ଚା’ ପିଇ ୩୩ ବର୍ଷ
କେବଳ ଚା’ ପିଇ ୩୦ ବର୍ଷ ଧରି ଜୀବିତ ଅଛନ୍ତି ଛତିଶଗଡ଼ର ୪୪ ବର୍ଷୀୟ ମହିଳା ପିଲ୍ଲୀ ଦେବୀ। ସେ କେବଳ ଚା’ ପିଉଛନ୍ତି ଅନ୍ୟ କିଛି ବି ଖାଉ ନାହାନ୍ତି କି ପିଉ ନାହାନ୍ତି। ଆଶ୍ଚର୍ଯ୍ଯର ବିଷୟ ତାଙ୍କଠାରେ କୌଣସି ପ୍ରକାର ରୋଗର ଲକ୍ଷଣ ଦେଖିବାକୁ ମିଳି ନାହିଁ । ତାଙ୍କର ଏଭଳି ସଉକକୁ ଦେଖି ସେ ଏବେ ’ଚାଏ…