ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Delhi

‘ଆପ୍‌’କୁ ୧୬୪ କୋଟିର ରିକଭରି ନୋଟିସ, ୧୦…

ନୂଆଦିଲ୍ଲୀ: ସରକାରୀ ବିଜ୍ଞାପନ ନାଁରେ ‘ରାଜନୈତିକ ବିଜ୍ଞାପନ’ ବାବଦକୁ ଖର୍ଚ୍ଚ କରିଥିବା ୧୬୩.୬୨ କୋଟି ଟଙ୍କା ଆଦାୟ ନିମନ୍ତେ ଦିଲ୍ଳୀ ସରକାର ‘ଆମ୍‌ ଆଦ୍‌ମୀ ପାର୍ଟି’କୁ ନୋଟିସ୍‌ ଜାରି କରିଛନ୍ତି। ଉପରୋକ୍ତ ଅର୍ଥ ୧୦ ଦିନ ମଧ୍ୟରେ ପୈଠ କରିବା ଲାଗି ‘ଡାଇରେକ୍ଟୋରେଟ୍‌ ଅଫ୍ ଇନ୍‌ଫର୍ମେସନ୍‌…

ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଅନୁଭୂତ,…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଏନସିଆରରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ କରାଯାଇଛି। ଏହା ବ୍ୟତୀତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଭୂମିକମ୍ପ ପ୍ରଭାବରେ ଥରିଛି। ଲୋକମାନେ ଝଟକା ଅନୁଭୂତ ହେବା କ୍ଷଣି ଘରୁ ବାହାରକୁ ଚାଲି ଯାଇଥିଲେ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୯…

ଦିଲ୍ଲୀ ବୃଦ୍ଧାଶ୍ରମରେ ଭୟାବହ…

ନୂଆଦିଲ୍ଲୀ: ଦିଲ୍ଲୀ ଗ୍ରେଟର କୈଳାସ ବୃଦ୍ଧାଶ୍ରମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ତରା କେୟାର ଫର ସିନିୟର୍ସ ନାମକ ବୃଦ୍ଧାଶ୍ରମରେ ନିଆଁ ଲାଗିଯିବା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ପୁଲିସ ଏବଂ ଅଗ୍ନିଶମ…

କଡ଼ା ନିରାପତ୍ତାରେ ଦିଲ୍ଲୀ ନଗର ନିଗମ…

ନୂଆଦିଲ୍ଲୀ : ଆଉ କିଛି ସମୟର ଅପେକ୍ଷା । ପ୍ରକାଶ ପାଇବ ଦିଲ୍ଲୀ ଏମସିଡି ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ୫୬ ହଜାର ଇଭିଏମରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ୨୫୦ ଓ୍ୱାର୍ଡର ଭୋଟ୍ ଗଣତି ଜାରି ରହିଛି । ବିଜେପି ଓ ଆପ୍ ଦଳୀୟ ମହଲରେ ଉତ୍ସୁକତା ଦେଖାଦେଇଛି । ୫୬ ହଜାର ଇଭିଏମର ଭୋଟ୍ ଗଣତି ଚାଲିଛି । ଚଳିଚ…

ବାଣଫୁଟାକୁ ନେଇ ଦିଲ୍ଲୀ ସରକାରଙ୍କ ନୂଆ…

ନୂଆଦିଲ୍ଲୀ: ଦୀପାବଳିରେ ବାୟୁ ଓ ଶବ୍ଦ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ବାଣ ଫୁଟାଇବା ଉପରେ ଯଦିଓ ପୂର୍ବରୁ ପ୍ରତିବନ୍ଧକ ରହିଥିଲା । ଏବେ ସରକାର ଆଉ ଏକ ନିର୍ଦ୍ଦେଶନାମା ଜାରି କରି ଜରିମାନା ବି ଘୋଷଣା କରିଛନ୍ତି। ଯଦି ରାଜଧାନୀରେ କେହି ବି…

କେଜ୍ରିୱାଲଙ୍କ ବିରୋଧରେ ଷ୍ଟାମ୍ପ ଡ୍ୟୁଟି…

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଲାଗିଛି। ସେ ଷ୍ଟାମ୍ପ ଡ୍ୟୁଟି ଚୋରି କରିଥିବା ନେଇ ଉପ-ରାଜ୍ୟପାଳ (ଏଲ୍‌ଜି) ଙ୍କ ନିକଟରେ ଅଭିଯୋଗ ହୋଇଛି। ଏହା ଉପରେ ଏଲ୍‌ଜି ଭିକେ ସକ୍ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।…

ସିସୋଦିଆଙ୍କୁ ବିଜେପିରେ ଯୋଗଦାନ ପାଇଁ…

ନୂଆଦିଲ୍ଲୀ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବିଜେପିରେ ଯୋଗଦାନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିବା ପ୍ରସଙ୍ଗ ଏବେ ନୂଆ ମୋଡ଼ ନେଇଛି। ଓଡ଼ିଶାରେ ବୈଜୟନ୍ତ ପଣ୍ଡାଙ୍କ ବିଜେପି ପ୍ରବେଶରେ ଯେଉଁ ବ୍ୟକ୍ତି ମଧ୍ୟସ୍ଥତା କରିଥିଲେ, ସେହି ବ୍ୟକ୍ତି ମନୀଷ ସିସୋଦିଆଙ୍କୁ ମଧ୍ୟ ବିଜେପିରେ ଯୋଗ ଦେବାକୁ…

ଦିଲ୍ଲୀରେ ଅପରେସନ୍‌ ଲୋଟସ୍‌ ବିଫଳ,…

ନୂଆଦିଲ୍ଲୀ : ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ଉ ପରଠାରୁ ଆମ୍‌ ଆଦମୀ ପାର୍ଟି (ଆପ୍‌) ଏବଂ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଦିଲ୍ଲୀରେ ଅପରେସନ ଲୋଟସ୍‌ ବିଫଳ ହୋଇଛି ବୋଲି ଆପ୍‌ ପକ୍ଷରୁ କୁହାଯାଇଛି। ବିଜେପି ସରକାର ଭାଙ୍ଗିବା ଲାଗି ଉଦ୍ୟମ କରିଥିଲା।…

ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ…

ନୂଆଦିଲ୍ଲୀ : ବିଶ୍ୱର ୨୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୮ ସହର ରହିଛି। ତେବେ ଦିଲ୍ଲୀ ଏବଂ କୋଲକାତା ଭଳି ଦୁଇ ସହରର ପ୍ରଦୂଷଣ ହାର ସବୁଠୁ ଅଧିକ। ବିଶେଷକରି ଦିଲ୍ଲୀର ସ୍ଥିତି ସବୁଠୁ ଉଦବେଗଜନକ ବୋଲି ଆମେରିକାର‘ ହେଲଥ ଇଫେକ୍ଟ ଇନଷ୍ଟିଚ୍ୟୁଟ(ଏଚଇଆଇ)’ ପକ୍ଷରୁ କରାଯାଇଥିବା ଏକ ସର୍ବଶେଷ…

ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ,…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତ କରୁଛନ୍ତି। ସୋମବାର ସକାଳ ୧୦ଟା ୩୫ ମିନିଟ୍‍ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ସେଠାରେ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‍ରେ ପହଞ୍ଚିବେ। ଏହା ପରେ ଅପରାହ୍ନ ୪ଟାରୁ ୪ଟା ୩୦ ମିନିଟ୍‍ରେ…