ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Diesel

ପେଟ୍ରୋଲ୍‌, ଡିଜେଲ୍‌ ଉପରେ ଲାଗିବ…

ନୂଆଦିଲ୍ଲୀ : ଦୀର୍ଘ ଦିନ ହେବ ଖୁବ୍‌ ଉପରେ ରହିଥିବା ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଖାଉଟି ବେହାଲ। ତେଲ ଦର ବୃଦ୍ଧି ଯୋଗୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଖୁବ୍‌ ଉପରେ। ଏହି ଦର ବୃଦ୍ଧିରୁ ଖାଉଟିଙ୍କୁ ନିସ୍ତାର ଦେବାକୁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କମ୍‌ କରିବାକୁ ବିଚାର…

୪ ମାସରେ ଅଶୋଧିତ ତୈଳ ୩୦% କମିଲାଣି :…

ନୂଆଦିଲ୍ଲୀ : ଦେଶରେ ତେଲ ଦର ଏବେ ବି ଉଚ୍ଚ ସ୍ତରରେ ରହିଛି। ଦେଶର ସବୁ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଥିବାବେଳେ ଡିଜେଲ ମୂଲ୍ୟ ୯୦ ଟଙ୍କା ଉପରେ ରହିଛି। ଘରୋଇ ବଜାରରେ ତେଲ ଦରକୁ ନେଇ ଖାଉଟିଙ୍କ ଅସନ୍ତୁଷ୍ଟ ଚରମସୀମାରେ ପହଞ୍ଚିଛି। ଅପରପକ୍ଷେ ଦେଶରେ ତେଲ ଦର ବୃଦ୍ଧି ଯୋଗୁ ପେଟ୍ରୋଲ…

ଖସିଲା ଅଶୋଧିତ ତେଲ ଦର : ଦେଶରେ କମିବ…

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରୁ ସାଧାରଣ ଖାଉଟିଙ୍କୁ ଆଶ୍ବସ୍ତି ମିଳିବା ସମ୍ଭାବନା ଦେଖାଦେଇଛି। ଏହାର ମୁଖ୍ୟ କାରଣ ହେଉଛି ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃହତ୍‌ ହ୍ରାସ। ବିଶ୍ବ ତୈଳ ବଜାରକୁ ଏବେ ମାନ୍ଦାବସ୍ଥା ଭୟ ଘାରିଛି। ଏହାର ପ୍ରଭାବରେ ନିକଟରେ ବ୍ୟାରେଲ ପିଛା ୧୨୩ ଡଲାର…

ଶ୍ରୀଲଙ୍କାରେ ପେଟ୍ରୋଲ ଡିଜେଲ ସଙ୍କଟ, ଆଉ…

ନୂଆଦିଲ୍ଲୀ : ଘୋର ଆର୍ଥ଄କ ସଙ୍କଟ ଦେଇ ଗତି କରୁଥÒବା ଶ୍ରୀଲଙ୍କାରେ ପେଟ୍ରୋଲ ଡିଜେଲ ସଙ୍କଟ ଦିନକୁ ଦିନ ସାଂଘାତିକ ରୂପ ବନବାରେ ଳାଗିଛି। ୨୨ ନିୟୁତ ଲୋକଙ୍କ ନେଇ ଗଠିତ ଏହି ଦେଶ ବିଗତ ସାତ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟର ମୁକାବିଲା କରୁଛି। ଶ୍ରୀଲଙ୍କା ନିକଟରେ ଆଉ ମାତ୍ର ୫ ଦିନ ପାଇଁ…

ଶସ୍ତା ହେଲା ପେଟ୍ରୋଲ-ଡିଜେଲ, ତୈଳ ଦର…

ନୂଆଦିଲ୍ଲୀ : ମିଳିଲା ବଡ ଆଶ୍ବସ୍ତି। ତେଲ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଜନତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା, ଡିଜେଲ ୭ ଟଙ୍କା ହ୍ରାସ କରାଯାଇଛି । ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟୁଇଟ କରି ଘୋଷଣା…