ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Dr. Arun Kumar Sahoo

‘ଓଡ଼ିଶା ଲୋକଙ୍କ ସ୍ୱାର୍ଥ ପାଇଁ…

ଭୁବନେଶ୍ବର: ଶେଷ ହୋଇଛି ନବୀନ ନିବାସରେ ବସିଥିବା ଦୀର୍ଘ ସାଢେ ୩ ଘଣ୍ଟାକ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଏକାଧିକ ବିଷୟ ଉପରେ ଆଲୋଚନା କରାଯାଇଛି। ବୈଠକ ସମାପ୍ତ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ବରିଷ୍ଠ ବିଜେଡି ନେତା…

ବିରୋଧୀଙ୍କୁ କଡ଼ା ଜବାବ ଦେଲେ ବିଜେଡି…

ଭୁବନେଶ୍ବର: କ୍ୟାବିନେଟ ନିଷ୍ପତ୍ତି ପରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଗୃହରେ ବିରୋଧୀ ଡ୍ରାମା କରୁଛନ୍ତି। ବିଜେପି ଓ କଂଗ୍ରେସ ଏପରି ଡ୍ରାମା କରି ଦେଶରୁ ସଫା ହୋଇଯିବେ। ଆଦିବାସୀଙ୍କ ପାଇଁ କିଛି ନକରି କଂଗ୍ରେସ ଦେଶରେ ସଫା ହୋଇଛି । ବିଜେପି ମଧ୍ୟ ଏଥର ସଫା ହୋଇଯିବ…

ଗୃହକୁ ଅଚଳ କରିବା ବିରୋଧୀଙ୍କ ନିତିଦିନିଆ…

ଭୁବନେଶ୍ବର: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ୩ୟ ଦିନ ।  ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ହେବାର ଥିଲା। ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ ହୋଇଛି। ଗୃହକୁ ଅଚଳ କରିବାର କୌଣସି କାରଣ ନାହିଁ  ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ…

କୋଟିଆ ଓ ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ…

ଭୁବନେଶ୍ବର: କୋଟିଆ ଓ ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସୀମା ବିବାଦ ସମାଧାନ କରିବା ଦାୟିତ୍ୱ କେନ୍ଦ୍ର ସରକାରର। କୋଟିଆ ପ୍ରସଙ୍ଗରେ ବିରୋଧୀ ଡ୍ରାମା କରୁଛନ୍ତି ବୋଲି ଅରୁଣ ସାହୁ କହିଛନ୍ତି। ତାଙ୍କର ତିନି ଜଣ କେନ୍ଦ୍ର ମନ୍ତ୍ରୀ ଓ ୮ ଜଣ…

ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇବ ବରକନ୍ୟା…

ନୟାଗଡ଼ : ଜଙ୍ଗଲ ଓ ପାହାଡ଼ ଘେରା ନୟାଗଡ଼ ଜିଲ୍ଲା ପାକୃତିକ ସମ୍ଭାରରେ ପରିପୂର୍ଣ୍ଣ। ଅନେକ ନଦୀ ନାଳ ଓ ପାହାଡ଼ ପର୍ବତ ଜିଲ୍ଲାକୁ ଆଚ୍ଛାଦିତ କରି ରଖିଛି। କିଛିବର୍ଷ ତଳେ ଶିମିଳି ଝରଣା ଲୋକଲୋଚନକୁ ଆସି ଲୋକପ୍ରିୟ ହୋଇଥିବା ବେଳେ ଏବେ ବରକନ୍ୟା ଝରଣା ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି। ନୟାଗଡ଼ ଜିଲ୍ଲା…

