ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

cyclone

୫ରେ ଭୀଷଣ ବାତ୍ୟା ରୂପ ନେବ…

ଭୁବନେଶ୍ବର: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା 'ମିଚାଉଁ'କୁ ଦୃଷ୍ଟିରେ ରଖି  ଆନ୍ଧ୍ରପ୍ରଦେଶ ତତ -ସଂଲଗ୍ନ ଉତ୍ତର ତାମିଲନାଡୁ- ପୁଡୁଚେରୀ ଉପକୂଳ ପାଇଁ ଅରେଞ୍ଜ ଆଲର୍ଟ ଜାରି  କରାଯାଇଛି। ଗତ ୬ ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା 'ମିଚାଉଁ'  ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା…

ଅବପାତରେ ପରିଣତ ହେଲା ସୁଦୃଶ୍ୟ…

ଭୁବନେଶ୍ବର:  ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣପୂର୍ବରେ ଅବପାତରେ ପରିଣତ ହୋଇଛି । ପୁଡୁଚେରୀଠାରୁ ୭୯୦ , ଚେନ୍ନାଇଠାରୁ ୮୦୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହେବାର ସମ୍ଭାବନା…

୪୮ଘଣ୍ଟାରେ ବାତ୍ୟା, ଓଡ଼ିଶାକୁ ନାହିଁ…

ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇଛି। ଆଜି ଏହା ଅବପାତରେ ପରିଣତ ହେବ ଏବଂ ପରବର୍ତ୍ତୀ ୪୮ଘଣ୍ଟାରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ସମ୍ଭାବ୍ୟ ବାତ୍ୟା ମିଚାଉଁର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ…

ଓଡିଶାକୁ ନାହିଁ ବାତ୍ୟା ବିପଦ, ବାଂଲାଦେଶ…

ଭୁବନେଶ୍ୱର: ଆଉ କିଛି ଘଣ୍ଟା ପରେ ବଙ୍ଗୋପସାଗରରେ ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ତେବେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ବେଗ ୧୩ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ ଅଗ୍ରସର ହେଉଛି ଗଭୀର…

ରାଜ୍ୟସରକାର ନିର୍ମାଣ କରିବେ ବାତ୍ୟା…

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ସାମର୍ଥ୍ୟ ହାସଲ କରିଥିବା ଓଡ଼ିଶା, ବାତ୍ୟା ମୁକାବିଲା ପାଇଁ ଆଉ ଏକ କୌଶଳ ଆପଣାଇବାକୁ ଯାଉଛି । ଉପକୂଳ ଅଞ୍ଚଳରେ ବାତ୍ୟାର ପ୍ରକୋପ ରୋକିବାକୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଡିଜାଷ୍ଟର ରେଜିଲିଆଣ୍ଟ ସାଲାଇନ୍ ଏମ୍ବାକମେଣ୍ଟ ପ୍ରୋଜେକ୍ଟ । ଏଥିରେ…

ଆଜି ଗୁଜରାଟରେ ସ୍ଥଳଭାଗ ଛୁଇଁବ ଭୀଷଣ…

ନୂଆଦିଲ୍ଲୀ: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବିପର୍ଯ୍ୟୟ’ ବେଳକୁ ବେଳ ଭୀଣେ ରୂପ ନେବା ସହିତ ଗୁଜରାଟ ଉପକୂଳ ଆଡକୁ ମୁହାଁଇଛି। ବାତ୍ୟା ଯେତିକି ନିକଟବର୍ତ୍ତୀ ହେଉଛି ଏହାର ପ୍ରଭାବ ଗୁରୁତର ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସୂଚନା ଅନୁସାରେ ଏହା ଆଜି ସନ୍ଧ୍ୟା ସୁଦ୍ଧା କଚ୍ଛ ଏବଂ…

ଆସନ୍ତାକାଲି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା…

ଗାନ୍ଧୀନଗର: ଆସନ୍ତାକାଲି ସନ୍ଧ୍ୟାରେ ଗୁଜୁରାଟର ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲା ମଧ୍ୟଭାଗ ସହିତ ପାକିସ୍ତାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ୍ କରିବ ନେଇ ଅନୁମାନ କରାଯାଇଛି। ବର୍ତ୍ତମାନ ଏହି ଘୂର୍ଣ୍ଣିବାତ୍ୟା ପୋରବନ୍ଦରଠାରୁ ପ୍ରାୟ ୩୫୦ କିଲୋମିଟର ଦୂର…

ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତରମୁହାଁ:…

ନୂଆଦିଲ୍ଲୀ:  ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ ଏବେ ଭୀଷଣ ବାତ୍ୟାର ରୂପ ନେଇ ଉତ୍ତରମୁହାଁ ହୋଇଥିବା ବେଳେ ଆସନ୍ତା ୧୫ ତାରିଖରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗୁଜରାଟ କଚ୍ଛ ଜିଲ୍ଲାର ମାଣ୍ଡଭି ଏବଂ ପାକିସ୍ତାନର କରାଚି ମଧ୍ୟରେ…

ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁବା ସହ…

ଭୁବନେଶ୍ୱର: ଆଜି ସ୍ଥଳଭାଗ ଛୁଇଁପାରେ ଅତି ଭୀଷଣ ସାମୁଦ୍ରିକ ଝଡ଼ ମୋକା । ଅପରାହ୍ମରେ ଏହା ବାଙ୍ଗଲାଦେଶ ଓ ମିଆଁମାର ସୀମାରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିମି ରହିବ । ସ୍ଥଳବିଶେଷରେ ଏହା ଘଣ୍ଟା ପ୍ରତି ୨୦୦ କିମି ଛୁଇଁଯିବ…

ଆସନ୍ତାକାଲି ବାଂଲାଦେଶ ଛୁଇଁବ ବାତ୍ୟା…

ଭୁବନେଶ୍ୱର: ଧୀରେ ଧୀରେ ଆଗକୁ ବଢୁଛି ବାତ୍ୟା ସିତ୍ରାଙ୍ଗ। ଗଭୀର ଅବପାତରେ ପରିଣତ ହେବା ପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି ବାତ୍ୟା ସିତ୍ରାଙ୍ଗ । ସମୁଦ୍ର ଭିତରୁ ଅଧିକ ବଳ ଗୋଟାଇ ଶକ୍ତିଶାଳୀ ହେଉଛି । ଏବେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ଆଗାମୀ ୧୨ ଘଣ୍ଟାରେ…