Browsing Tag

drowning death

ଗାଧୋଉଥିବା ବେଳେ ପୋଖରୀରେ ବୁଡି ନାବାଳକର…

ଅଁଳାବେରେନି: ପୋଖରୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ବୁଡି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗ୍ରାମ ଜୁଆଙ୍ଗ ସାହିର ବିଭୁତି ପଧାନଙ୍କ ୧୦ବର୍ଷର ପୁଅ ପ୍ରଭାକର ପଧାନ। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ ଟା ବେଳକୁ ପ୍ରଭାକର ଓ ତାଙ୍କ…

ଗଣେଶ ପୂଜାରେ ଅଘଟଣ: କୁଆଖାଇ ନଦୀରେ…

ଭୁବନେଶ୍ବର: କୁଆଖାଇ ନଦୀର ବୁଡି ଦୁଇ ଜଣ ଛାତ୍ର  ନିଖୋଜ ଅଛନ୍ତି। କଟକ ପ୍ରତାପନଗରୀ ନିକଟରେ ଗାଧୋଉଥିବା ବେଳେ ୨ଜଣ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ଉଦ୍ଧାର ପାଇଁ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି । ସୂଚନା ଅନୁଯାୟୀ, ପାଞ୍ଚ ଜଣ ଛାତ୍ର ସାଙ୍ଗ ହୋଇ ପ୍ରତାପନଗରୀ ନିକଟରେ ଥିବା…

୩୬ଘଣ୍ଟା ପରେ ଡେରଜାଙ୍ଗ ଡ୍ୟାମ୍‌ରୁ…

ଅନୁଗୁଳ : ୩୬ ଘଣ୍ଟା ପରେ ମିଳିଲା ସ୍ଥାନୀୟ ଡେରଜାଙ୍ଗ ଜଳ ଭଣ୍ଡାରରେ ବୁଡ଼ି ଯାଇଥୁବା ଯୁବଇଞ୍ଜିନିୟରଙ୍କ ମୃତଦେହ । ଦୀର୍ଘ ସମୟ ଧରି ଓଡ୍ରାଫ ଓ ଅଗ୍ନିଶମ ବିଭାଗ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ବିଫଳ ହୋଇଥିବା ବେଳେ ଆଜି ତାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଅଗ୍ନିଶମ…

କୁଆଖାଇ ନଦୀରେ ବୁଡି ବୃଦ୍ଧା ମୃତ 

ନନ୍ଦନକାନନ: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବାରିମୁଣ୍ଡ ଗ୍ରାମର ଟିକେଇ ବାରିକ ନାମକ ଜଣେ ବୃଦ୍ଧା କୁଆଖାଇ ନଈରେ ବୁଡିଯାଇ ମୃତ୍ୟୁ ହୋଇଥିବା  ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ସେ ବାରିମୁଣ୍ଡ ରାମଗଡ଼ ସାହିରେ ରୁହନ୍ତି । ସୂଚନା ଅନୁଯାୟୀ,  ଆଜି ମଧ୍ୟାହ୍ନ ସମୟରେ ରାମଗଡ଼ ସାହିସ୍ଥିତ କୁଆଖାଇ ନଈ…

ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ କାନାଗୁଡା ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜେଜେ ଓ ନାତିଙ୍କ ମୃତ୍ୟୁ ଘଟିଛି। ଜେଜେଙ୍କ ନାଁ  ଲବ ହରିଜନ  ହୋଇଥିବା ବେଳେ ନାତିଙ୍କ ନାଁ ୟସ ହରିଜନ। ସୂଚନା ଅନୁଯାୟୀ, ଜେଜେ ଲବ ଜମିରେ…

