ଖୁବ୍ଶୀଘ୍ର ଓଡ଼ିଶା ଆସିବ ବିଜୁ ବାବୁଙ୍କ…
କୋଲକାତାରୁ ଓଡ଼ିଶା ଆସିବ ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା । ଦୀର୍ଘ ୪ ବର୍ଷ ପରେ ଡିସି-୩ ଫେରିବା ଆଶା ଉଜ୍ଜୀବିତ ହୋଇଛି । ଇଣ୍ଡୋନେସିଆ ଓ ଭାରତ ସ୍ୱାଧୀନତା ସଂଗ୍ରାମର ଐତିହାସିକ ସ୍ୱାକ୍ଷର ବହନ କରିଥିବା ଏହି ଦୁର୍ଦ୍ଧଷ ବିମାନ ଡାକୋଟା ଖୁବ୍ଶୀଘ୍ର କୋଲକାତାରୁ ଓଡ଼ିଶା ଆସିବ। ଏନେଇ ରାଜ୍ୟ…