ଅପା । ବାର୍ଦ୍ଧକ୍ୟ ଛୁଇଁ ନଥିଲେ ହେଁ ନିଜର ଦକ୍ଷତା ଓ ସଙ୍ଗଠନର ନେତୃତ୍ୱ ନେଇ ସଫଳତାର ସିଡି ଛୁଇଁ ଥିବା ବିଷ୍ଣୁପ୍ରୀୟା ତାଙ୍କ…

ଏସିଆ କପ: ଆଜି ଭାରତ-ହଂକଂ ମଧ୍ୟରେ…

ଦୁବାଇ: ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଏସିଆ କପ୍‍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାରତ ଆଜି ଅପେକ୍ଷାକୃତ ଦୁର୍ବଳ ହଂକଂକୁ ଭେଟିବ। ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨ଟି ବଲ ବାକି ରଖି ୫ ୱିକେଟରେ ପରାସ୍ତ କରିଥିଲା।…

ଏସିଆ କପ: ଆଜି ସୁପରସଣ୍ଡେର ହାଇଭୋଲଟେଜ…

ଦୁବାଇ: ବିଶ୍ୱ ତଥା ଏସିଆ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‍ କ୍ରିକେଟରେ ମହା ମୁକାବିଲା ରବିବାର ଏଠାରେ ଅନୁଷ୍ଠିତ ହେବ। ଏହି ମୁକାବିଲାରେ ଭାରତର ଆକ୍ରମଣାତ୍ମକ ଖେଳ ଓ ପାକିସ୍ତାନର ନୂଆ ସଫଳତା ମଧ୍ୟରେ ଏକପ୍ରକାର ମୁକାବିଲା ହେବ ବୋଲି ଆଶା…

ଦୁବାଇରେ ବନ୍ୟା ବିତ୍ପାତ; ବୁଡ଼ିଲା ଶହ ଶହ…

ଆବୁଧାବି: ମରୁଭୂମି ସହରରେ ପ୍ରଳୟଙ୍କାରୀ ବନ୍ୟା । ଆରବ ଏମିରେଟରେ ବିତ୍ପାତ ରଚିଛି ବନ୍ୟା। ବର୍ଷା ପାଣିରେ ଉବୁଟୁବୁ ହେଉଛି ସୁନାର ସହର ଦୁବାଇ । ଯୁଆଡେ ଦେଖିବ ସିଆଡେ ଖାଲି ପାଣି ଆଉ ପାଣି। ରାସ୍ତା ଉପରେ ଲହଡି ଭାଙ୍ଗୁଛି ବନ୍ୟା ପାଣି । ବର୍ଷାରେ ଜନଜୀବନ ହୋଇପଡିଛି ଅସ୍ତବ୍ୟସ୍ତ । ପକ୍କା ଚିକ୍କଣ…

ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ…

ଦୁବାଇ: ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଫଳରେ ଭୁବନେଶ୍ୱରରୁ ଦୁବାଇ ଓ ଦୁବାଇରୁ ଭୁବନେଶ୍ୱର ସିଧାସଳଖ ବିନା ଦ୍ୱିଧା ବିନା ଅପେକ୍ଷାରେ ଯାଇପାରିବେ ଲୋକ । ଗତକାଲି ଦୁବାଇରେ ଆୟୋଜିତ ଭବ୍ୟ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଏପରି ଘୋଷଣା…

ଦୁବାଇରେ ମୁଖ୍ୟମନ୍ତ୍ରୀ: ନିବେଶକଙ୍କୁ…

ଆବୁଧାବି: ଦୁବାଇରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟିମ୍ ଓଡ଼ିଶା। ଆଗାମୀ ୨୯ ରେ ଆୟୋଜନ ହେବ ମେକ ଇନ ଓଡ଼ିଶା କନକ୍ଲେଭ। ଏଥିପାଇିଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ମଧ୍ୟପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ପ୍ରକ୍ରିୟାକରଣରୁ ନେଇ…

ଆଇସିସି ଟି-୨୦ ବିଶ୍ୱକପ୍: ଆଜି…

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ରବିବାର ସୁପର୍‌-୧୨ ପର୍ଯ୍ୟାୟ ଗ୍ରୁପ୍‌-୨’ର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଏହି ଗ୍ରୁପ୍‌ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ସେମାନଙ୍କ ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ପରାସ୍ତ…

ସୁନାର ଆଇସ୍‌କ୍ରିମ୍ ! ଦାମ୍ ଜାଣିଲେ…

ଆଇସ୍‌କ୍ରିମ୍ ଖାଇବାକୁ କିଏ ବା ଭଲ ନପାଏ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ, ସମସ୍ତଙ୍କର ଆଇସ୍‌କ୍ରିମ୍ ଅତ୍ୟନ୍ତ ପ୍ରିୟ । ତେବେ ଦୁବାଇରେ ଏଭଳି ଏକ ଆଇସ୍‌କ୍ରିମ୍ ମିଳୁଛି, ଯେଉଁଥରେ ସୁନା ପକାଯାଇ ପରଷା ଯାଉଛି। ଏହାର ଦାମ୍ ୬୦ ହଜାର ଟଙ୍କା ହୋଇଥିବାବେଳେ ୨୦୧୫ ମସିହାରେ…

ଅଜବ ଟ୍ରେଣ୍ଡ୍: ୨୨ କ୍ୟାରେଟ୍‌ର ବଡ଼ା ପାଓ

ସମ୍ପ୍ରତି ଖାଦ୍ୟ ଜିନିଷକୁ ନେଇ ଅଜବ ଟ୍ରେଣ୍ଡ୍ ସବୁ ଦେଖିବାକୁ ମିଳୁଛି। ଏ ଦୃଷ୍ଟିରୁ କିଛି ଖାଦ୍ୟ ପଦାର୍ଥ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେଉଥିବାର ଦେଖାଯାଉଛି। ତେବେ ଏବେ ଏକ ୨୨ କ୍ୟାରେଟ୍ ସୁନାର ବଡ଼ା ପାଓ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଛି। ମୁମ୍ବାଇର ଏହି ପ୍ରସିଦ୍ଧ ତଥା ସ୍ବାଦିଷ୍ଟ…