ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Dengue

ବିଶ୍ୱକପ୍‌ ଅଭିଯାନ ପୂର୍ବରୁ ଭାରତକୁ…

ଚେନ୍ନାଇ: ବିଶ୍ୱକପ୍‌ ଅଭିଯାନ ଆରମ୍ଭ ହେଉ ହେଉ ଭାରତକୁ ଝଟକା । ଟିମ୍ ଇଣ୍ଡିଆର ୟଙ୍ଗଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲଙ୍କୁ ଡେଙ୍ଗୁ । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ବିସିସିଆଇର ମେଡିକାଲ ଟିମ୍ ତତ୍ତ୍ଵାବଧାନରେ ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି । ବିଶ୍ୱକପରେ ଭାରତ ନିଜ ଅଭିଯାନ…

ବିଜ୍ଞାପନରେ ସୀମିତ ଡେଙ୍ଗୁ ସଚେତନତା:…

ଭୁବନେଶ୍ୱର:  ଘାଇଁ ଘାଇଁ ହେଇ ଘୂରୁଛି ପଙ୍ଖା। ଝରକା ଖୋଲା ରହିଛି। ଯେ କେହି ବିଶ୍ୱାସ କରିବନି ଇଏ ସ୍ୱତନ୍ତ୍ର ୱାର୍ଡ। ସେ ପୁଣି ଡେଙ୍ଗୁ ରୋଗୀଙ୍କ ପାଇଁ। ପାଦଚଲା ରାସ୍ତା ପାଲଟିଛି ଚିକିତ୍ସିତ ଡେଙ୍ଗୁ ରୋଗୀଙ୍କ ସ୍ଥାନ। ସେଇଠି ସଫେଇ କର୍ମଚାରୀ ଅଳିଆ ସଫା କରୁଛନ୍ତି। ପାଖରେ ଡେଙ୍ଗୁ ଆକ୍ରାନ୍ତ ଶୋଇ…

ରାଜଧାନୀରେ ଚଳିତବର୍ଷର ପ୍ରଥମ ଜୀବନ ନେଲା…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷର ପ୍ରଥମ ଡେଙ୍ଗୁଜନିତ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ରାଜଧାନୀ ଜାଗମରାସ୍ଥିତ ଧର୍ମବିହାର ଅଞ୍ଚଳର ୬୩ ନମ୍ବର ୱାର୍ଡର ଜଣେ ୭ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ଘଟିଛି । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କର ମୃତ୍ୟୁ ହୋଇଛି ।…

ରାଜ୍ୟରେ ଡେଙ୍ଗୁ ଏବେ…

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଏବେ ନିୟନ୍ତ୍ରଣରେ ରହିଛି। ଗତକାଲି ସୁଦ୍ଧା ୧୭୩୪୮ ଜଣଙ୍କର ପରୀକ୍ଷା ହୋଇଛି। ଏଥିରୁ ୪୫୫ ଜଣ ଡେଙ୍ଗୁ ଆକ୍ରାନ୍ତ ବୋଲି ଜଣା ପଡ଼ିଛି। ଭୁବନେଶ୍ୱରର ଆରଏମଆରସି, କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ଭୁବନେଶ୍ୱରରେ ଏଲିସା ପଦ୍ଧତିରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା କରାଯାଉଛି।…

ରାଜ୍ୟରେ ଡରାଇଲାଣି ଡେଙ୍ଗୁ: ବିଭିନ୍ନ…

ଭୁବନେଶ୍ବର: ଡରାଇଲାଣି ଡେଙ୍ଗୁ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହେଲେଣି ଡେଙ୍ଗୁ ରୋଗୀ । ଏବର୍ଷ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଜୁଲାଇରୁ ସେପ୍ଟେମ୍ବର ମାସରେ ଏହା ବଢିବାରେ ଆମେ ଜାଣିଛେ। କିନ୍ତୁ ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ଟେଷ୍ଟିଙ୍ଗ ସଂଖ୍ୟା ଅଧିକ ରହିଥିବା…

ଭୁବନେଶ୍ବରରେ ନିୟନ୍ତ୍ରଣ ବାହାରେ ଡେଙ୍ଗୁ…

ଭୁବନେଶ୍ୱର: ଡେଙ୍ଗୁର ହଟ୍‍ସ୍ପଟ ପାଲଟିଛି ସ୍ମାର୍ଟସିଟି। ରାଜଧାନୀରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ମାସେ ହେଲା ପ୍ରତି ଦିନ ଶତାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ସେଥିରୁ ୯୦% ହେଉଛନ୍ତି ଭୁବନେଶ୍ୱରର। ବସ୍ତିରୁ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ…

ଡେଙ୍ଗୁ ଆତଙ୍କ: ଖୋର୍ଦ୍ଧାରୁ ଚିହ୍ନଟ…

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ  ଆତଙ୍କ । ୨୪ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ପୁଣି ଚିହ୍ନଟ ହୋଇଛନ୍ତି ୪୦ଜଣ ନୂଆ ଡେଙ୍ଗୁ ରୋଗୀ । ଏଥିସହ ଖୋର୍ଦ୍ଧା ଜିଲ୍ଲାର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯୮୭କୁ ବୃଦ୍ଧି ହୋଇଛି। ନୂଆ ୪୦ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩୬ଜଣ ରହିଥିବା ବେଳେ  ଗ୍ରାମଞ୍ଚଳରୁ ନୂଆ ୪ଜଣ…

ଭୁବନେଶ୍ୱରରେ ହୁ ହୁ ହୋଇ ବଢୁଛି ଡେଙ୍ଗୁ…

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ କିଛି ଦିନ ମଧ୍ୟ ଡେଙ୍ଗୁ କାୟାବିସ୍ତାର କରି ଚାଲିଥିବା  ବେଳେ  ଘରେ ଘରେ ଜର ମାଡିଗଲାଣି। ୩ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୮୧୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ କେବଳ ଭୁବନେଶ୍ବର…

ଭୁବନେଶ୍ୱରରେ ବୃଦ୍ଧି ପାଉଛି ଡେଙ୍ଗୁ…

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ ଜାନୁଆରୀ ମାସରୁ ଆଜି ସୁଦ୍ଧା ରାଜଧାନୀ ଭୁବନେଶ୍ବରରୁ ୨୨୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ବରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ…

ଡେଙ୍ଗୁ ମୁକାବିଲା ପାଇଁ ବିଏମ୍‍ସିର…

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ବିଶେଷକରି ଲୋକଙ୍କ ଅସାବଧାନତା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ୁଥିବାରୁ ଏଥିରେ ନିୟନ୍ତ୍ରଣ ଲଗାଇବା ପାଇଁ ବିଏମ୍‍ସି ଅଣ୍ଟା ଭିଡ଼ିଛି। ବୁଧବାର ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ ଗୁରୁବାର ବିଏମ୍‍ସି ପକ୍ଷରୁ ଡେଙ୍ଗୁ ମୁକାବିଲା ପାଇଁ…