ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

drowning death

ଗାଧୋଇବାକୁ ଯାଇଥିବାବେଳେ ଡ୍ୟାମରେ ବୁଡି…

ସୁନ୍ଦରଗଡ: ସୁନ୍ଦରଗଡ ସୀମାନ୍ତ କେନ୍ଦୁଝର ଜିଲ୍ଲାର ରୁଗୁଡି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଡ୍ୟାମରେ ବୁଡି ୧୦ ବର୍ଷର ଝିଅ ଓ ୯ ବର୍ଷର ସମ୍ପର୍କୀୟ ଭାଇର ମୃତ୍ୟୁ ଘଟିଛି । ରୁଗୁଡି ଥାନା ଅଧିନସ୍ଥ ଗନ୍ଦଲପଦା ଗ୍ରାମର ଦୁଇ ସମ୍ପର୍କୀୟ ଭାଇ ଓ ଭଉଣୀ କୁଦରସାହି ଡ୍ୟାମକୁ ଗାଧୋଇବାକୁ ଯାଇ ଆଉ ଫେରି…

ଅଜାଙ୍କ ଦଶାହ କର୍ମରେ ପାଣିରେ ବୁଡ଼ି ଦୁଇ…

ସୋର: ଅଜାଙ୍କ ଦଶାହ କର୍ମ ହେଲା କାଳ । ଲଣ୍ଡା ହୋଇ ଗାଧଉଥିଲା ବେଳେ ପାଣିରେ ବୁଡି ଦୁଇ ନାତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୋର ବ୍ଲକ ନଟାପଡା ପଞ୍ଚାୟତ ୱାଦା ଗ୍ରାମରେ। ୱାଦା ଅଞ୍ଚଳର ସ୍ବର୍ଗତ ବିଷ୍ଣୁ ଚରଣ ପାଢ଼ୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ୱାଦା ଗ୍ରାମର ପିତାମ୍ବର…

ରାଜଧାନୀରେ ପୁଣି ପାଣିରେ ବୁଡ଼ି ଜଣେ…

ଭୁବନେଶ୍ବର: ରାଜଧାନୀରେ ଅଘଟଣ।  ପୁଣି ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପଳାଶୁଣି ପ୍ରାଚୀ ବିହାରରେ ଘଟିଛି ଏଭଳି ଅଭାବନୀୟ ଅଘଟଣ । ବଢ଼େଇ ଠାକୁରାଣୀ ନିକଟ ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି।

ଗାଧୋଉଥିବାବେଳେ ନଦୀରେ ବୁଡ଼ି ୩…

ଭଦ୍ରକ: ଭଦ୍ରକ ଜିଲ୍ଲା ସାତଭଉଣୀ ନିକଟ ନାଳିଆ ଘାଟରେ ଅଭାବନୀୟ ଘଟଣା ଘଟିଛି। ନଦୀରେ ଗାଧୋଉଥିବାବେଳେ ୪ ଜଣ ଛାତ୍ର ବୁଡି ଯାଇଥିଲେ। ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ୩ ଜଣ ଛାତ୍ରଙ୍କର ମୃତ୍ଯୁ ଘଟି ସରିଥିବା ଡାକ୍ତର…

ଦେବୀ ନଦୀରେ ଗାଧୋଇଲା ବେଳେ ଭାସିଯାଇ ୩…

ଜଗତସିଂହପୁର: ଦେବୀ ନଦୀରେ ଭାସିଯାଇ ୩ ଛାତ୍ର ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ମାଛଗାଁ ନିକଟ ଦେବୀ ନଦୀରେ ଗାଧୋଇଲା ବେଳେ ଉକ୍ତ ୩ ଛାତ୍ର ଭାସିଯାଇ ନିଖୋଜ ହୋଇ ଯାଇଛନ୍ତି। ଖବର ପାଇ ଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ଖୋଜାଖୋଜି ଚାଲିଛି । ନିଖୋଜ ୩ ଛାତ୍ର ଭୁବନେଶ୍ବରରୁ ଆସିଥିବା ସୂଚନା ।

