ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

dhenkanal

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ଶକ୍ତି ସୁଗାର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ ଆରୋହୀଙ୍କୁ ଚାପିଦେଲା ଟ୍ରକ। ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ଗଈ ମଧ୍ୟ ଉକ୍ତ ଟ୍ରକ ଧକ୍କାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତକ ବାଇକ…

ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ…

କଲେଜ ପଢୁଆ ବିବାହିତା ଛାତ୍ରୀଙ୍କୁ ଗଣ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଅନ୍ତର୍ଗତ ବାରୁଆ ଛକରେ କଲେଜ ପଢୁଆ ବିବାହିତା ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ସ୍ବାମୀ ଆଗରେ ୫ ଜଣ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହେଇଛି। କଲେଜ ଛୁଟି ପରେ ନିଜ ଘର କାଳିଆପାଣିକୁ ସ୍ବାମୀ ସହିତ ଯାଉଥିବା ବେଳେ ୫ଜଣ ବଳ ପୂର୍ବକ ଦୁଷ୍କର୍ମ କରିଥିବା ପିଡୀତା…

କେନାଲରେ ବୁଡି ସ୍ୱାମୀ ମୃତ୍ୟୁ, ସ୍ତ୍ରୀ…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ସ୍ତ୍ରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ମୃତକଙ୍କ ନାଁ ଧୁଶାସନ ସାହୁ  (୭୦) ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନାଁ…

ଶୋଇଥିବା ବେଳେ ମା’ ଓ ପୁଅଙ୍କ…

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ହାବିରୋଡ ଥାନା ଅନ୍ତର୍ଗତ କୁଟୁରିଆ ଯାତ୍ରାପଡିଆରେ ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଶୋଇଥିବା ବେଳେ ଏକ ଟ୍ରକ ମା' ଓ ପୁଅଙ୍କ ଉପରେ ମାଡ଼ିଯାଇଛି। ଏହି ସମୟରେ ଅଳ୍ପକେ ୪ଜଣ ବର୍ତ୍ତି ଯାଇଛନ୍ତି। ମା' ଓ ପୁଉଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି…

ଭିଜିଲାନ୍ସ ଜାଲରେ ପ୍ରଥମ ବାଟାଲିୟନ…

କଟକ: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଢେଙ୍କାନାଳ ପ୍ରଥମ ବାଟାଲିୟନ କମାଣ୍ଡାଣ୍ଟ ସୁନୀଲ କୁମାର ବେହେରା। ଭିଜିଲାନ୍ସର ଏକ ଟିମ୍‌‌ ତାଙ୍କ ଗାଡ଼ିକୁ କଟକ ମଧୁସୂଦନ ସେତୁ ନିକଟରେ ଅଟକାଇ ଗାଡ଼ିରୁ ପ୍ରାୟ ୧ ଲକ୍ଷ ୩୧ ହଜାର ୫୩୫ ଟଙ୍କା ନଗଦ ଅର୍ଥ ଜବତ କରିଛି। ଏହି ଅର୍ଥ ବେଆଇନ ଭାବେ ଶ୍ରୀ ବେହେରା…

ଗାଧାଉଥିବା ବେଳେ ବୁଡି ଗଲେ ୨ ଶିଶୁ, ଜଣେ…

ଢେଙ୍କାନାଳ: ଢେଙ୍କାନାଳ ସହରର ଲକ୍ଷ୍ମୀ ବଜାରର ମଲ୍ଲାସାହିରେ ଘଟିଛି ଅଭାବନୀୟ ଘଟଣା । ମଲ୍ଲାସାହିର ଦୁଇ ଜଣ ଶିଶୁ ସାହି ପୋଖରୀରେ ଗାଧାଉଥିବା ବେଳେ ବୁଡି ଯାଇଥିଲେ। ତେବେ ସ୍ଥାନୀୟ ଲୋକେ ଶିଶୁମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଜଣେ…

କୂଅ ସଫା କରୁଥିବାବେଳେ ଶ୍ବାସରୁଦ୍ଧ ହୋଇ…

କାମାକ୍ଷାନଗର: କୂଅରେ ସଫା କରୁଥିବା ବେଳେ ଅଘଟଣ । ଚାଲିଗଲା ଦୁଇ ଜଣଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରକୀଶରୀପାଳ ଗାଁରେ ଘଟିଛି ଏହି ଅଘଟଣ । ୩୫ଫୁଟ ଗଭୀର କୂଅ ସଫା କରୁଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଉଛନ୍ତି ସେହି ଗ୍ରାମର ଶଶିଭୂଷଣ ସାହୁ ଓ ଭଜମନ ସାହୁ ।…

ଢେଙ୍କାନାଳରେ ଅଜଣା ଜନ୍ତୁ ଆକ୍ରମଣରେ ୪୨…

ଢେଙ୍କାନାଳ: ଢେଙ୍କାନାଳରେ ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ ୪୨ ମେଣ୍ଢା ମୃତ । ଢେଙ୍କାନାଳ ସଦର ବ୍ଲକ ସୋଗରପଶି ପଞ୍ଚାୟତ ଆରଦା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗ୍ରାମର ସାଧୁ ଚରଣ ରାଉତଙ୍କ ଗୁହାଳରେ ପଶି ଅଜଣା ଜନ୍ତୁ ମାରିଥିବା ଅନୁମାନ କରାଯାଉଛି। ଯାହାକୁ ନେଇ ଗାଁରେ ଆତଙ୍କ ଖେଳି ଯାଇଛି।…

ଢେଙ୍କାନାଳରେ ଦନ୍ତାହାତୀ ଆତଙ୍କ,…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଆତଙ୍କ ରଚୁଛି ଦନ୍ତାହାତୀ । ହାତୀ ସାମ୍ନାରେ ଯିଏ ବି ପଡୁଛି ତାକୁ ଗୋଡ଼ାଇ ଗୋଡ଼ାଇ କଚାଡ଼ି ମାରୁଛି । ଖାଲି ଜଙ୍ଗଲ ଭିତରେ ନୁହେଁ ରାସ୍ତା ଉପରେ, ଗାଁ ଭିତରେ ଏପରିକି ଘର ଭିତରେ ଶୋଇଥିବା ଅବସ୍ଥାରେ ଲୋକଙ୍କୁ ଆକ୍ରମଣ କରୁଛି ଦନ୍ତା । ଦନ୍ତାହାତୀ ଭୟରେ ଜନଜୀବନ…