ନଦୀରେ ଗାଧୋଇବା ବେଳେ ଅଘଟଣ, ବଢ଼ି…

ଟାଙ୍ଗି: ନଦୀରେ ଗାଧୋଇବା ବେଳେ ଅଘଟଣ। ବଢ଼ି ପାଣିରେ ଭାସିଗଲେ ନାବାଳକ। ଭାସି ଯାଇଥିବା ନାବାଳକ ହେଉଛନ୍ତି ଟାଙ୍ଗି ଛକଡିପୁ ଗାଁର ବିଜୁ ସାସମଲ। ୪ ଜଣ ସାଙ୍ଗ ଭରତ ଦାସ ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ଭାସିଯାଇଥିଲେ ବିଜୁ। ୪ ଜଣ ସାଙ୍ଗଙ୍କ ମଧ୍ୟରୁ ବିଜୁ ପ୍ରଥମେ ପାଣିଲେ ପଶିଥିଲେ। ଏହି ସମୟରେ…

ମାମୁ ଘରକୁ ରଜ ପାଳିବାକୁ ଆସି ପୋଖରୀରେ…

ଖୋର୍ଦ୍ଧା: ଧୁମଧାମରେ ପାଳନ ହେଉଛି ରଜ ପର୍ବ।  ମାମୁ ଘରକୁ ରଜ ପାଳିବାକୁ ଆସି ପୋଖରୀରେ ବୁଡ଼ି ଭଣଜାର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟ ଛୋଟରାୟପୁର ଗାଁରେ। ମୃତ୍ଯୁ ଘଟିଥିବା ଭଣଜାର ନାଁ ଆୟୁଷ ପଟ୍ଟନାୟକ। ସୂଚନା ଅନୁଯାୟୀ, ଆୟୁଷ ଓ ଆଉ ଜଣେ…

ଯମୁନା ନଦୀରେ ଗାଧୋଇବା ବେଳେ…

ହରିୟାଣା : ହରିୟାଣା ଯମୁୁନାନଗରରେ ଘଟିଛି ଅଘଟଣ । ଏଠାରେ ଯମୁନା ନଦୀରେ ମିଶିଥିବା ୱେଷ୍ଟର୍ଣ୍ଣ କେନାଲକୁ ୧୦ ଜଣ ଯୁବକ ଗାଧୋଇବାକୁ ଯାଇଥିବାବେଳେ ୫ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ପ୍ରାଣ ବଞ୍ଚାଇବାକୁ ୫ଜଣ ଯୁବକ ପାଣି ଭିତରକୁ ଡେଇଁପଡିଥିଲେ ।…

ଗାଧୋଇବା ବେଳେ ପାଣିରେ ବୁଡି ଭାଇଭଉଣୀଙ୍କ…

ଫୁଲବାଣୀ: ଟିକାବାଲି ଥାନା ଛତିଝର ଗାଁରେ ରବିବାର ଅଭାବନୀୟ ଘଟଣା ଘଟିଯାଇଛି। ସାଲୁଙ୍କୀ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଭାଇଭଉଣୀଙ୍କ ମୃତ୍ଯୁ ଘଟିଛି। ଭାଇର ବୟସ ୫ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୪ ବର୍ଷ ବୋଲି ଜଣାପଡ଼ିଛି। ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଟିକାବାଲି ମେଡିକାଲ ଡାକ୍ତର। ପୁଲିସ…

ମହାନଦୀ ଯୋବ୍ରା ବ୍ୟାରେଜ ନିକଟରେ ୩ ଜଣ…

କଟକ: ମହାନଦୀ ଯୋବ୍ରା ବ୍ୟାରେଜ ନିକଟରେ ୩ ଜଣ ବୁଡ଼ିଯିବା ଘଟଣା । ଆଜି ଦ୍ୱିତୀୟ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛି ଉଦ୍ଧାରକାରୀ ଟିମ୍। ନିଖୋଜ ଦୁଇ ଜଣଙ୍କ ମଧ୍ୟରୁ ଆୟୁର୍‌ ଖାନ୍‌ଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ୩ ଜଣ ସାଙ୍ଗ ଗାଧୋଇବାକୁ ଆସି ମହାନଦୀରେ…