ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Donald Trump

ନିର୍ବାଚନ ଜାଲିଆତି ମାମଲା: ଗିରଫ ହେଲେ…

ଓ୍ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ । ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଚେଷ୍ଟା କରଥିବା ଅଭିଯୋଗରେ ଗିରଫ ହେଲେ ଡୋନାଲ୍ଡ ଟ୍ରମ୍ପ। ତେବେ ୨୦ ମିନିଟ୍ ଜେଲରେ ରହିବା ପରେ ତାଙ୍କୁ ମୁକ୍ତ କରାଯାଇଛି । ୨ ଲକ୍ଷ ଡଲାର ବଣ୍ଡରେ ଟ୍ରମ୍ଫଙ୍କୁ…

ଉଠିଲା ବ୍ୟାନ, ଦୀର୍ଘ ଦୁଇ ବର୍ଷ ପରେ…

ଓ୍ୱାଶିଂଟନ: ଫେସବୁକ୍ ଓ ୟୁଟ୍ୟୁବକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ବିଭିନ୍ନ ବିବାଦୀୟ ବୟାନବାଜି କାରଣରୁ ତାଙ୍କୁ ଦୁଇ ବର୍ଷ ତଳେ ଫେସବୁକ ଓ ୟୁଟ୍ୟୁବରୁ ହଟାଇଦିଆଯାଇଥିଲା । ଗତ ୨୦୨୧ ଜାନୁଆରୀରେ ଓ୍ବାଶିଂଟନରେ ହଙ୍ଗାମା ସୃଷ୍ଟି କାରଣରୁ ତାଙ୍କୁ ହଟାଇ ଦେଇଥିଲେ ଦୁଇ…

୨ ବର୍ଷ ପରେ ସକ୍ରିୟ ହେଲା ଡୋନାଲ୍ଡ…

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଭୟ ଫେସବୁକ ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ରିଷ୍ଟୋର୍‌ କରିଛି ମେଟା । ବ୍ୟାନ୍‌ ହେବାର ପ୍ରାୟ ୨ ବର୍ଷ ପରେ ଟ୍ରମ୍ପଙ୍କ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ରିଷ୍ଟୋର୍‌ ହୋଇଛି ବୋଲି ମେଟା ପକ୍ଷରୁ ଘୋଷଣା ହୋଇଛି।୨୦୨୧…

ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଫେରିବେ…

ନୂଆଦିଲ୍ଲୀ: ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏ ନେଇ ମେଟା ପକ୍ଷରୁ ଘୋଷଣା କରାଯାଇଛି । ମେଟା ଗ୍ଲୋବାଲ ଆଫେୟାର୍ସର ସଭାପତି ନିକ କ୍ଲେଗ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ନିଲମ୍ବନ ଏକ ଅସାଧାରଣ ନିଷ୍ପତ୍ତି ଅଟେ । ନେତାମାନେ କଣ କହୁଛନ୍ତି…

ଟ୍ୱିଟରକୁ ଫେରିଲେ ଆମେରିକାର ପୂର୍ବତନ…

ନୂଆଦିଲ୍ଲୀ : ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ଆକ୍ଟିଭ ହୋଇଛି। ରବିବାର ଏନେଇ ସୂଚନା ଦେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ। ଜନମତରେ ବିଜୟୀ ହେବା ପରେ ଟ୍ରମ୍ପ ପୁଣି ଥରେ ଟ୍ୱିଟର୍‌କୁ ଫେରିଛନ୍ତି।…

ଭାରତ ଓ ଆମେରିକା ସବ୍‌ସେ ଅଚ୍ଛେ…

ୱାଶିଂଟନ: ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ​​କେଉଁ ନେତାମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ ତହା ଏବେଠୁ ଆକଳନ କରିବା ଭୁଲ ପ୍ରମାଣିତ ହେବ। ତେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିରୁ ପୁଣି ଥରେ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ, ସେ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ…

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବାସଭବନରେ ଚଢାଉ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ବାସଭବନରେ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ( ଏଫବିଆଇ ) ପକ୍ଷରୁ ଟ୍ରମ୍ପଙ୍କ ବାସଭବନରେ ଚଢଉ କରାଯାଇଛି । ଏନେଇ ଟ୍ରମ୍ପ ନିଜେ  ସୂଚନା ଦେଇଛନ୍ତି।ଟ୍ରମ୍ପ କହିଛନ୍ତି ଯେ,…

ରୁଷିଆରେ ପ୍ରବେଶ ପାଇଁ ଟ୍ରମ୍ପଙ୍କୁ…

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ବିଶ୍ବ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ଆଣି ଚାଲିଥିଲା ବେଳେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ କୂଟନୈତିକ ଧାରାକୁ ମଧ୍ୟ ଓଲଟପାଲଟ କରିଦେଇଛି। ଇତି ମଧ୍ୟରେ ଅନେକ ରାଷ୍ଟ୍ର ରୁଷିଆ ବିରୋଧରେ ପଦକ୍ଷେପ ନେଇ ଏହାର କୂଟନୀତିଜ୍ଞମାନଙ୍କୁ ବିଦା କରିଦେଇଛନ୍ତି।…

ଟ୍ରମ୍ପ ଲଞ୍ଚ କରିବେ ନିଜର ସୋସିଆଲ ମିଡିଆ…

ୱାଶିଂଟନ୍‌ : ପୁଣି ସୋସିଆଲ ମିଡିଆରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଣ୍ଟ୍ରି । ବିଭିନ୍ନ ସୋସିଆଲ ମିଡିଆ ତାଙ୍କ ଆକାଉଣ୍ଟକୁ ବ୍ୟାନ କରିବା ପରେ ‘ଟ୍ରୁଥ ସୋସିଆଲରେ କମବ୍ୟାକ୍‌ କରିବାକୁ ଯାଉଛନ୍ତି ଟ୍ରମ୍ପ । ଏହା ତାଙ୍କର ନିଜସ୍ବ ସୋସିଆଲ ମିଡିଆ ପ୍ଲାଟଫର୍ମ । ଯାହାକି ଟ୍ବିଟର…