ଅନ୍ଧାରିମୂଲକରୁ ଉଦ୍ଧାର କେବେ: ଜିଲ୍ଲାର…

ନୟାଗଡ଼: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଅନେକ ଗାଁ ବିଦ୍ୟୁତ୍‍ ସଂଯୋଗ ପାଇବାରୁ ବଞ୍ଚିତ ହୋଇଛି। ଏହି ଗାଁଗୁଡ଼ିକରେ ବିଦ୍ୟୁତ୍‍ ଆଲୋକ ଦେଖାଇବା ପାଇଁ ସୋଲାର ପ୍ରକଳ୍ପ ମାଧ୍ୟମରେ କରାଯାଇଥିବା ପ୍ରୟାସ ଫେଲ୍‍ ମାରିଛି। ଅନ୍ଧାରି ମୂଲକରେ ରହୁଥିବା ପରିବାରଗୁଡ଼ିକ ସୋଲାର ପ୍ରକଳ୍ପକୁ ଦେଖି ଡିବିରି…

ବେକାରୀରୁ ସଫଳ ଚାଷୀ: ୧୦ଟି ପରିବାରକୁ…

ଅନୁଗୁଳ:ସରକାରୀ ଯୋଜନାର ସଠିକ ସୁଯୋଗ ନେଇ ଜଣେ ସଫଳ ଓ ବୃହତ ଚାଷି ହେବାର ସୌଭାଗ୍ୟ ସମସ୍ତଙ୍କୁ ମିଳେ ନାହିଁ। ହେଲେ ଅନୁଗୁଳ ଜିଲ୍ଲାର ଏମିତି ଜଣେ ଯୁବ ଚାଷି ଯିଏ ୫ବର୍ଷ ପୂର୍ବେ ବେକାର ହୋଇ ବୁଲୁଥିଲେ ଆଜି ଜଣେ ନାମୀ ଓ ଦାମୀ ଚାଷୀ ହୋଇ ପାରିଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ କୃଷକ କଲ୍ୟାଣ ଯୋଜନାରେ…

ରାଜ୍ୟରେ ଆରମ୍ଭ ହେଲା ଅଣ୍ଡର୍‌ ଗ୍ରାଜୁଏଟ…

ଭୁବନେଶ୍ୱର: ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗୁରୁବାକ ଇ-ଲେକ୍‌ଚର ଲୋକାର୍ପିତ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏହାକୁ ଲୋକାର୍ପିତ କରିଛନ୍ତି । ଇ-ଲେକଚର ଦ୍ଵାରା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ନିଶୁଳ୍କ ସେବା ପାଇପାରିବେ ବୋଲି କହିଛନ୍ତି ମନ୍ତ୍ରୀ । ରାଷ୍ଟ୍ରୀୟ…

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି…

ନୟାଗଡ଼ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଖିମୁଠି ଅନୁକୂଳ କରିଛନ୍ତି। ନୟାଗଡ଼ ବ୍ଳକ ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତ ଖେଡ଼ପଡ଼ାଠାର ଅଖିମୁଠି ଅନୁକୁଳ କରି କୃଷି ଓ…

ରାଜ୍ଯରେ ବଢୁଛି ମାଣ୍ଡିଆ ଚାହିଦା, ମନ…

ଭୁବନେଶ୍ୱର: ଓଡ଼ିଆଙ୍କ ମନ ଜିଣୁଛି ମିଲେଟ ମିଶନ। ଦିନକୁ ଦିନ ବଢୁଛି ମାଣ୍ଡିଆ ଚାହିଦା । ୨୦୧୮-୧୯ରେ ୫ ହଜାର ୭୪୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଥିବା ବେଳେ ୨୦୨୦-୨୧ରେ ୨୪ହଜାର ୩୨୪ ଚାଷୀ ମାଣ୍ଡିଆ ଚାଷ କରିଛନ୍ତି। ସେହିପରି ମାଣ୍ଡିଆ ଉତ୍ପାଦନ ବଢିଛି । ୨୦୧୮-୧୯ରେ ୧୮ ହଜାର କୁଇଣ୍ଟାଲ, ୨୦୧୯-୨୦ରେ ୯୪…