ଅଭିନେତା ଦିଲୀପ କୁମାରଙ୍କ 98 ବର୍ଷ…
ମୁମ୍ବାଇ: ବୁଧବାର ୯୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଦିଲୀପ କୁମାର । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଆଜି ସକାଳେ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଦିଲୀପଙ୍କ ନିଧନରେ ଶୋକରେ ଡୁବି ଯାଇଛି ମାୟାନଗରୀ । ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସକାଳ ୭ଟା ୩୦…