ଜୀବନ-ସତ୍ୟର ଆତ୍ମିକ ଅର୍ଥମୟତା ମୋର…
ଡକ୍ଟର ଗାୟତ୍ରୀବାଳା ପଣ୍ଡା। ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଏକ ସ୍ପର୍ଦ୍ଧିତ ସ୍ୱର। କବିତା, ଗଳ୍ପ, ଉପନ୍ୟାସ ଓ ସ୍ତମ୍ଭ ଲେଖୁଥିବା ଗାୟତ୍ରୀବାଳା ଜୀବନର କବି, ମାନବବାଦର ସ୍ୱରକାର। ବିଶେଷକରି ଗାଁ ମାଟି ଆଉ ତୃଣମୂଳସ୍ତରର ମଣିଷଙ୍କ ଜିଜୀବିଷାକୁ ସେ ନିଜସ୍ୱ କଥା-କବିତାରେ ବେଶ୍ ମନୋଜ୍ଞ ଭାବେ ଫୁଟାଇ…