ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

deepika padukone

‘ପଠାନ୍’ ସୁଟିଂ ପାଇଁ ସ୍ପେନ୍‌ ଯିବେ…

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍, ଜନ୍‌ ଆବ୍ରାହମ୍‌ ଓ ଦୀପିକା ପାଦ୍ୟୁକୋନ୍‌ଙ୍କ ଅଭିନୀତ ‘ପଠାନ୍’ ଉପରେ ଏବେ ଦର୍ଶକଙ୍କ ନଜର ରହିଛି। ଦର୍ଶକେ ଏହାର ରିଲିଜ୍‌ ଡେଟ୍‌କୁ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଶାହାରୁଖ୍ ଚାରି ବର୍ଷ ପରେ ବଡ଼ ପରଦାକୁ ଫେରୁଥିବାରୁ ତାଙ୍କ ପ୍ରଶଂସକଙ୍କ ଗହଣରେ…

୫୦୦ କୋଟି ଟଙ୍କାରେ ନିର୍ମିତ ହେବ…

ବଲିଉଡ୍ ଓ ଦକ୍ଷିଣ ଇଣ୍ଡଷ୍ଟ୍ରୀ ମଧ୍ୟରେ ଏବେ ଏକ ସୁସମ୍ପର୍କ ଗଢି ଉଠିଛି। ଉଭୟ ଇଣ୍ଡଷ୍ଟ୍ରୀର କଳାକାର ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରୁଥିବାର ନଜର ଆସିଛନ୍ତି। ପ୍ୟାନ୍ ଇଣ୍ଡିଆ ପ୍ରୋଜେକ୍ଟ ଜରିଆରେ ଦକ୍ଷିଣର ବଡ଼ ବଡ଼ ଫିଲ୍ମ ହିନ୍ଦୀ ଭର୍ସନରେ ରିଲିଜ୍ ହେଉଛି। ଏଥିରେ ସର୍ବାଗ୍ରେ ରହିଛି ନାଗ…

କଥା ରଖିନାହାନ୍ତି ରଣବୀର, କେବିସି ଶୋ’ରେ…

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ବହୁତ ଜଲ୍‌ଦି ଅମିତାଭ ବଚ୍ଚନଙ୍କ ‘କୌନ୍‌ ବନେଗା କରୋଡ଼ପତି’ ଶୋ’ ରେ ନଜର ଆସିବେ। ଏହି ଶୋ’ରେ ଦୀପିକା ତାଙ୍କର ସ୍ବାମୀ ରଣବୀର ସିଂହଙ୍କ ନାଁରେ ବିଗ୍‌ ବି’ଙ୍କ ନିକଟର ଅଭିଯୋଗ କରୁଥିବାର ଦେଖାଯିବେ। ଶୋ’ରେ ଦୀପିକା କହିଥିଲେ ଯେ, ରଣବୀର ତାଙ୍କୁ ଦେଇଥିବା କଥା…

ପ୍ରଭାସଙ୍କ ପାଇଁ ଦାମ୍ କମାଇଲେ ଦୀପିକା

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ବହୁତ ଜଲ୍‌ଦି ଦକ୍ଷିଣର ସୁରପଷ୍ଟାର୍ ପ୍ରଭାସଙ୍କ ସହ ନଜର ଆସିବେ । ନାଗ ଅଶ୍ବିନ୍‌ଙ୍କ ଏକ ଫିଲ୍ମରେ ଦୀପିକା ପ୍ରଭାସଙ୍କ ନାୟିକା ହେବେ । ଏଥିରେ ବିଗ୍ ବି ଅମିତାଭ ମଧ୍ୟ ନଜର ଆସିବେ । ଫିଲ୍ମଟି ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମ ଏବେ ପ୍ରି ପ୍ରଡକ୍ସନ…

ଦୀପିକାଙ୍କ ଦାମୀ ମାସ୍କ୍‌

ଅଭିନୟ ହେଉ କିମ୍ବା ଫ୍ୟାଶନ୍ ସେନ୍ସ, ସବୁଥିରେ ବେଶ୍‌ ଚର୍ଚ୍ଚାରେ ଥାଆନ୍ତି ଡିମ୍ପଲ୍‌ ଗାର୍ଲ ଦୀପିକା ପାଦ୍ୟୁକୋନ୍। ପୋଷାକ ହେଉ କିମ୍ବା ଜୋତା, ଅଥବା କୌଣସି ଦାମୀ ଆସେସରିଜ୍‌, ସବୁଥିରେ ଦୀପିକା ପ୍ରଶଂସକଙ୍କୁ ଆକର୍ଷିତ କରିଥାନ୍ତି। ଏହି ଧାରାରେ ଏବେ ଦୀପିକା ନିଜ ପାଇଁ ଏକ ଦାମୀ ମାସ୍କ କିଣି…