ଏଥର ଜମିବ ଜଳଖିଆ: ବଜାରକୁ ଆସିଲା ଦୋସା…
ନୂଆଦିଲ୍ଲୀ: ଟେକ୍ନୋଲୋଜିର ବ୍ଯବହାର ଦିନିକୁ ଦିନ ବଢିବାରେ ଲାଗାଛି। ଏବେ ରୋଷେଇଘରେ କାମର ଚାପକୁ ହ୍ରାସ କରିବା ପାଇଁ ମଧ୍ଯ ବିଭିନ୍ନ ଟେକ୍ନୋଲୋଜି ଆସିଲାଣି। ହେଲେ ଏହାରି ଭିତରେ ବଜରାକୁ ଏଭଳି ମେସିନ ଅସିଛି। ଯାହାର ନାଁ ଦୋସା ପ୍ରିଣ୍ଟର। ଏଥିରେ ଦୋସା ପ୍ରିଣ୍ଟ କରାଯାଇ ପାରିବ। ଏହା ଆମକୁ…