ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Deogarh

ହାତୀଦାନ୍ତ ଡିଲ ବେଳେ ମାଡ଼ିବସିଲା ବନ…

ଦେବଗଡ଼: ହାତୀଦାନ୍ତ ଡିଲ ବେଳେ ମାଡ଼ିବସିଲା ବନ ବିଭାଗ । ହୋଟେଲରେ ଚାଲିଥଲା ହାତୀଦାନ୍ତ କାରବାର। ବନ ବିଭାଗ ଚଢ଼ାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଦେବଗଡ଼ ଲାଲୁ ସାହିର ପ୍ରେମରାଜ ସାହୁ, ଦେବଗଡ଼ର କପଟଦାର ଓ ଦିଲ୍ଲୀର ରାଜେଶ କୁମାର। ପ୍ରେମରାଜ…

ପିହୁ ଅପହରଣ ଘଟଣାରେ ମାଷ୍ଟରମାଇଣ୍ଡ ସହ ୪…

ଦେବଗଡ଼: ଦେବଗଡର ପିହୁ ଅପହରଣ ଘଟଣାରେ ୪ ଅଭିଯୁକ୍ତ ଗିରଫ । ମାଷ୍ଟରମାଇଣ୍ଡ ସମେତ ୪ ଅଭିଯୁକ୍ତକୁ ଗିରଫ କଲା ଦେବଗଡ଼ ପୋଲିସ । ମାଷ୍ଟରମାଇଣ୍ଡ ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁର ହିମାଂଶୁ ନାରଙ୍ଗ ବୋଲି ଜଣାପଡିଛି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛି ଦେବଗଡ ପୋଲିସ । ଗତ ୧୮ତାରିଖରେ ଟିଉସନ…

ଦେବଗଡ଼ରେ ଲଜ୍ଜ୍ୟା: ଦ୍ଵିତୀୟ ଶ୍ରେଣୀର…

ଦେବଗଡ଼: ଦେବଗଡ଼ରେ ଲଜ୍ଜ୍ୟା । ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ମରଡ଼ଙ୍ଗ ଗ୍ରାମରେ ଅମାନବୀୟ ଘଟଣା ଘଟିଛି। ଜଣେ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଥିବା ଶିଶୁକନ୍ୟାକୁ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟା ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଜିଲ୍ଲାମୁଖ୍ୟ…

‘ଆମ ଓଡିଶା ନବୀନ ଓଡିଶା’:…

ମୟୂରଭଂଜର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୧୧ କୋଟି ୫୦ ଲକ୍ଷ – ୩୦୮୧ ପ୍ରକଳ୍ପ ବରଗଡର ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୨୬ କୋଟି ୫୦ ଲକ୍ଷ – ୩୧୩୫ ପ୍ରକଳ୍ପ ଦେବଗଡର ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ୩୫ କୋଟି – ୯୯୧ ପ୍ରକଳ୍ପ ଭୁବନେଶ୍ବର: ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ…

ଶ୍ରୀ ଶ୍ରୀ ଝାଡେଶ୍ୱର ମନ୍ଦିରରେ ବୋଲବମ…

ଦେବଗଡ: ମନ୍ଦିରରେ ଶୋଇଥିବା ଅବସ୍ଥାରେ ବୋଲବମ କାଉଡିଆଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଦେବଗଡ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଝାଡେଶ୍ୱର ମନ୍ଦିର ଠାରେ । ମୃତକ ଜଣକ ହେଲେ ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମର ବିଭୁତି ବେହେରା (୪୨)। ସୂଚନା ଅନୁ୍‌ଯାୟୀ ବିଭୁତି ଢେଙ୍କାନାଳ ଜିଲା…

ବିଜେଡିରେ ସାମିଲ୍ ହେଲେ ଦେବଗଡ଼ ବିଜେପି…

ଭୁବନେଶ୍ବର: ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପି ଛାଡି ଦେବଗଡ଼ ବିଜେପି ଜିଲ୍ଲା ସଭାପତି ମିନକେତନ ପ୍ରଧାନ ଆଜି ବିଜେଡିରେ ମିଶିଛନ୍ତି । ବିଜେଡିର ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି…

ଦେବଗଡ଼ ବିଜେପି ବିଧାୟକ ସୁବାଷ…

ଦେବଗଡ଼: ଦେବଗଡ଼ର ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଦାଦାଗିରି । ମହିଳା ସଶକ୍ତିକରଣ କାର୍ଯ୍ୟକୁ ଖୁଲମଖୁଲା ବିରୋଧ କଲେ ବିଜେପି ବିଧାୟକ । ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ ଶକ୍ତି ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ନିର୍ମାଣ କରାଯାଇଥିବା ଏକ ପାଚେରୀକୁ ତାଙ୍କ ଉପସ୍ଥିତିରେ…

ଡ୍ୟାମର ଗେଟ ଖୋଲିବାରୁ ନଦୀରେ ଭାସିଗଲେ…

ଦେବଗଡ଼: ଡ୍ୟାମର ଗେଟ୍ ଖୋଲିବାରୁ ନଦୀରେ ଫସିଗଲେ ୧୨ ଜଣ ଗ୍ରାମବାସୀ। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଏଭଳି ଏକ ଅଘଟଣ ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଜାମୁନାଳି ଗାଁ ଦେଇ ବୋହି ଯାଇଥିବା ଗୋହିରା ନଦୀ ଭିତରେ । ଡ୍ୟାମ୍‌ରୁ ବଢ଼ି ପାଣି ମାଡ଼ି ଆସିବାରୁ ସମସ୍ତଙ୍କ…

ଖେଳୁଥିବା ବେଳେ ଅଘଟଣ: ବିଦ୍ୟୁତ…

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ଚନ୍ଦନଖୁଣ୍ଟି ଗାଁରେ ଆଜି ଅଭାବନୀୟ ଘଟଣା ଘଟିଯାଇଛି।  ଯାଆଁଳା ଶିଶୁ ଖେଳିଥିବା ବେଳେ ଅଘଟଣ ଘଟିଛି। ଖେଳୁଥିଲା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ଯାଆଁଳା ଶିଶୁ । ଏହି ବଦ୍ଯୁତ ଆଘାତରେ ଜଣେ ଶିଶୁର ମୃତ୍ଯୁ ଘଟିଥିବା ବେଳେ ଆଉ ଜଣେ ଶିଶୁ ଗୁରୁତର ହୋଇଥିଲେ। ଗୁରୁତର…

ମଦ୍ଯପ ବାପାର ନୃଶଂସ କାଣ୍ଡ: ବାପାର…

ଦେବଗଡ଼: ଦେବଗଡ ଜିଲ୍ଲା ଗୁଣ୍ଡୁରିପୋଷି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ ବାପାର କଟୁରି ଚୋଟରେ ପୁଅର ମୃତ ଘଟିଛି। ମୃତକ ହେଲେ ଗୋଲବଦନ ପାତ୍ର । ତାଙ୍କ ବୟସ ୩୨ ବର୍ଷ ବୋଲି ଅନୁମାନ କରାଯାଉଛି ।ସୂଚନା ଅନୁଯାୟୀ, ଗୁଣ୍ଡୁରିପୋଷି ଗ୍ରାମର ମୁଚି ପାତ୍ର ଓ ତାଙ୍କର ପୁଅ…