ପୋଖରୀରେ ବୁଡି ନାବାଳକର ମୃତ୍ୟୁ

କାମାକ୍ଷାନଗର: ପୋଖରୀରେ ବୁଡି ନାବାଳକ ମୃତ୍ୟୁ। ମୃତକ ହେଲେ କାମାକ୍ଷାନଗର ଥାନା ଆଲୁଅଝରଣ ଗ୍ରାମର ସୁରେଶ ବିଶ୍ବାଳଙ୍କ ୧୧ ବର୍ଷର ପୁଅ ଆୟୁଷ ବିଶ୍ବାଳ। ସେ ଘର ପାଖରେ ଥିବା ପୋଖରୀ ନିକଟରେ ଖେଳୁଥିଲେ। ଅସାବଧାନତା ଯୋଗୁ ପୋଖରୀରେ ବୁଡିଯାଇଥିଲେ। ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାରକରି…

ଗାଧୋଉଥିବା ବେଳେ ପୋଖରୀରେ ବୁଡି ନାବାଳକର…

ଅଁଳାବେରେନି: ପୋଖରୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ବୁଡି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗ୍ରାମ ଜୁଆଙ୍ଗ ସାହିର ବିଭୁତି ପଧାନଙ୍କ ୧୦ବର୍ଷର ପୁଅ ପ୍ରଭାକର ପଧାନ।ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ ଟା ବେଳକୁ ପ୍ରଭାକର ଓ ତାଙ୍କ…

ଗଣେଶ ପୂଜାରେ ଅଘଟଣ: କୁଆଖାଇ ନଦୀରେ…

ଭୁବନେଶ୍ବର: କୁଆଖାଇ ନଦୀର ବୁଡି ଦୁଇ ଜଣ ଛାତ୍ର  ନିଖୋଜ ଅଛନ୍ତି। କଟକ ପ୍ରତାପନଗରୀ ନିକଟରେ ଗାଧୋଉଥିବା ବେଳେ ୨ଜଣ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ଉଦ୍ଧାର ପାଇଁ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ।ସୂଚନା ଅନୁଯାୟୀ, ପାଞ୍ଚ ଜଣ ଛାତ୍ର ସାଙ୍ଗ ହୋଇ ପ୍ରତାପନଗରୀ ନିକଟରେ ଥିବା…

୩୬ଘଣ୍ଟା ପରେ ଡେରଜାଙ୍ଗ ଡ୍ୟାମ୍‌ରୁ…

ଅନୁଗୁଳ : ୩୬ ଘଣ୍ଟା ପରେ ମିଳିଲା ସ୍ଥାନୀୟ ଡେରଜାଙ୍ଗ ଜଳ ଭଣ୍ଡାରରେ ବୁଡ଼ି ଯାଇଥୁବା ଯୁବଇଞ୍ଜିନିୟରଙ୍କ ମୃତଦେହ । ଦୀର୍ଘ ସମୟ ଧରି ଓଡ୍ରାଫ ଓ ଅଗ୍ନିଶମ ବିଭାଗ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ବିଫଳ ହୋଇଥିବା ବେଳେ ଆଜି ତାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଅଗ୍ନିଶମ…

କୁଆଖାଇ ନଦୀରେ ବୁଡି ବୃଦ୍ଧା ମୃତ 

ନନ୍ଦନକାନନ: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବାରିମୁଣ୍ଡ ଗ୍ରାମର ଟିକେଇ ବାରିକ ନାମକ ଜଣେ ବୃଦ୍ଧା କୁଆଖାଇ ନଈରେ ବୁଡିଯାଇ ମୃତ୍ୟୁ ହୋଇଥିବା  ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ସେ ବାରିମୁଣ୍ଡ ରାମଗଡ଼ ସାହିରେ ରୁହନ୍ତି ।ସୂଚନା ଅନୁଯାୟୀ,  ଆଜି ମଧ୍ୟାହ୍ନ ସମୟରେ ରାମଗଡ଼ ସାହିସ୍ଥିତ କୁଆଖାଇ ନଈ…